Welcome to Nin2's Kitchen with Comedy Tadka!

Delicious recipes with a side of laughter! From tasty dishes to quick cooking hacks, we make your kitchen time fun and easy. And don’t miss the comedy one-liner punch at the end of every video—because good food deserves a good laugh!

You’ll also find occasional vlogs—sometimes behind-the-scenes from the kitchen, and sometimes just fun glimpses into my daily life and food adventures.

Stay tuned for flavors, fun, and a lot of laughs!

For business inquiries: dashsnigdhashree2@gmail.com


Nin2's Kitchen

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ଆଉ ଆପଣ ମାନଙ୍କ ଭଲପାଇବା ଯୋଗୁଁ ଆମେ ଏବେ ୫୦ ହଜାର subscribers ରେ ପହଞ୍ଚିଛୁ। ଆପଣ ମାନଙ୍କ ନିରବଚ୍ଛିନ୍ନ ସହଯୋଗ ପାଈଁ କୃତଜ୍ଞତା ଜଣାଉଛୁ। ଏମିତି ଆଗକୁ ଆମ ସହ ଯୋଡି ହୋଇ ରୁହନ୍ତୁ। ଆଗକୁ ଆହୁରି ଭଲ ଭଲ ଭିଡ଼ିଓ ଆଣିବାର ପ୍ରତିଶୃତି ଦେଉଛୁ। ଅଶେଷ ଅଶେଷ ଧନ୍ୟବାଦ। ଜୟ ଜଗନ୍ନାଥ, ଜୟ ମା ତାରିଣୀ।🙏❤️

3 weeks ago | [YT] | 297

Nin2's Kitchen

ଆପଣ ମାନଙ୍କ ଆଶୀର୍ବାଦ ଏଵଂ ଭଲପାଇବା ଯୋଗୁଁ ଆମେ ଆଜି 10K Subscribers ରେ ଆସି ପହଞ୍ଚି ପାରିଚୁ। ସେଥି ପାଇଁ ଆପଣ ମାନଙ୍କୁ ଅନେକ ଅନେକ ଧନ୍ୟବାଦ ଓ ଶୁଭକାମନା। ଏମିତି ଆପଣଙ୍କ ଭଲପାଇବା ଆମ ସହ ରହି ଥାଉ। ଜୟ ଜଗନ୍ନାଥ 🙏, ଜୟ ମା ତାରିଣୀ 🙏

1 year ago | [YT] | 94

Nin2's Kitchen

Dear friends, Thank you so much for all your love, blessings and constant support. ଆଗକୁ ଏମିତି କିଛି ନୂଆ content ମାଧ୍ୟମରେ ରୋଷେଇ ସହ comedy ର punch ଆପଣଙ୍କ ପାଇଁ ଆଣିବାର ପ୍ରତିଶୃତି କରୁଛୁ। ଅନେକ ଅନେକ ଧନ୍ୟବାଦ। ଜୟ ଜଗନ୍ନାଥ🙏

1 year ago | [YT] | 120