Hello Everyone,
Welcome To My New YouTube Channel ✨ Bhajan Odisha
My Name is Deepak Nayak

Please Support me
Like Share comments 🙏

🫧Subscribe 🙏Press The Bell 🔔

Only Bhajan What's App Status Available in Here

Jay Jagannath Swami 🙏

Dm me Your paid community post sharing
Contact me on Instagram
instagram.com/bhajan_odisha

🥰 АРКО НАМARI TARAF SE DIL SE

🔰 WELL COME🙏
📌 ON THIS CHANNEL YOU GET...

All types whatsapp status ✅
Jagannath Status Video 📸
Mahadev Status Video 📷
Maa Tarini Bhajan Status 🚩
Maa Managala Video 📷
🪷 Laxmi Narayan 📸
All types of Whatapp Video Status
More Interesting Status
Some Interesting Shorts
Some Entertainment Videos Etc.


Thanks For Your Lovely Support 💖
🥺🙏 Jay Jagannath 🙏


Bhajan Odisha

ଏଇ ଶୁଭାଶିଷ ଦିଅ
ଦୀପଟିଏ ହୋଇ ଜଳୁଥିବି ସଦା
ଶ୍ରୀଚରଣେ ରଖି ଲୟ।
ଚକା ନୟନକୁ ଚାହିଁ ରହିଥିବି
ମନରେ ନଥିବ ଭୟ।
ପ୍ରଭୁଙ୍କ ମହିମା ଗାଉଥିବି ନିତି
ଜୟ ଶ୍ରୀ ଜଗନ୍ନାଥ 🙏🌼❤
‪@Sabitri_Music‬

18 hours ago | [YT] | 8,102

Bhajan Odisha

*ବଡ଼ ଠାକୁର ହେ ବଡ଼ ଦେଉଳ ରେ*
*ବଡ଼ ସିଂହାସନେ ବସିଛ*
*ବଡ଼ ନାମେ ତୁମ ବଡ଼ ବାନା ଉଡ଼େ*
*ବଡ଼ ଦାଣ୍ଡେ ଛିଡା ମୁଁ ଭକତ*
*ହେ ପରମ ଇଷ୍ଟ, ଜଗନ୍ନାଥ*
*ସବୁଠାରୁ ବଡ଼ ତୁମେ ଏକା ପ୍ରଭୁ*
*ମୁଁ ଛାର ମାତ୍ର ନିମିତ୍ତ।*
*ଜୟ ଜଗନ୍ନାଥ 🙏🌼❤️ ‪@Sabitri_Music‬

1 day ago | [YT] | 10,010

Bhajan Odisha

ପବିତ୍ର ମହାଶିବରାତ୍ରୀର ହାର୍ଦିକ
ଅଭିନନ୍ଦନ ଓ ଶୁଭକାମନା 🙏❤️ ‪@Sabitri_Music‬

2 days ago | [YT] | 5,615

Bhajan Odisha

ଜଗା ତୋ ପାଇଁ ମୋ ଛୋଟିଆ ଆଶା 🎉
ପୂରଣ ହୋଇ ପାରିଛି 🥺❤️🫂
ତୋ ଆଶୀର୍ବାଦ ସଦା ସର୍ବଦା ❤️
ସମସ୍ତଙ୍କ ଉପରେ ରହିଥାଉ ଏତିକି ମୋର ପାର୍ଥନା 🙏
ଜୟ ଶ୍ରୀ ଜଗନ୍ନାଥ 🙏🌼🥹
‪@Sabitri_Music‬

3 days ago | [YT] | 8,178

Bhajan Odisha

ହୃଦୟେ ସାଇତି ରଖିଛି ପ୍ରଭୁ ହେ
ଭକ୍ତି ଭାବ ଆଉ ଶ୍ରଦ୍ଧା,
ହେଲେ ତୋ ପାଖକୁ ନ ଯାଇପାରି ମୁଁ
ଲାଗେ ସବୁ ଅଧା ଅଧା। ଯାହା ବି ଦେଇଛ ସେତିକିରେ ଖୁସି
ଲୋଡା ନାହିଁ କିଛି ଆନ,
ଯେମିତି ରଖିଛ ତବ ଏ ସୃଷ୍ଟିରେ
ମୁହିଁ ବଡ଼ ଭାଗ୍ୟବାନ l
ଜୟ ଜଗନ୍ନାଥ🙏‪@Sabitri_Music‬

4 days ago | [YT] | 11,754

Bhajan Odisha

ବୟସ ବଢୁଛି ନାଟକ ସରୁଛି
ଶେଷ ଦୃଶ୍ୟ ଅଛି ବାକି 🥺
ପାପ କରିଛି କି ପୂଣ୍ୟ ମୁଁ କରିଛି
ସାଖି ଏକା ଚକାଆଖି 🫂
ଜୟ ଶ୍ରୀ ଜଗନ୍ନାଥ 🙏🌼❤️ ‪@Sabitri_Music‬

5 days ago | [YT] | 11,726

Bhajan Odisha

କୋଟି ବିଶ୍ୱଜନ କରନ୍ତି ଦର୍ଶନ
ମଉଡମଣୀ ଜଗତର
ଶୂନ୍ୟ ହସ୍ତ ମେଲି ଯାଚି ଦେଉ ତୁହି
ଆଶୀର୍ବାଦ ନିରନ୍ତର
ଜୟ ଶ୍ରୀ ଜଗନ୍ନାଥ 🙏🥹❤️
( ଲେଖିକା ✍️ ଶ୍ରୀମତୀ ଶୁଭଶ୍ରୀ ଖୁଣ୍ଟିଆ କଟକ )
‪@subhacreation.7552‬ ‪@Sabitri_Music‬

6 days ago | [YT] | 10,673

Bhajan Odisha

ପ୍ରଭୁ ତୁମ୍ଭ,
ଚରଣେ ଗଲି ଶରଣ
ତୁମ୍ଭ ଶରଣ ବିନୁ ମରଣ
ନାହିଁ ନାଥ ଆନଗତି,
ଭକତି ର ଭାବ ନାଥ
ମନେ ଭରି ଦିଅ ମୋର
ରହି ଯିବ ତୁମ୍ଭ ଯଶ କିର୍ତ୍ତୀ !
ଜୟ ଜଗନ୍ନାଥ ସ୍ଵାମୀ 🙏‪@Sabitri_Music‬

1 week ago | [YT] | 14,081

Bhajan Odisha

କହଲୋ ତୁଳସୀ କହଲୋ ତୁଳସୀ
କି ପୂଣ୍ୟ ଅବା କରିଥିଲୁ 🥰
ଯାହାର ଚରଣ ଛୁଇଁବା ସପନ
ତା ମଥା ପାଇଁ ଲୋଡା ହେଲୁ 🙏 ‪@Sabitri_Music‬

1 week ago | [YT] | 9,313

Bhajan Odisha

ଏକା ତ" ତୁମେ ଭକତ ଜୀଵନ
ଭକତ ନିବାରଣେ ଶଙ୍ଖ ଚକ୍ର ଚିହ୍ନ
ପଲକ ନପଡେ ଖୋଲା ତୁମ ନୟନ
ଭକତବତ୍ସଳ ତୁମେ ଆହେ ପ୍ରାଣ ଧନ
ମହାପ୍ରଭୁଙ୍କ ଥିଲେ ଆଶ୍ରିବାଦ
ସକଳ ଶୁଭ ହୋଇଥାଏ ଦିନ
ପ୍ରଭୁଙ୍କ ଦୟାବିନା ମଣିଷ ଜୀଵନ
ସର୍ବଦା ହୋଇଥାଏ ମୂଲ୍ୟହୀନ ସବୁ କରି ସିଏ କରାଉ ଥାଆନ୍ତି
ତାଙ୍କ ବିନା କେହି ନୁହେଁ
ଜଗତଜନର ହିତ ରେ ଥାଆନ୍ତି
ସିଏ ମହାପ୍ରଭୁ ଜଗନ୍ନାଥ ।
ଜୟ ଜଗନ୍ନାଥ🙏 ‪@Sabitri_Music‬

1 week ago | [YT] | 8,875