ଏହି ଚ୍ୟାନେଲ ରେ ଆମେ ସମସ୍ତ ପ୍ରକାର ସ୍ଟେଜ ପ୍ରୋଗ୍ରାମ,ଭଜନ ସମାରୋହ, ପାରାୟଣ, ଏବଂ ସମ୍ବଳପୁରି ଗୀତ ଓ କମେଡି ଭିଡିଓ ମଧ୍ୟ ଉପଲୋଡ କରିବା ପାଇଁ ଚେଷ୍ଟା କରିବୁ ଧନ୍ୟବାଦ୍!
ଆପଣ ଆମ ଚ୍ୟାନେଲ କୁ ଲାଇକ୍, ସବସ୍କ୍ରାଇବ, ଏବଂ ସେୟାର କରନ୍ତୁ ଯାହା ଦ୍ଵାରା ସର୍ବ ପ୍ରଥମେ ଆପଣ ନୋଟିଫିକେସନ୍ ପାଇ ପାରିବେ !
@Email-bikashkumarpadhan465@gmail.com
STAR MUSIC
https://youtu.be/PPRiWZBlM5w?si=rBH5K...
Do watch and Like , Subscribe and share this song .
1 year ago | [YT] | 10
View 0 replies
STAR MUSIC
ପଶ୍ଚିମ ଓଡିଶା ମାଟିର୍ ରଜାର୍ ତିହାର୍ ନୂଆଁଖାଇ ତିହାର୍, ଚାଷୀର୍ ତିହାର୍, ଆମର୍ ସଂସ୍କୃତି,ପରମ୍ପରା, ପ୍ରାଚୀନ୍ କାଲର୍ ଇତିହାସର୍ ପରବର୍ ନୁଆଁଖାଇ ଭେଟଘାଟ -୨୦୨୪ ଆଏବା ଭୁଦୋ ମାସର୍ ଉଜଲ ପକ୍ଷର୍ ରଏବାର ଦିନର୍ ୧୫ ତାରିଖ ବେଲବୁଡ଼େ ୪ ବଜେ ପାଲନ୍ ହେବା...!!👇🏻
ଠାନ୍---ଉତ୍କଳ ମଣ୍ଡପ, ଭୁବନେଶ୍ୱର।
ତାରିଖ୍--- ୧୫/୦୯/୨୦୨୪👇🏻
#Nuakhaibhetghat2024
#ଉମାକାନ୍ତ୍ ବାରିକ୍
#ଅସୀମା ପଣ୍ଡା
#ସୁମିତ ସାହୁ
#ଆଶିଷ କୁମ୍ଭାର୍
#ଈଶ୍ୱରୀ ବେହେରା
👆🏻👆🏻👆🏻👆🏻👆🏻👆🏻
ଆମର୍ ପଶ୍ଚିମ୍ ଓଡ଼ିଶାର୍ ଏନ୍ତା famous କଲାକାର୍ ମାନେ ଆସୁଛନ୍। ଆପଣ୍ ମାନେ ବି ବିଲକୁଲ ସମୀୟା ବର୍ବାଦ୍ ନାଇଁ କରୁନ୍ ଆମର୍ ସାଙ୍ଗେ ଧୂମଧାମ୍ ଥି ନୁଆଁଖାଇ ତିହାର୍ ମନାବର୍ ଲାଗି ଆମର୍ ସମଲେଇ ସେନା ପଶ୍ଚିମ୍ ଓଡ଼ିଶାର୍ ଟିକେଟ୍ ଏଛେନ୍ Available ଅଛେ ନେଇ କରି ଅପଣଂକର୍ ସିଟ୍ ବି ଵୁକ୍ କରିଦେଉନ୍ ନୁଆଁଖାଇ ଭେଟଘାଟ୍ କେ enjoye କରବାର୍ ଲାଗି।
#NUAKHAIBHETGHAT2024
#15th--September--2024
(Sunday)
#Utkal mandap Bhubaneswar
#Time--4.00.p.m
#Limited seats Available..
Book U'r Ticket soon..
. 👇🏻
ଆମର୍ ଯୋଗାଯୋଗ୍ ନମ୍ବର୍
👉🏻7978825019
👉🏻8018864665
Regards,.......
#Samleisena paschim Odisha
1 year ago | [YT] | 2
View 0 replies
STAR MUSIC
ପଶ୍ଚିମ୍ ଓଡ଼ିଶାର୍ ଭାବ୍ କେ ନେଇ, ଫେରଥରେ ମନାମା ନୁଆଁଖାଇ
ଗଲା ବଛର୍ ଵାଗିର୍ ଇ ଥର ଵି ନୁଆଁଖାଇ ଭେଟଘାଟ ଗୁଟେ ବଢିଆ ଆରୁ ବଡଖା ଜାଗା ନେ ମନାମା, ଠାନ୍: ଉତ୍କଳ ମଣ୍ଡପ ଭୁବନେଶ୍ୱର ରହେଲା ସମକୁ ନିଉତା , ସେପ୍ଟେମ୍ବର 15 ତାରିଖ୍ (ରଏବାର୍) ସଭେ ଠୋଲ୍ ହେମା ଆରୁ ଧୁମଧାମ୍ ଥି ନୁଆଁଖାଇ ମନାମା ଆର୍ ଭୁବନେଶ୍ୱର୍ କେ ଆମର୍ ବଜାଗଜା ଥି ପୁରା ଦୁଲକେଇ ଦେମା🎊🎉
#nuakhai_venue 2024
#@samlei sena paschim odisha♥️)
1 year ago | [YT] | 6
View 0 replies
STAR MUSIC
Nuakhai Bhet Ghat 2023
#Samleisena
1 year ago | [YT] | 4
View 0 replies
STAR MUSIC
Some pics of Nuakhai Bhet Ghat 2023
Organize by Samlei Sena
1 year ago | [YT] | 3
View 0 replies
STAR MUSIC
#ସବୁ ବଛର୍ ଲେଖେ ଇ ବଛର୍ ବି ସମଲେଇ ସେନା ପାଶ୍ଚିମ୍ ଓଡିଶା ନେଇ କରି ଆସୁଛେ ନିଆରା ଭାଇଚାରାର୍ ମିଲନ୍ ଆମର୍ ନୁଆଁଖାଇ ଭେଟ୍ ଘାଟ୍।
ଆଇବାର କାଏଲ୍ ରକ୍ଷାବନ୍ଧନ୍ ଥି ତାରିଖ୍ ଆର୍ ଠାନ୍ #Official declared କରାଯିବା।
Mob--7978825019,8018864665
#Nuakhai bhetghat --2024
( samlei sena paschim odisha❣️)
1 year ago | [YT] | 10
View 0 replies