Mr. Arun Kumar Tripathy is an academician by profession & a litterateur by choice. He obtained his M.A. (Economics) from Berhampur University, Odisha, M.A. (Public Administration) from IGNOU, New Delhi , M.A. (Sociology, J & MC and English ) from OSOU, Sambalpur and M.Phil in Tribal Studies from Berhampur University, Odisha. His field of research includes tribal culture, particularly their fairs and festival, tribal economy & development. As a social worker he undertakes activities in tribal areas to empower the tribal people & for implementation of corruption free developmental and welfare programmes in tribal areas. A number of research based articles of Shri Tripathy have been published in reputed journals and newspapers.

His book, Tribal Economy in Scheduled Areas :A Micro Study, can be grabbed through Amazon,

www.amazon.in/gp/product/B09376JLF7

Mobile No :+91-9078838627
The channel will guide young inspiring hearts to choose their career & do well in study

CREATIVE WRITING

ଦ୍ୱିତୀୟ #ସ୍ୱନକ୍ଷତ୍ର ଦିବସ ଅବସର ରେ #ପ୍ରଥମ #ଗ୍ରାହକ ଙ୍କୁ ସମ୍ବର୍ଦ୍ଧିତ କଲୁ !
Its the 2nd Birthdy of my first ମାନସ ସନ୍ତାନ Maa Jhankardei Xerox and Season Store!
@MaaJhankardei

1 month ago | [YT] | 2

CREATIVE WRITING

#Admission Alert #CUO #Central_University_of_Odisha #MJMC #JMC
Opportunity to build a bright career in Media & Communication

The Spot Admissions for admission to M.A. in Journalism & Mass Communication at Central University of Odisha will be held on 20. 07.2026 (tentative) at its campus in Koraput.

Eligibility : 45% in any discipline.

Procedure of admission: Document verification followed by written test

Interested candidates may get in touch at:

Email: hod. jmc@cuo.ac. in
Phone: 9938902001
Website: www.cuo.ac.in

About CUO:
A Central University established by an act of Parliament in 2009 under the aegis of the Ministry of Education, Government of India situated in the beautiful Koraput valley, known as the Switzerland of Odisha.

1 month ago | [YT] | 2

CREATIVE WRITING

💠କୋରାପୁଟସ୍ଥିତ @cuokoraput ର ନୂତନ କୁଳପତି ଭାବେ ଡ ଅଜିତ କୁମାର ଶାସନୀଙ୍କୁ ନିଯୁକ୍ତ କରାଯାଇଛି

💠କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହି ବିଜ୍ଞପ୍ତି ଜାରି ହୋଇଛି

💠ବର୍ତ୍ତମାନ ଲକ୍ଷ୍ନୌ CSIR-NBRIର ନିର୍ଦ୍ଦେଶକ ଥିବା ଡ ଶାସନୀ ପାଞ୍ଚ ବର୍ଷ କିମ୍ବା ୭୦ ବର୍ଷ ବୟସ ପୂରଣ ପର୍ଯ୍ୟନ୍ତ ଏହି ପଦରେ ରହିବେ

1 month ago | [YT] | 2

CREATIVE WRITING

#ବ୍ରାହ୍ମଣ ଝିଅ ତଥା ସର୍ବୋପରି #ବ୍ରାହ୍ମଣ ସମାଜ ପ୍ରତି ଘନେଇ ଉଠୁଥିବା ବିପଦ ମାନଙ୍କ ବିଷୟରେ ବହୁତ ଦିନର ଲେଖା ଏହିମାସର #ବେଦାନ୍ତୀ ପତ୍ରିକାରେ ସ୍ଥାନ ପାଇଅଛି । ପତ୍ରିଲା ସମ୍ପାଦକ ଶ୍ରୀଯୁକ୍ତ Aurobindo Mishra ଙ୍କ ଠାରେ କୃତଜ୍ଞତା ଜ୍ଞାପନ କରେ ଏହିଭଳି #ସ୍ପର୍ଶକାତର ତଥା #ସମ୍ବେଦନଶୀଳ ବିଷୟଟିକୁ ଲୋକ ଲୋଚନରେ ଆଣିବାରେ ସହାୟତା କରିଥିବା ହେତୁରୁ ।
#ଜୟ_ଜଗନ୍ନାଥ ଜୟପୁର ସାହିତ୍ୟ ପରିବାର

9 months ago | [YT] | 6

CREATIVE WRITING

ଜୟ ମାଁ ମଙ୍ଗଳା #Kakatpur #MaaMangala

11 months ago | [YT] | 6

CREATIVE WRITING

ଜୟ ମାଁ ମଙ୍ଗଳା

1 year ago | [YT] | 41

CREATIVE WRITING

ଆଜି ପବିତ୍ର ଆଷାଢ ମାସ #ପହିଲିରଜ ଓ ଶୁଭ ଶନିବାର ରେ ମା ବାଟ ମଙ୍ଗଳା ଙ୍କ ଦିବ୍ୟ ବେଶ ଦର୍ଶନ 💐🌺🔱🌹🕉️🙏🏵️🪔🌼🌸🚩💮🪷
14 th june 2025
#ଓଡ଼ିଶା_ର_କଳା_ସଂସ୍କୃତି

1 year ago | [YT] | 26

CREATIVE WRITING

ରାତି ପାହିଲେ ଜ୍ୟେଷ୍ଠ ପୂର୍ଣ୍ଣିମା ।। ମା ଙ୍କର ସର୍ବାଙ୍ଗଚନ୍ଦନ ବେଶ ଅନୁଷ୍ଠିତ ହେବ.. ଦ୍ୱିପହର ଧୂପ ବଢିବା ପରେ ବେଶ ପହୁଡ଼ ପଡ଼ିବ..ସ୍ନାନ ପରେ ସନ୍ଧ୍ୟା ସମୟରେ ମା ଦର୍ଶନ ଦେବେ ସର୍ବାଙ୍ଗଚନ୍ଦନ ଲାଗି ବେଶରେ..ପୂର୍ଣ୍ଣସୋମ ସମାନ ମୁଖମଣ୍ଡଳ, ମସ୍ତକେ ହୀରା,ଲୀଳା ଖଞ୍ଜା ସୁବର୍ଣ୍ଣ ମୁକୁଟ ସହିତ ଧାରଣ କରିବେ ଅର୍ଦ୍ଧଚନ୍ଦ୍ର, ଲଲାଟ ରେ ସିନ୍ଦୁର ଟୋପା, ରକ୍ତିମ ଅଧର, ଗଭାରେ ମଲ୍ଲିକଢ,କର୍ଣ୍ଣ ରେ ତାଟଙ୍କ ଓ କୁଣ୍ଡଳ, ହୃଦୟରେ ସୁବର୍ଣ୍ଣ ପଦକ ସହ ନାନା ଅଳଙ୍କାର ,ପୟରେ ପାଉଁଜି ଅଳତା ଆଦି ସର୍ବାଭରଣ ଭୂଷିତା ହେବେ ଦେବୀ ।। ଚନ୍ଦନ, ଆଗୁର, କସ୍ତୁରୀ, ମଲ୍ଲି, ଚମ୍ପା, କର୍ପୁର ଓ ଅତର ର ସୁଗନ୍ଧରେ ମହକି ଉଠିବ ମା ମଙ୍ଗଳାଙ୍କ ପବିତ୍ର ପୀଠସ୍ଥଳି ।।

ମା ଙ୍କୁ ଦର୍ଶନ କରି ମାତୃକୃପା ଲାଭ କରନ୍ତୁ ..
ମାଆ ମଙ୍ଗଳା ସମସ୍ତଙ୍କର ମଙ୍ଗଳ ବିଧାନ କରନ୍ତୁ 🙏🏻🙏🏻🙏🏻
ଜୟ ମା ମଙ୍ଗଳା 🙏🏻🙏🏻🙏🏻

#eodishaorg #snanayatra2025 #maamangala #sananpurnima #SnanaJatra #kakatpur #puri #SnanaPurnima

1 year ago | [YT] | 25