Bhakti Ghanashyam youtuber

🙏 Hello guys I welcome to my channel ! Please like my video and subscribe my channel and please the belicon for mor video. :-Daily Short👉🏿Dont Forget Like and subscribe 🙏Har har 🔱Mahadev 🙏. 👐🏿Aapko Daily Hamara Mahadev ke status video Millnge, 🙏 Like 👍 Share➡️and👉🏿Subscribe My youtube channel , 🙏 Har har 🔱Mahadev 🙏ॐ Namah Sivay,


Bhakti Ghanashyam youtuber

Tulsi mahima || tulsi puja || pavitra tulsi Tulsi maya ki shakti, janiye 👉🏿👇👇kya hai tulsi,,

1 year ago | [YT] | 0

Bhakti Ghanashyam youtuber

*🎪🛕ଆଜିର ସୁବିଚାର*🛕🎪*
. *🍁🍁🍁🍁🍁🍁🍁🍁🍁🍁🍁*
. **********************************
. *✤• • • • • • ✤ • • • • • • ✤• • • • • • ✤*

*🦋 ବେଳ ଥାଉ ଉପାୟ ନକଲେ,ଜୀବନଟା ଶୂନ୍ଯ ମରୁଭୂମି ପାଲଟି ଯାଏ,କାରଣ ସୁଯୋଗ ଜୀବନରେ ଥରେ ହିଁ ଆସିଥାଏ।*

*🦋 ଯେଉଁ କଥା ରଖି ପାରିବନି,ସେହି କଥା କାହାକୁ ଦିଅ ନାହିଁ,କାହିଁକି ନା ତୁମର ଏହି ମିଛ ପ୍ରତିଶ୍ରୁତି କାହା ଓଠରୁ ସବୁଦିନ ପାଇଁ ହସ ଛଡେଇ ନିଏ।*

*🦋 ପ୍ରଭୁ ସର୍ବଦା ମଙ୍ଗଳ ମୟ ମନେକରି ଜୀବନର ସମସ୍ତ କର୍ମ କରିଚାଲନ୍ତୁ।ଫଳ କାମନା ତ୍ୟାଗ କରି ଇଶ୍ବର ଉପାସନା କରନ୍ତୁ।*

*🦋 ବାସ୍ତବ ଦୁନିଆଁ ସବୁବେଳେ ଅଲଗା ହୋଇଥାଏ ଭାବନା ଦୁନିଆ ଠାରୁ। ସେଥିପାଇଁ ସବୁବେଳେ ବୁଝି ବିଚାରି ନିଷ୍ପତି ନେବା ଦରକାର।*

. *🌞ଶୁଭ ସକାଳ🌞*
. *ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ.!*
. *🙏🏻 🔘ଜୟ ଜଗନ୍ନାଥ🔘🙏🏻*

1 year ago | [YT] | 0

Bhakti Ghanashyam youtuber

ତୁମ ଆଡେ କେତେ ଜୋର ଖରା ହଉଛି ? ତାପମାତ୍ରା କେତେ ଡିଗ୍ରୀ ରହୁଚି

1 year ago | [YT] | 1