ଜୟ ଜଗନ୍ନାଥ 🙏 ନୀଳାଚଳ ନିବସାୟ ନିତ୍ୟାୟ ପରମାତ୍ମନେ, ବଳଭଦ୍ର ସୁଭଦ୍ରାଭ୍ୟାମ୍ ଜଗନ୍ନାଥାୟ ତେ ନମଃ। ଜଗନ୍ନାଥ ସଂସ୍କୃତି YouTube Channel କୁ ଆପଣମାନଙ୍କୁ ସ୍ୱାଗତ। ଏହି Channel ରେ ମହାପ୍ରଭୁ ଜଗନ୍ନାଥଙ୍କ ସମ୍ବନ୍ଧୀୟ ଭିଡିଓ ସହିତ ଓଡ଼ିଆ ପ୍ରାଚୀନ କଳା, ଲୁପ୍ତପ୍ରାୟ ସଂସ୍କୃତି, ପରମ୍ପରା, ଲୋକକଳା, ଜାନିଯାତ୍ରା, ପୂଜାପର୍ବାଣୀ ଓ ବିଭିନ୍ନ ସାଂସ୍କୃତିକ ଏବଂ ପୌରାଣିକ କାର୍ଯ୍ୟକ୍ରମର ଭିଡିଓ ଦେଖିପାରିବେ। ଆମ ଅଞ୍ଚଳର ପରମ୍ପରା ଓ ସଂସ୍କୃତିକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ଆମର ପ୍ରୟାସ। ଆପଣମାନଙ୍କ ଭଲପାଇବା ଓ ସହଯୋଗ ଆମର ପ୍ରେରଣା। Channel କୁ Subscribe କରି ଆମ ସହ ଯୋଡ଼ି ରୁହନ୍ତୁ। ଜୟ ଜଗନ୍ନାଥ। 🙏
Create By- Smrutiranjan pattanayak /Bolgarh, Khordha,Odisha/date - 28.6.2026(ଆଷାଢ଼ ଶୁକ୍ଳ ତୃତୀୟା)
4 April 2026 - 1k Subscribe completed
16 August 2026- 5k Subscribe complete
ଜଗନ୍ନାଥ ସଂସ୍କୃତି
Happy independence day
1 week ago | [YT] | 23
View 0 replies
ଜଗନ୍ନାଥ ସଂସ୍କୃତି
Booking now
3 weeks ago | [YT] | 10
View 0 replies
ଜଗନ୍ନାଥ ସଂସ୍କୃତି
Rath jatra ra Harshika abhinandan
1 month ago | [YT] | 32
View 0 replies
ଜଗନ୍ନାଥ ସଂସ୍କୃତି
Happy deba snana purnima
1 month ago | [YT] | 7
View 0 replies
ଜଗନ୍ନାଥ ସଂସ୍କୃତି
Thank you My all subscribers
1 month ago | [YT] | 8
View 0 replies
ଜଗନ୍ନାଥ ସଂସ୍କୃତି
Happy Raja to all
2 months ago | [YT] | 6
View 0 replies
ଜଗନ୍ନାଥ ସଂସ୍କୃତି
Admission Open।।DIVINE Coaching Centre Bolgarh।।
3 months ago | [YT] | 6
View 1 reply
ଜଗନ୍ନାଥ ସଂସ୍କୃତି
Jay Jagannath।
3 months ago | [YT] | 10
View 0 replies
ଜଗନ୍ନାଥ ସଂସ୍କୃତି
ପବିତ୍ର ଅକ୍ଷୟ ତୃତୀୟ ର ହାର୍ଦ୍ଧକ ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ
4 months ago | [YT] | 15
View 0 replies
ଜଗନ୍ନାଥ ସଂସ୍କୃତି
ଓଡ଼ିଆ ନବବର୍ଷ ର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି।।
4 months ago | [YT] | 10
View 0 replies
Load more