Jitendra jitu vlogs

꧁𓊈𒆜ଜୟ ଜଗନ୍ନାଥ ମୁଁ ଓଡ଼ିଆ ପୁଅ ଆପଣ ❖─────🖤◼️🖤─────❖
➡ 🆆🅴🅻🅲🅾🅼🅴 🆃🅾 🅼🆈 🅿🆁🅾🅵🅸🅻🅴 💖
➡👑 🅳🅴🆂🅸 🅱🅾🆈👑 @Jitendrajituvlogs5848


Jitendra jitu vlogs

🙏🙏🙏🌹🌹🌹

3 weeks ago | [YT] | 2

Jitendra jitu vlogs

Sad sad or not happy
The corn went deaf.
Kind heart for me,
The Lord made the stone.

Conch wheel pile Padmaki,
It's raining cats and dogs.
From time to time, illusion is the attraction,
My limbs are burning. 🙏

O merciful most merciful Srihari, have mercy on us.. Oh Lord, I seek refuge in your holy feet. Hail Sri Lakshminarayan. 🙏 Good wishes of a good morning. 🙏💞🙏
💐💐💐💐💐💐💐💐💐💐

4 weeks ago | [YT] | 0

Jitendra jitu vlogs

ବର୍ଷା ମୋ ସହ କୌଣସି ଶାରୀରିକ ସମ୍ପର୍କ ରଖୁନଥୁଲେ - ଗୁଲୁଆ
#odiavashikaran #mrguluacomedy #guluacomedy #barshaspecal

4 weeks ago | [YT] | 0

Jitendra jitu vlogs

🙏"ଜୟ ଜଗନ୍ନାଥ.....⭕❗⭕

🙏"ଛାଡିଗଲେ ଜୀଵ ହୋଇଯିବ ଶଵ
ଛୁଇଁଵେ ନାହିଁ ଟି କେହି
କାହିଁକିରେ ମନ ଦେଖୁଛୁ ସପନ
ସବୁ ମୋର ମୋର କହି.⭕❗⭕

🙏"ବୁହା ହୋଇ ଯିଵ ଶ୍ମଶାନ ଘାଟକୁ
ଶରୀର ହେବ ପାଉଁଶ
ମଲା ଗଲା ବୋଲି ଦି ଦିନ ବୋବାଳି
ଶୁଦ୍ଧି କ୍ରିୟା କରି ଶେଷ..⭕❗⭕

🙏"ଆସିଥିଲ ଏକା ଚାଲିଯିବ ଏକା
ଦୁନିଆକୁ ପର କରି
ସ୍ଵାର୍ଥୀ ଦୁନିଆର ରଙ୍ଗମଞ୍ଚଟାରେ
କେହି ନୁହନ୍ତି କାହାରି....⭕❗⭕

🙏"ରାତି ଦିନ ଏକ ସଞ୍ଚିତ ଦରଵ
ଯିବ ନାହିଁ ଶେଷ ପଥେ
ଦାନ ପୂଣ୍ୟ ଧର୍ମ ଅର୍ଜିତ କରମ
ସଙ୍ଖାଳି ହୋଇଵ ସାଥେ.⭕❗⭕

🙏"ମନୁଷ୍ୟ ଜନମ ସଂସାର ଵନ୍ଧନ
ସବୁତ ମାୟା ଭିଆଣ
ସତ୍ କର୍ମ କରି ଵିଭୁ ନାମ ସ୍ମରି
ଛାଡି ଯାଅ ପାଦ ଚିହ୍ନ....⭕❗⭕
⭕❗⭕ଜୟ ଶ୍ରୀ ଜଗନ୍ନାଥ 🙏🏻⭕❗⭕
#ysviralpost2025シ #Jitendrajituvlogs5848#nonfollowersviewersfollowersシ゚viralfollowersシ゚ #youtubepost2025シ #facebookpostシ #1millionviews #youtubes #goodmorning @highlight

1 month ago | [YT] | 1

Jitendra jitu vlogs

good evening ❤️💖🧡

1 month ago | [YT] | 0