UTKAL BROADCAST News is the leading digital news platform in Odisha brings the latest update and insights in politics, business, health, education, technology, sports etc... in Odisha, India and around the World. Stay ahead with the breaking updates with UTKAL BROADCAST NEWS !
Get Touch With Us!
Like us in Facebook- www.facebook.com/ubcnewsodia
Follow us in Instagram: https- www.instagram.com/ubcnewsodia/
Follow us in Twitter- twitter.com/ubcnewsodia
UBC News Odia
କେନ୍ଦ୍ରୀୟ ବଜେଟ ୨୦୨୬-୨୭ରେ କଣ ହେଲା ଶସ୍ତା ଓ ମହଙ୍ଗା
5 days ago (edited) | [YT] | 13
View 0 replies
UBC News Odia
#ବଜେଟ୍ ୨୦୨୬..
#ବଜେଟକୁ ନେଇ କଣ ରହିଛି ଆପଣଙ୍କ ଆଶା?
#ଚଳିତ ବଜେଟରେ କାହାକୁ ଫୋକସ କରିବେ ସରକାର ?
# ଟିକସ ରିହାତି, କୃଷି ଓ ଶିଳ୍ପ କ୍ଷେତ୍ର ପାଇଁ ହେବ କି ବଡ଼ ଘୋଷଣା ?
6 days ago | [YT] | 0
View 0 replies
UBC News Odia
# ଓଡ଼ିଶାରେ ପ୍ରତିଦିନ ଘଟୁଛି ଦୁର୍ଘଟଣା, ଦାୟୀ କିଏ ?
# ଜାତୀୟ ରାଜପଥ ହେଉ ବା ଗାଁ ରାସ୍ତା
# ସବୁଠି ସବୁଦିନ ଘଟୁଛି ସଡ଼କ ଦୁର୍ଘଟଣା
# ଦ୍ରୁତ ଗତି, ବେପରୁଆ ଗାଡ଼ିଚାଳନା ସାଜୁଛି କି କାରଣ
1 month ago | [YT] | 2
View 1 reply
UBC News Odia
# ନୂଆବର୍ଷରେ ଭକ୍ତଙ୍କୁ ମିଳିବ ସାଇଙ୍କ କରୁଣା..
# ଲକ୍ଷ୍ମୀସାଗର ମେଳନ ପଡ଼ିଆରେ ୧୬ତମ ସାଇ ଭଜନ ସନ୍ଧ୍ୟା
# ବର୍ଷର ପ୍ରଥମ ଗୁରୁବାରରେ K1 ଏଣ୍ଟରଟେନମେଣ୍ଟର ଭଜନ ସନ୍ଧ୍ୟା
# ସନ୍ଧ୍ୟା ୫ଟା ୧୫ରେ ବାବାଙ୍କ ଆଳତୀ
# ସନ୍ଧ୍ୟା ୬ଟାରୁ ଭଜନ ସମାରୋହ
1 month ago | [YT] | 11
View 0 replies
UBC News Odia
# ଘରେ ଘରେ ଏବେ ଥଣ୍ଡା, ଜ୍ୱର
# ଛୁଆଠୁ ବୁଢ଼ା ସମସ୍ତଙ୍କଠାରେ କାଶ, କଫର ଲକ୍ଷଣ
# ଶୀତଦିନେ କେମିତି ନେବେ ନିଜର ଯତ୍ନ ?
# କଣ କହୁଛନ୍ତି ଡ଼ାକ୍ତର ଶ୍ରୀକାନ୍ତ ଧର..
# ଦେଖନ୍ତୁ ହେଲଥ୍ ଟକ୍ ଆଜି ରାତି ୮ଟାରେ..
1 month ago | [YT] | 5
View 0 replies
UBC News Odia
# ବାରବାଟୀରେ T-20 ମୁକାବିଲା
# ଟସ୍ ଜିତି ଦକ୍ଷିଣ ଆଫ୍ରିକାର ବୋଲିଂ ନିଷ୍ପତ୍ତି
# ପ୍ରଥମେ ବ୍ୟାଟିଂ କରିବ ଭାରତ
1 month ago (edited) | [YT] | 1
View 0 replies
UBC News Odia
କାଲି ବାରବାଟୀରେ ଟି-ଟ୍ୱେଣ୍ଟି ମ୍ୟାଚ୍
ଭୁବନେଶ୍ୱରରେ ଉଭୟ ଟିମର ଖେଳାଳି
ଅଟୋରେ ବସି ବୁଲିଲେ ସାଉଥ୍ ଆଫ୍ରିକା ଖେଳାଳି..
ଭୁବନେଶ୍ୱରରେ ଅଟୋରେ ବୁଲୁଛନ୍ତି ନାନ୍ଦ୍ରେ ବର୍ଗର..
1 month ago | [YT] | 9
View 0 replies
UBC News Odia
ସ୍ୱାସ୍ଥ୍ୟ, ସମସ୍ୟା ଓ ସମାଧାନ.. ହେଲଥ୍ ଟକ୍ | ଖୁବଶୀଘ୍ର ଆସୁଛି | @UBCNewsOdia
1 month ago | [YT] | 0
View 0 replies
UBC News Odia
# ୨୩ ତମ ଶିଖର ସମ୍ମିଳନୀ
-ମୋଦି ଓ ପୁଟିନଙ୍କ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ
- ଦ୍ୱିପାକ୍ଷିକ ଆଲୋଚନା ପରେ ମୋଦି ପୁଟିନଙ୍କ ପ୍ରେସ ମିଟ୍
- ମିଳିତ ପ୍ରେସମିଟରେ ପୁଟିନଙ୍କ ମିତ୍ରତା କଥା କହିଲେ ମୋଦି
- ଭାରତ-ଋଷିଆ ସଂପର୍କ ଧୃବ ତାରା ସଦୃଶ
- ଆର୍ଥିକ ସହଭାଗିତା ନେଇ ହୋଇଛି ସହମତି
2 months ago (edited) | [YT] | 7
View 0 replies
UBC News Odia
ରାଷ୍ଟ୍ରପତି ନିଜେ ଛିଡା ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବସି ରହିବା କଣ ବାର୍ତ୍ତା ଦେଉଛି ?
#UBCNewsOdia #DroupadiMurmu #NaveenPatnaik #MohanMajhi
2 months ago | [YT] | 17
View 6 replies
Load more