Namaskar
From - Jagannath Tatwa Youtube Chanel
To - Jagannath Tatwa viwers
#jagannathtatwa


Jagannath Tatwa

ମାଣବସା ଗୁରୁବାରର ଦିବ୍ୟ ପ୍ରଭାରେ ମାଆ ଲକ୍ଷ୍ମୀ ଘରେ ଶୁଭ
ଧନ୍ୟତା ଆଣୁଛୁ, ଏବଂ ନୀଳାଚଳର ପ୍ରଭୁ ଜଗନ୍ନାଥଙ୍କ ଦୟା ସବୁଘରେ ଶାନ୍ତି ଓ ମଙ୍ଗଳ ଭରିଦେଉ।

ମାଣବସା ଗୁରୁବାର ଓଷା (ମାଣବସା ଓ ମାଣ ଓଷା ନାମରେ ମଧ୍ୟ ଜଣା) ଓଡ଼ିଶାରେ ପାଳିତ ଏକ କୃଷିଭିତ୍ତିକ ପର୍ବ । ଏହି ପର୍ବରେ ମହାଲକ୍ଷ୍ମୀଙ୍କୁ ଗୃହରେ ଧନଧାନ୍ୟ ବୃଦ୍ଧି ନିମନ୍ତେ ମଧ୍ଯ ପୂଜା କରାଯାଏ । ମାର୍ଗଶିର ମାସରେ ଓଡ଼ିଆ ନାରୀମାନେ ଏହି ଓଷା ପାଳନ କରିଥାନ୍ତି । ଏହି ପୂଜା ଅନ୍ୟ ଦେଶ ଓ ରାଜ୍ୟମାନଙ୍କରେ ପ୍ରଚଳନ ନାହିଁ । ମାଣବସା ଓଷାକୁ ଲକ୍ଷ୍ମୀପୂଜା ମଧ୍ୟ କୁହାଯାଏ । ଏହି ଓଷାକୁ ଓଡ଼ିଶାର ସମସ୍ତ ଜାତିର ଲୋକେ ପାଳନ କରିଥାନ୍ତି । ଏହି ସମୟରେ ଧନଧାନ୍ୟ, ବାତ୍ସଲ୍ୟ ଓ ଦୟାକ୍ଷମାର ପ୍ରତିମୂର୍ତ୍ତି ରୂପେ ଲକ୍ଷ୍ମୀଙ୍କୁ କଳ୍ପନା କରାଯାଇ ଘରର ଶ୍ରୀ, ସମୃଦ୍ଧି,ପରିଷ୍କାର-ପରିଚ୍ଛନ୍ନତା ଆଦି ପ୍ରତି ଦୃଷ୍ଟି ଦିଆଯାଇଥାଏ । ମାର୍ଗଶିର ମାସରେ ପୂଜା ଘରେ ଧାନ ମେଣ୍ଟା ବା "ଧାନବେଣୀ"ରେ ସଜାଯାଇଥାଏ । ଧାନକେଣ୍ଡାକୁ ଗୁନ୍ଥି ଏହି ମେଣ୍ଟା ବା ବେଣୀ ତିଆରି କରାଯାଏ ।

#ManabasaGurubara #Manabasa #Gurubara #Margashirsa #OdiaFestival 
#OdishaCulture #OdiaTradition #JhotiChita #LakshmiPuja #FestivalVibes 
#Jagannath #LordJagannath #JaiJagannath #PuriJagannath #JagannathBhakti 
#Faith #Devotion #IndianFestivals #Spiritual #Divine 

1 month ago | [YT] | 12

Jagannath Tatwa

When Maa Durga’s blessings fill our hearts, darkness fades and light wins again. 🌺
This Dussehra & Durga Puja, let’s celebrate the victory of good over evil with devotion and joy.
🙏 Jai Maa Durga • Jai Shree Ram 🙏

#durgapuja2025 #dussehra2025 #durgapujainodisha #bhubaneswardurgapuja #odishadurgapuja #maadurga #vijayadashami #happydussehra #navratri2025 #durgapujavibes #durgapujadiaries #goodoverevil #indianfestival #festivevibes #pujolook

3 months ago | [YT] | 10

Jagannath Tatwa

୨୦୨୫-୨୬ ବର୍ଷର ଶ୍ରୀମନ୍ଦିରର ପର୍ବପର୍ବାଣି ଓ ଯାନିଯାତ୍ରା
2025-26 Festival Calendar of Shree Jagannath Temple, Puri
Click the image for full screen Views

#jagannath#jagannathpuri#pujavidhi#jayjagannath#jagannathpuri#jagannathdham#jagannathswami#jagannathtemple#jagannathdhampuri#jagannath#srijagannath

5 months ago | [YT] | 21

Jagannath Tatwa

Maryada Pursotam Ram Chandra ki Jay Pawansut Hanuman ki Jay
#hanuman#ram#hanumanjayanti#jaysriam
#jagannathtatwa #jagannathtatwahindi

9 months ago | [YT] | 33

Jagannath Tatwa

ପବିତ୍ର ମହାଶିବରାତ୍ରୀ ଉପଲକ୍ଷେ ସମସ୍ତ ଙ୍କୁ ହାର୍ଷିକ ଅଭିନନ୍ଦନ ଓ ଶୁଭକାମନା
|| ଶୁଭ ମହାଶିବରାତ୍ରି ||
Best Wishes of Mahasivaratri 2025
#jagannathtatwa#jagannathtatwahindi#mahadev #shiva #mahasivaratri #jagar #ekamra #khetra#mahakal #harharmahadev #bholenath #shiv #hindu#lingarajtemple #lingaraj#Mahaprabhu#bhubaneswar#omnamahshivaya#lordshiva#hinduism#bhole#om#bholebaba#ujjain#mahakaleshwar #shivshakti#mahadeva #krishna #god #shivshankar #jaimahakal

10 months ago | [YT] | 16

Jagannath Tatwa

ନମସ୍ତେଽସ୍ତୁ ମହାମାୟେ ଶ୍ରୀପୀଠେ ସୁରପୂଜିତେ ।
ଶଂଖଚକ୍ର ଗଦାହସ୍ତେ ମହାଲକ୍ଷ୍ମୀ ନମୋଽସ୍ତୁ ତେ || 1 ||
ନମସ୍ତେ ଗରୁଡାରୂଢେ କୋଲାସୁର ଭୟଂକରି ।
ସର୍ବପାପହରେ ଦେଵି ମହାଲକ୍ଷ୍ମୀ ନମୋଽସ୍ତୁ ତେ || 2 ||
ସର୍ବଜ୍ଞେ ସର୍ବଵରଦେ ସର୍ବ ଦୁଷ୍ଟ ଭୟଂକରି ।
ସର୍ବଦୁଃଖ ହରେ ଦେଵି ମହାଲକ୍ଷ୍ମୀ ନମୋଽସ୍ତୁ ତେ || 3 ||
ସିଦ୍ଧି ବୁଦ୍ଧି ପ୍ରଦେ ଦେଵି ଭୁକ୍ତି ମୁକ୍ତି ପ୍ରଦାୟିନି ।
ମଂତ୍ର ମୂର୍ତେ ସଦା ଦେଵି ମହାଲକ୍ଷ୍ମୀ ନମୋଽସ୍ତୁ ତେ || 4 ||
ପବିତ୍ର ମାଣବସା ଗୁରୁବାର ର ଅନେକ ଅନେକ ଶୁଭେଚ୍ଛା
#JayJagannath#manabasagurubar#laxmipuja#mahalaxmi#mahalaxmi_katha#jagannathtatwa
Happy Manabasa Gurubar
May Maa Mahalakshmi visit the universe and Fill everyone's life with wealth, bread, happiness and prosperity.
Jay Maa Mahalakshmi Jay Jagannath
#jayjagannath#jagannathpuri#jagannathdham#jagannathswami#jagannathtemple#jagannathdhampuri#jagannath#srijagannath

1 year ago | [YT] | 11

Jagannath Tatwa

Rath yatra Puja vidhi at home In Hindi
New Video In You Tube Channel Jagannath Tatwa Hindi I hope you like it and share it

#Hindi#RathYatra#RathYatraPuja
#rathyatra#rathyatrapujavidhi#jagannathtatwa#jagannathtatwahindi

1 year ago | [YT] | 6