CHRISTIAN SONG CHANNEL

Wherever He guides He provides


CHRISTIAN SONG CHANNEL

ଯୀଶୁ ତାହାଙ୍କୁ କହିଲେ, “ମୁଁ ପଥ, ସତ୍ୟ ଓ ଜୀବନ; ମୋʼ ଦେଇ ନ ଗଲେ କେହି ପିତାଙ୍କ ନିକଟକୁ ଯାଏ ନାହିଁ।
Jesus saith unto him, I am the way, the truth, and the life: no man cometh unto the Father, but by me.
John 14:6

1 year ago | [YT] | 6

CHRISTIAN SONG CHANNEL

କେବେ ଫେରିବୁ ତୁ.........

2 years ago | [YT] | 2

CHRISTIAN SONG CHANNEL

Best Songs Of Amit Pani ‪@christiansongchannel34‬

2 years ago | [YT] | 3

CHRISTIAN SONG CHANNEL

ହେରୋଦଙ୍କ ରାଜତ୍ୱ ସମୟରେ ଇହୁଦା ପ୍ରଦେଶର ବେଥ୍ଲେହିମ ସହରରେ ଯୀଶୁ ଜନ୍ମ ଗ୍ରହଣ କଲେ। ଏହାର ଅଳ୍ପ ସମୟ ପରେ ପୂର୍ବ ଦେଶରେ କେତେଜଣ ଜ୍ୟୋତିର୍ବିଦ ଯିରୂଶାଲମକୁ ଆସି ପଚାରିଲେ, ସେମାନେ ସେହି ଗୃହ ଭିତରେ ପ୍ରବେଶ କଲେ ଏବଂ ଶିଶୁକୁ ମାତା ମରିୟଙ୍କ କୋଳରେ ଦେଖି ଜାନୁପାତପୂର୍ବକ ତାଙ୍କୁ ଆରାଧନା କଲେ ଓ ସଙ୍ଗରେ ଆଣିଥିବା ସୁବର୍ଣ୍ଣ, କୁନ୍ଦୁରୁ ଓ ସୁଗନ୍ଧ ରସ ବାହାର କରି ତାଙ୍କୁ ଉପହାର ଦେଲେ।
ମାଥିଉଲିଖିତ ସୁସମାଚାର 2:1‭, ‬11

3 years ago | [YT] | 6

CHRISTIAN SONG CHANNEL

Matthew 7:7

3 years ago | [YT] | 6

CHRISTIAN SONG CHANNEL

Luke 6:27-28

3 years ago | [YT] | 6

CHRISTIAN SONG CHANNEL

You confess your sins and give yourself to God.

ତୁମେ ନିଜ ପାପ ସ୍ୱୀକାର କର ଏବଂ ନିଜକୁ ପ୍ରଭୂଙ୍କ ନିକଟରେ ସମର୍ପଣ କର |

3 years ago | [YT] | 5

CHRISTIAN SONG CHANNEL

Exodus 15:26

3 years ago | [YT] | 6

CHRISTIAN SONG CHANNEL

କିନ୍ତୁ ତୁମ୍ଭେମାନେ ପ୍ରଥମରେ ତାହାଙ୍କ ରାଜ୍ୟ ଓ ଧାର୍ମିକତା ଅନ୍ଵେଷଣ କର, ଆଉ ଏହିସମସ୍ତ ବିଷୟ ମଧ୍ୟ ତୁମ୍ଭମାନଙ୍କୁ ଦିଆଯିବ।
ମାଥିଉ 6:33

3 years ago | [YT] | 7