Siba Prasad Pradhan

Siba Prasad Pradhan

ମଣି ମଣ୍ଡପେ ମା ବସିଛି

2 months ago | [YT] | 0

Siba Prasad Pradhan

ମୋ ମନର ସରକାର

3 months ago | [YT] | 0

Siba Prasad Pradhan

ଧୋ ରେ ବାଇଆ ଧୋ

www.facebook.com/share/v/1PM4N9qNdv/

1 year ago | [YT] | 2

Siba Prasad Pradhan

#Durga_Puja_Offer
Ganesh mobile store
9583194444

1 year ago | [YT] | 4

Siba Prasad Pradhan

Viral Nataka Edit Hela

1 year ago | [YT] | 0

Siba Prasad Pradhan

*👉ଶ୍ରୀରାମଙ୍କର ଏହି ମନ୍ତ୍ର ଜପିବା ଦ୍ୱାରା ଦୁର ହୋଇଥାଏ ସମସ୍ତ ସଂକଟ👇*

*ଚୈତ୍ର ନବରାତ୍ରୀର ନବମ ଦିନକୁ ନବମି ତିଥି କୁହାଯାଏ । ଧାର୍ମିକ ଏବଂ ପୌରାଣିକ କାହାଣୀ ଅନୁଯାୟୀ ଭଗବାନ ଶ୍ରୀରାମ ଏହି ଶୁଭ ଦିନରେ ଜନ୍ମଗ୍ରହଣ କରିଥିଲେ । ଏହି ବର୍ଷ, ଏହି ଦିନ ୧୦ ଏପ୍ରିଲ ଦିନ ପାଳନ କରାଯିବ । ଏହି ଦିନ ଭଗବାନ ଶ୍ରୀ ରାମଙ୍କୁ ପୂଜା କରିବା ଦ୍ୱାରା ଅତ୍ୟନ୍ତ ଶୁଭ ହୋଇଥାଏ । ଏହା ସହିତ, କିଛି ବିଶେଷ ମନ୍ତ୍ର ଜପ କରିବା ଦ୍ୱାରା ଜୀବନର ସମସ୍ୟା ଦୂର ହୋଇ ଘରେ ସୁଖର ଆଗମନ ହୋଇଥାଏ । ତେବେ ଚାଲନ୍ତୁ ଜାଣିବା କ’ଣ ରହିଛି ସେହି ବିଶେଷ ମନ୍ତ୍ର …*

*‘ରାମ’ :*

*କୁହାଯାଏ ଯେ ରାମ ନାମ ହେଉଛି ସବୁଠାରୁ ବଡ଼ ଏବଂ କଲ୍ୟାଣକାରୀ ମନ୍ତ୍ର । ତେଣୁ, ପ୍ରତିଦିନ ରାମଙ୍କ ନାମ ଜପ କରିବା ଦ୍ୱାରା ଜୀବନର ଅସୁବିଧା ଦୂର ହୋଇଥାଏ । ତେଣୁ ରାମନବମୀ ଶୁଭ ଦିନରେ, ନିଜର ଇଚ୍ଛା ଅନୁଯାୟୀ କିଛି ସମୟ ପାଇଁ ରାମ ନାମ ଜପ କରନ୍ତୁ ।*

*‘ଓଁ ଜାନକୀ ବଲ୍ଲଭାୟ ସ୍ୱାହା’ :*

*ରାମ ନବମୀ ଶୁଭ ଦିନରେ ଏହି ମନ୍ତ୍ରକୁ ନିଶ୍ଚିତ ଭାବରେ ଜପ କରନ୍ତୁ । ଏହି ମନ୍ତ୍ରକୁ ଜପ କରିବା ଦ୍ୱାରା ପ୍ରଭୁ ଶ୍ରୀରାମ ଏବଂ ଦେବୀ ସୀତାଙ୍କର ଆର୍ଶୀବାଦ ମିଳିଥାଏ ।*

*‘ଓଁ ରାଂ ରାମାୟ ନମଃ’ :*

*ରାମ ନବମୀ ବିଶେଷ ଅବସରରେ ଏହି ମନ୍ତ୍ରକୁ ପବିତ୍ର ମନରେ ଜପ କରନ୍ତୁ । ଏହା ଦ୍ୱାରା ଜୀବନର ସଂକଟ ଦୁର ହୋଇଥାଏ ।*

*‘ଓଁ ରାମଭଦ୍ରାୟ ନମଃ’ :*

*ଭଗବାନ ରାମଙ୍କର ଏହି ଶକ୍ତିଶାଳୀ ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ । ଏହା ଦ୍ୱାରା ଜୀବନ ଏବଂ କାର୍ଯ୍ୟରେ ଆସୁଥିବା ସମସ୍ୟା ଦୁର ହୋଇଥାଏ । ଏଥିସହିତ ଶ୍ରୀ ରାମଙ୍କର ଅସୀମ କୃପା ମିଳିଥାଏ ।*

*‘ଓଁ ରାମଚନ୍ଦ୍ରାୟ ନମଃ’ :*

*ପ୍ରଭୁ ଶ୍ରୀରାମଙ୍କର ଏହି ମନ୍ତ୍ରକୁ ଜପିବା ଦ୍ୱାରା ଘରେ ସୁଖ-ଶାନ୍ତି ଏବଂ ସମୃଦ୍ଧି ବଢିଥାଏ । ଘର ଏବଂ ପରିବାର ଉପରେ ପ୍ରଭୁଙ୍କର ଅସିମ କୃପା ରହିଥାଏ*

2 years ago | [YT] | 2

Siba Prasad Pradhan

ଶିବ ବିବାହ

3 years ago | [YT] | 0

Siba Prasad Pradhan

Best Episode in Utkal Cartoon World

3 years ago | [YT] | 0

Siba Prasad Pradhan

R.I.P

3 years ago | [YT] | 0