Hii guys welcome back to my channel..... I hope people like ♥️ my vlogs and my life style..... Hlw everyone my name kitu . I am a Indian youtuber. Blogger. I upload my random dally routine, cooking, share middle class life style. I hope that like my video. Pls support me thank you guys 🙏🙏💕❣️❤️
Contact me
For any business inquiries 👇👇👇👇👇👇
Wow Kitu Vlogs 2M
Which year is coming?🤔
2 days ago | [YT] | 4
View 1 reply
Wow Kitu Vlogs 2M
Happy kartikapurnima 🙏♥️😍 #video #short #new
1 month ago | [YT] | 8
View 1 reply
Wow Kitu Vlogs 2M
Radha ପାଦ ଦର୍ଶନ 😍🙏
1 month ago | [YT] | 6
View 1 reply
Wow Kitu Vlogs 2M
🙏❤️🙏
🌹🌹
*🤓 ଲିଭି ଲିଭି ଯାଉଛି 🤓*
ଧରମ ବନ୍ଧୁ,
ସିନ୍ଦୂର ବିନ୍ଦୁ
ପଖିଆ କାନ୍ଧୁ,
ନୈଷ୍ଠିକ ହିନ୍ଦୁ
କମାର ଶାଳ,
ହଳ ଲଙ୍ଗଳ
ଲାଉର ଥାଳ,
କଉଡ଼ି ଖେଳ
ଧାନ ବେଙ୍ଗଳା,
ଅମଳ ଖଳା
ତେଲର ପଳା,
କୂଅ ଉଝୁଳା
ପାଦେ ଅଳତା,
ରିବନ ଫିତା
ବରଡା ଛତା,
ମଞ୍ଜା ରାଇତା
ବରଡା ଚଟ,
ଗୁରୁଜୀ ଛାଟ
ଖଡ଼ି ସିଲଟ,
ଝିଅଙ୍କ ଜଟ
ମାଆ ପଣତ,
କଙ୍କଣ ହାତ
କେନ୍ଦରା ଗୀତ,
ନାଉରୀ କାତ
ଢ଼ିଙ୍କି ପାହାର,
ପାଲିଙ୍କି ବର
ଡାଆଣୀ ଡର,
ଭୂତ ନଜର
କଲମ କାଳି,
ଘର ଛୁଆଳି
ଗାୟକ ଅଳି,
ଚନ୍ଦନ ଥାଳି
କାଠ କଠଉ,
ଚୁଲି ପିଠଉ
ଲେଖା ଚିଟଉ,
ପକ୍ଷୀ ଜଟାୟୁ
ଚିଲ ଶାଗୁଣା,
କାନ୍ଥରେ ଠଣା
ଖୋଲୁଅ ଘଣା,
କାନ୍ଥ ଆଲଣା
ବିବାହ ଝୋଟି,
ପିଲାଙ୍କ ଖଟି
ପଲମ ରୁଟି,
ରିବନ ଚୁଟି
କୂଅର ପାଣି,
ବୋହୁ ଓଢ଼ଣୀ
ପର୍ବ ପର୍ବାଣୀ,
ଗାଈ ତୋରାଣି
ଶଗଡ଼ ଗାଡି,
ଗୁଣି ଗାରେଡ଼ି
ପାରାଙ୍କ ଭାଡ଼ି,
ବଇଦ ନାଡ଼ି
କୃଷି ଦର୍ଶନ,
ରେଡ଼ିଓ ଗାନ
ଖଣିରେ ଧାନ,
କୁଣିଆ ପାନ
ଗୋବର ପାଣି,
ଆଈ କାହାଣୀ
ମାଟି ଘୋଡଣୀ,
ମାଠିଆ ପାଣି
ହାତ ବିଞ୍ଚଣା,
ବାହା କାନ୍ଦଣା
ହେଁସ ମଶିଣା,
ସିକା ଚାରଣା
ସଞ୍ଜ ଗୋଧୂଳି,
ପିଠା ଚକୁଳି
ରଜର ଦୋଳି,
ଦେବତା ବଳି
ଚୁଲିରେ ଜାଳ,
ଫୁଙ୍କିଲା ନଳ
ହାଣ୍ଡି ପଖାଳ,
ଢିଙ୍କି ଚାଉଳ
ଚଟ ଆସନ,
ଅର୍କର ପାନ
ସାଧୁ ସମ୍ମାନ,
ଭିକ୍ଷୁଙ୍କୁ ଦାନ
ଶିକାରେ ଦହି,
ଲଙ୍ଗଳ ମହି
ପୁରାଣ ବହି,
ଉଖୁଡା ଖଇ
ବତି ଲଣ୍ଠନ,
ବଟୁଆ ପାନ
ପୋଇ ମଥାନ,
ଅମାର ଧାନ
ପତର ପୋଥି,
ମଙ୍ଗଳ ତିଥି
ବନ୍ଧୁ ଅତିଥି,
ଦୁଃଖର ସାଥୀ
ଶିଳ ବାଟଣ,
ଛାଇଵା ଛଣ
ପଡୋଶୀ ତୁଣ,
ମାପ ମହଣ
ବୁଢ଼ା ଶଙ୍ଖାରୀ,
କାହାଣୀ ପରୀ
ପୂଜା ବାଛୁରୀ,
ସହିଷ୍ନୁ ନାରୀ
ଲୁଣ କାଠୁଆ,
ମାଟି ମାଠିଆ
ନାଲି ଚା ମଜା,
ଚାଉଳ ଭଜା
ପାଚିଲା କେନ୍ଦୁ,
ରହୁଛି ବନ୍ଧୁ
ବି ଦ୍ର --
*ଲେଖକଙ୍କ ନାମ ଜଣା ନାହିଁ* । ଲେଖାଟି ମୋର ବି ନୁହେଁ । ତେବେ ଉପରୋକ୍ତ ତଥ୍ୟମାନ ଆମେ 60 ବା 70 ଦଶକ ପୂର୍ବରୁ ଜନ୍ମିତ ବ୍ୟକ୍ତି ମାନଙ୍କ ଅଳ୍ପେ ବହୁତେ ନିଶ୍ଚିତ ମନେଥିବ । ଭବିଷ୍ୟତରେ ଆମର ଉତ୍ତର ପୁରୁଷ ମାନଙ୍କୁ ଏ ଗୁଡ଼ିକ ଚିଡ଼ିଆ ଘରେ ସାଇତାହୋଇ ରହିଥିବା ଦ୍ରବ୍ୟଭଳି ଲାଗିବ । ଆମେ ଏମିତି ସନ୍ଧିକ୍ଷଣରେ ଜନ୍ମିତ ଭାଗ୍ୟବାନ ବ୍ୟକ୍ତି ଯେ କି ପ୍ରାଚୀନକୁ ଦେଖିଛେ ଆଧୁନିକତାକୁ ଆପଣେଇଛେ ଉଗ୍ର ଆଧୁନିକତା ମଧ୍ୟରେ ସନ୍ତୁଳିତ ହୋଇ ଚାଲିଛେ । ଆମେ ଧାନ ବେଙ୍ଗଳା ପଛରେ ବୁଲିଛେ , ଢିଙ୍କିକୁଟା ଚାଉଳ ଖାଇଛେ , ଶିଳବଟା ବେସର ଖାଇଛେ , ପିତଳ ହଣ୍ଡାରେ ରନ୍ଧା ଖେଚୁଡ଼ି ଓ
ଗୁଡ଼ଦିଆ ଆମ୍ବିଳ ଓ ମହୁର ଭୋଜିମାନଙ୍କରେ ଖାଇଛେ ।
ଆଉ ଏଇନେ ଖାଉଚ୍ଛେ ମଧ୍ୟ ଜମାଟୋ ରୁ ମଗା ହୋଇ ଆସିଥିବା ପିଜା , ବର୍ଗର , ସ୍ୟାଣ୍ଡଉଇଚ , ଇତ୍ୟାଦି କେତେ କଣ ଯାହାର ନାମ ଆମକୁ ଜଣା ନାହିଁ କିନ୍ତୁ ଆମ ଛୁଆଙ୍କ ଛୁଆମାନେ ତା ଉପରେ ପଟୁ । ସେ ଯାହାହେଉ ଉପରୋକ୍ତ ତଥ୍ୟ ମାନ ପଢ଼ିବା ଦ୍ଵାରା ଆମକୁ ସେଇ ପିଲାଦିନକୁ ନେଇ ଯାଇଛି । ବୋଉର ଧାନ କୁଟା , ଖୁଡି ଜେଠେଇଙ୍କ ମାଣ୍ଡିଆ ଘୋରା , ବୁଢୀମା ଅଣ୍ଟାରେ ଖୋଷିଥିବା କରାଟ ଭିତରେ ଥିବା ଚାରଣି ଆଠଣି ର ଝମ ଝମ ଶବ୍ଦ , ଦାଣ୍ଡରେ ବିଶାବାଡି ଧରି ଚାଷୀ ଭାଇ ମାନଙ୍କ ପରିବା ବିକା ।ଘରେ ପଇସା ନଥିଲେ ଧାନ,ଚାଉଳ,ମୁଗ , ବିରି ଆଦି ଦୋକାନରେ ବଦଳାଇ ସଉଦା ଆଣିବା । ତା ବି ପ୍ରତିଦିନ । ଏହି ଘଟଣା ସ୍ମରଣ ଆମକୁ ଆମର ଛୋଟପଣର ବା ଦାରିଦ୍ର୍ୟତା ପରିପ୍ରକାଶ ନୁହେଁ ବରଂ ହଜି ହଜି ଯାଉଥିବା ତତ୍କାଳୀନ ସଙ୍ଘର୍ଷମୟ ସାମାଜିକ ବ୍ୟବସ୍ଥାର ସ୍ମୃତିଚାରଣ ମାତ୍ର । ପରିଶେଷରେ ସଂଗ୍ରାହକ ହୁଅନ୍ତୁ ବା ଲେଖକ ସେହି ମହାଶୟଙ୍କୁ ପୁରୁଣା ସ୍ମୃତି ଚେତନା ପାଇଁ ଅଶେଷ ଧନ୍ୟବାଦ ସହ ସମସ୍ତ ଙ୍କ ମଙ୍ଗଳ କାମନା କରି ରହୁଛି ।
🙏🙏
2 months ago | [YT] | 4
View 1 reply
Wow Kitu Vlogs 2M
Radhe Radhe 🥰👌🙏
2 months ago | [YT] | 11
View 1 reply
Wow Kitu Vlogs 2M
Army like here 👇👍😎😎
2 months ago | [YT] | 7
View 2 replies
Wow Kitu Vlogs 2M
Happy dusshera to you and your family member 🙏🌺🌺
2 months ago | [YT] | 17
View 1 reply
Wow Kitu Vlogs 2M
Jai Jagannatha 🙏
3 months ago | [YT] | 7
View 0 replies
Wow Kitu Vlogs 2M
Radhe Radhe ❤️🙏🏻🤗
3 months ago | [YT] | 13
View 3 replies
Wow Kitu Vlogs 2M
Ghibli Art😍❤️
8 months ago | [YT] | 6
View 1 reply
Load more