Welcome to Bikash Review Channel, your ultimate gateway to the movie magic!

Our mission is to enhance your cinema watching experience. We bring you engaging reviews, captivating discussions, and insightful analyses of the latest films and Webseries of Different Languages.

Join us as we explore performances, storytelling, and the cultural richness of Odia cinema as well as Indian Cinema. Whether you're a casual viewer or a die-hard fan, Bikash Review is your destination for honest opinions and lively discussions about the movies you love.

Subscribe for fresh content, movie recommendations, and a deeper appreciation of our cinematic heritage.

For business inquiries, please reach out to us at: bikashtubu@gmail.com



Bikash Review

ଭାଇ ମାନେ କିଛି ଦିନ ହେବ ମୋ youtube videos କୁ ଆପଣ ମାନେ ପୂର୍ବ ଭଳିଆ ଭଲ ପାଇବା ଦଉ ନାହାନ୍ତି। ଯଦି ମୋ ତରଫ ରୁ କିଛି ଭୁଲ ହେବାର ଆପଣ ମାନେ ଅନୁଭବ କରୁଛନ୍ତି ତାହାଲେ comment section ରେ ଜଣାନ୍ତୁ। ଆଉ ଗୋଟେ ଅଭିଯୋଗ, video କୁ ଯୋଉ ମାନେ ଦେଖୁଛନ୍ତି channel କୁ subscribe କରୁନାହାନ୍ତି। ଆପଣ ମାନେ subscribe କଲେ କିଛି Money ଖର୍ଚ୍ଚ ହବନି କିନ୍ତୁ ମତେ ବହୁତ inspiration ମିଳିବ ଆଉ ଆପଣଙ୍କ support ମତେ grow କରିବାରେ ବହୁତ ସାହାଯ୍ୟ କରିବ।

ଆପଣଙ୍କର ଯାହାବି question ଅଛି comment section ରେ ଜଣାନ୍ତୁ, ବହୁତ ଜଲଦି ମୁଁ YOUTUBE LIVE ରେ ଆସି ସବୁ ପ୍ରଶ୍ନ ର reply ଦେବି।

5 months ago | [YT] | 5