Ashok's Innovation



Ashok's Innovation

Some moments can't Replaceable...

4 months ago | [YT] | 19

Ashok's Innovation

Reunion Once again during Training of Enumerator and Supervisor for Census -2026/27

4 months ago | [YT] | 8

Ashok's Innovation

Glimpses the beauty of my day....

4 months ago | [YT] | 10

Ashok's Innovation

After successfully completed 14 years of love when they tied in the bond of marriage...

4 months ago | [YT] | 21

Ashok's Innovation

Wrapped around her tiny finger forever...

5 months ago | [YT] | 7

Ashok's Innovation

ଶିକ୍ଷକ ଭାବେ ହେଉ, ସଙ୍ଗୀତ ସାଧନା ପାଇଁ ହେଉ,...ସମ୍ମାନିତ ହେବା ଏକ ସ୍ମରଣୀୟ ମୁହୂର୍ତ୍ତ...ପୋଖରୀଆପଡା NUPS ବିଦ୍ୟାଳୟର ବାର୍ଷିକ ଉତ୍ସବରେ ଯୋଗ ଦେବା ଓ ସଙ୍ଗୀତ ପରିବେଷଣ କରି ପଟ୍ଟାମୁଣ୍ଡାଇ-ରାଜନଗର ବିଧାନସଭା ମଣ୍ଡଳୀର ବିଧାୟକ ଶ୍ରୀକୁକ୍ତ ଧ୍ରୁବ ଚରଣ ସାହୁ ମହୋଦୟ ଙ୍କ ଠାରୁ ସମ୍ମାନିତ ହେବା ଏକ ନିଆରା ଅନୁଭବ...
ଧନ୍ୟବାଦ @ ମଳୟ ସାର, @ ଅଜୟ ସାର, @ ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରିଣୀ ଶ୍ରୀମତୀ ସୁନୀତି ଦିଦି,ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଆରତୀ ଦିଦି ଓ ବିଦ୍ୟାଳୟର ଅନ୍ୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ...

6 months ago | [YT] | 8

Ashok's Innovation

ଇଂରାଜୀ ନବବର୍ଷ ୨୦୨୬ ର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ l ଏହି ନୂତନ ବର୍ଷଟି ସମସ୍ତଙ୍କ ପାଇଁ ସୁଖ, ଶାନ୍ତି ଓ ସମୃଦ୍ଧିର ବର୍ଷ ହେଉ, ଏହା ହିଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା l

7 months ago | [YT] | 10

Ashok's Innovation

ଶୀତୁଆ ଆକାଶରେ ଜହ୍ନର ଜୋଛନା... ଯେତେ ବେଳେ ଶୀତ ତାହାର ଚାଦରରେ ସାରା ପରିବେଶକୁ ଘୋଡାଇ ଦେଇଥାଏ.. ଜହ୍ନର ଏ ମଧୁର ଜୋଛନା ଆଉ ଏ ନକ୍ଷତ୍ର ର ଚିକ ମିକ ଯେମିତି ହାତ ଠାରି ଡାକୁଥାଏ..

8 months ago | [YT] | 4

Ashok's Innovation

ସମୟର ଗୋଧୂଳିରେ ଏକ ପରିଚୟ ଅନୁସନ୍ଧାନରେ..

8 months ago | [YT] | 10