@Susovita_Odiani_Short_Vlog
SUSOVITALIFESTYLE
Amar Akbar Anthony Movie ରେ ହିଁ ସାଇ ବାବା ର 1st introduce ହେଇଥିଲା। ଦେଖନ୍ତୁ ଏ movie ରେ ସାଇ ଚନ୍ଦନ ସିନ୍ଦୂର ଲଗା ହେଇନି ହେଲେ ଆମର କେତେକ ହିନ୍ଦୁ ଅନ୍ଧ ହେଇ ସାଇ କୁ ଚନ୍ଦନ ସିନ୍ଦୂର ଲଗାଇ ଆମ ସନାତନ ଧର୍ମ ଅନୁସାରେ ଆମ ଦେବା ଦେବୀ ଙ୍କ ସହ ବସେଇ ପୂଜା କରୁଛନ୍ତି । ଯେତେବେଳେ ମୁଁ ସ୍କୁଲରେ ପଢୁଥିଲି ସେତେବେଳେ ସାଇ ନା ରେ ଗୋଟେ ଠେଲା ଗାଡ଼ି ଆସେ ସେଥିରେ କିଛି ଗରିବ ଲୋକ ଆସି ଭିକ ମାଗୁଥିଲେ । ଆଉ ଆଜି ସାଇ ନା ରେ ମନ୍ଦିର। ଯାହା ତ କରୁଛ ସେଥିରେ ତମେ ମାନେ ଗୁରୁବାର ମାଣବସା ରେ ସାଇ କୁ ମାଙ୍କ ପାଖରେ ବସେଇ ପୂଜା କରିଲ । ଆରେ ଗୁରୁବାର ଆମ ଇଷ୍ଟ ଦେବୀ ମା ମହାଲକ୍ଷ୍ମୀ ଙ୍କ ବାର ଯିଏ ଆମକୁ ଅର୍ଣ୍ଣ ଦେଉଛନ୍ତି ଘରର ପ୍ରତି ଟି ନାରୀ ଙ୍କୁ ଲକ୍ଷ୍ମୀ ସ୍ୱରୂପା କୁହାଯାଏ । ଆମ ଘରର ମା ମହାଲକ୍ଷ୍ମୀ ଙ୍କ ପାଖରେ କେବଳ ଆଉ କେବଳ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସ୍ଥାନ ଆଉ ତମେମନେ ଆମ ଘରର ମା ମହାଲକ୍ଷ୍ମୀ ଙ୍କ ପାଖରେ ପରପୁରୁଷ ର ଫଟୋ ମୂର୍ତ୍ତି ରଖି ପୂଜା କରୁଛ , ଆରେ ଖରାପ ଲାଗିବା କଥା ତମମାନଙ୍କୁ । ବାବା , ମାତା , ସାଇଙ୍କୁ ପୂଜା କରି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସଂସ୍କୃତି ଓ ପରମ୍ପରା କୁ ନଷ୍ଟ କରୁଛ। ଆମ ସନାତନ ଧର୍ମ କୁ ନଷ୍ଟ କରୁଛ । ନିଜ ଆଖିରେ ଦେଖୁଛି ହସୁଛି ଅଧର୍ମ , ସତ୍ୟ ଧର୍ମ ଝାରାଉଛି ଲୁହ , ହେଲେ କହୁଛି ମୁଁ ଆଉ କହୁ ଥିବି ଜୟ ହେଉ ମୋ ଶ୍ରୀ ଜଗନ୍ନାଥ ସଂସ୍କତି ପରମ୍ପରା ର ଜୟ ହେଉ ମୋ ସନାତନ ଧର୍ମ ର ମୁଁ ସନତନି । ଜୟ ଶ୍ରୀ ଜଗନ୍ନାଥ 🙏।
1 year ago (edited) | [YT] | 0
View 0 replies
🙏
1 year ago | [YT] | 0
ଜୟ ଶ୍ରୀ ଜଗନ୍ନାଥ 🙏। ରଜ ସଂକ୍ରାନ୍ତିର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା 🙏।
1 year ago | [YT] | 1

ଜୟ ଶ୍ରୀ ଜଗନ୍ନାଥ 🙏।
ରଜ ସଂକ୍ରାନ୍ତିର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା 🙏।
1 year ago | [YT] | 1
View 0 replies