✨ Growth Odisha - ଶିକ୍ଷା, ସୁଯୋଗ ଓ ସଂସ୍କୃତି ର ସଂଯୋଗ ✨
ଏହି ଚ୍ୟାନେଲ୍ Growth Odisha ରେ ଆପଣ ପାଇପାରିବେ —
ସମସ୍ତ ଓଡ଼ିଶା ଜିଲ୍ଲାର ଛାତ୍ରଛାତ୍ରୀ ପାଇଁ Study Notes ଓ ଟ୍ରିକ୍ସ
Exam preparation tips (High School, +2, Competitive)
ନୂତନ ନୂତନ Scholarship update ଓ ଆବେଦନ ସହାୟତା
ସବୁ ସମ୍ଭବ Odisha Govt Job update ଓ ନିଯୁକ୍ତି ପ୍ରକ୍ରିୟା
ବିଭିନ୍ନ ସରକାରୀ ଯୋଜନା ଓ ସର୍ତ୍ତାବଳୀ ସହିତ Career Guidance & Motivation
GK, Current Affairs, Skill Development
🎯 ଆମ ଲକ୍ଷ୍ୟ:
ଓଡ଼ିଶା ର ପ୍ରତ୍ୟେକ ଛାତ୍ରଛାତ୍ରୀ କୁ ଶିକ୍ଷା ଓ ସୁଯୋଗ ଦେଇ, ଗ୍ରାମ ତଳୁ ଶହର ପର୍ଯ୍ୟନ୍ତ ଉନ୍ନତି ରେ ସହଯୋଗ କରିବା।
📢 Subscribe କରନ୍ତୁ, Bell Icon 🔔 ଦବାନ୍ତୁ, ଏବଂ ନୂଆ ନୂଆ ଅପଡେଟ ପାଇଁ ସଦା ଯୋଡ଼ିଥାନ୍ତୁ।
💚 ଜୟ ଓଡ଼ିଶା! ଜୟ ଜଗନ୍ନାଥ! 💚
ଏଠି ଓଡ଼ିଶା ଜିଲ୍ଲା ଛାତ୍ର–ଛାତ୍ରୀ ପାଇଁ Study Tips, Notes, Scholarship ବ୍ରେକିଂ ନିଯୁକ୍ତି ଅପଡେଟ ଖାସ ଓଡ଼ିଆ ଭାଷାରେ।
Growth Odisha
Peo coming soon।
3 weeks ago | [YT] | 1
View 0 replies
Growth Odisha
ଫୁଣି ଥରେ ଆପଣମାନଙ୍କ ପାଇଁ। ଜଲଦୀ apply କରିଦିଅନ୍ତୁ। କିଛି doubtଥିଲେ ଏହି WhatsApp group re direct msg କରନ୍ତୁ। ଜୟ ଜଗନ୍ନାଥ 🌟
chat.whatsapp.com/DMPI8tUuNJvLncdA54bAaG?mode=gi_t
#scholarship #state scholarship
4 months ago | [YT] | 0
View 0 replies
Growth Odisha
ସବୁ ପିଲାମାନେ ଖୁସି ତ। ଆମ ପୂର୍ବ ଭିଡିଓ ରେ କହିଥିଲି ନା ତାରିଖ ବଢିବ। ଏଇଟା ହେଉଛି ଆମ ଚ୍ୟାନେଲ ର କ୍ୱାଲିଟୀ। ଜୟ ଜଗନ୍ନାଥ
7 months ago | [YT] | 3
View 0 replies