● Dinarati TV | Your Trusted Source for Odia News ●

Welcome to Dinarati TV, your go-to destination for authentic and timely Odia news. We bring you the latest updates from Odisha and beyond, covering a variety of topics to keep you informed:

● Breaking News: Get real-time updates on important events.
● Politics: Insights into Odisha’s political landscape and developments.
● Entertainment: Latest buzz from the Odia film and entertainment world.
● Sports: Updates on Odisha’s sports achievements and events.
● Weather Updates: Timely forecasts to help you plan better.
● Business & Economy: News shaping Odisha’s economy and growth.

At Dinarati TV, we are committed to truth, transparency, and delivering news that matters.

Subscribe now and stay connected with Odisha’s latest happenings. Don’t forget to click the notification bell 🔔 to never miss an update!

Dinarati TV – News in your language, for you.


Dinarati TV

ନୂତନ ଦାୟିତ୍ୱ କେବଳ ଏକ ପଦବୀ ନୁହେଁ, ବରଂ ଜନସେବା ପ୍ରତି ଆହୁରି ଅଧିକ ନିଷ୍ଠା, ସମର୍ପଣ ଓ ଦାୟିତ୍ୱବୋଧର ପ୍ରତୀକ।

ଜଗତ୍ସିଂହପୁର ଜିଲ୍ଲା BJP ମହିଳା ମୋର୍ଚ୍ଚାର Vice President ଭାବେ ତୃତୀୟ ଥର ମନୋନୀତ ହୋଇଥିବା ଶ୍ରୀମତୀ ମୋନାଲିସା ଦାସଙ୍କୁ ଅନ୍ତରିକ ଅଭିନନ୍ଦନ ଓ ହାର୍ଦ୍ଦିକ ଶୁଭେଚ୍ଛା।

ଆପଣଙ୍କ ନେତୃତ୍ୱ, କର୍ମନିଷ୍ଠା ଓ ସେବାଭାବ ଜିଲ୍ଲା ତଥା ରାଜ୍ୟର ବିକାଶରେ ନୂଆ ଅଧ୍ୟାୟ ସୃଷ୍ଟି କରୁ।

Best Wishes from
DinaRati TV & The Common Times

#MonalisaDas #VicePresident #BJP #BJPMahilaMorcha #Jagatsinghpur #JagatsinghpurBJP #OdishaBJP #Leadership #WomenLeadership #Congratulations #BestWishes #PublicService #Odisha #BharatMataKiJai #JaiHind #DinaRatiTV #TheCommonTimes #NewResponsibility #PoliticalLeadership #OdishaPolitics

1 month ago | [YT] | 8

Dinarati TV

ଦିନରାତି TV ପରିବାର ତରଫରୁ ଆପଣଙ୍କୁ ରଥଯାତ୍ରାର ଅନେକ ଶୁଭେଚ୍ଛା ଓ ଶୁଭକାମନା. HAPPY RATHAYATRA 2026
#Jagannath #RathYatra #Puri #BadaDanda #OdishaCulture #JagannathTemple #Devotees #RathayatraLIVE
#rathayatra2026⭕‼️⭕🙏🚩🚩

2 months ago | [YT] | 3

Dinarati TV

ରଥଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢୀ,,,,

#iasarvindpadhi #Rathajatra2026 #puri

2 months ago | [YT] | 4

Dinarati TV

ଗଣମାଧ୍ୟମ କ୍ଷେତ୍ରରେ ୧୦ ବର୍ଷରୁ ଅଧିକ ଗୌରବମୟ ଯାତ୍ରାର ଉତ୍ସବ।

ସାହସ, ବିଶ୍ୱସନୀୟତା, ନବସୃଷ୍ଟି ଓ ଜନବିଶ୍ୱାସକୁ ଆଧାର କରି ଆମର ଏହି ଦଶକବ୍ୟାପୀ ଯାତ୍ରା ଆଜି ଏକ ପ୍ରେରଣାଦାୟକ ଅଧ୍ୟାୟରେ ପରିଣତ ହୋଇଛି।

ଆମର ସମସ୍ତ ପାଠକ, ଦର୍ଶକ, ସହଯୋଗୀ, ବିଜ୍ଞାପନଦାତା ଏବଂ ନିଷ୍ଠାବାନ ଟିମ୍ ସଦସ୍ୟଙ୍କୁ ହୃଦୟରୁ ଧନ୍ୟବାଦ। ଆପଣମାନଙ୍କର ଅଟୁଟ ବିଶ୍ୱାସ ଓ ସହଯୋଗ ହିଁ ଆମର ସବୁଠାରୁ ବଡ଼ ଶକ୍ତି।

ଆସନ୍ତୁ, ସମସ୍ତଙ୍କ ସହଯୋଗରେ ଆମେ ଆହୁରି ଆତ୍ମବିଶ୍ୱାସ, ଦୃଢ଼ ସଙ୍କଳ୍ପ ଓ ନୂତନ ଦୃଷ୍ଟିଭଙ୍ଗୀ ସହିତ ଭବିଷ୍ୟତ ଆଡ଼କୁ ଅଗ୍ରସର ହେବା।

— ଆଇକନିକ୍ ଗ୍ରୁପ୍ (IEC LIMITED)

#୧୦ବର୍ଷରଯାତ୍ରା #ମିଡିଆରଗୌରବ #ସତ୍ୟରସ୍ୱର #ଜନତାରକଣ୍ଠସ୍ୱର #ଓଡ଼ିଆମିଡିଆ #ଦିନରାତିTV #TheCommonTimes #JanataKhabar #IconicGroup #MediaJourney #TruthTrustTransformation #10PlusYears #MediaLeadership #EmpoweringSociety #NewsForPeople

2 months ago | [YT] | 7

Dinarati TV

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ମାନ୍ୟବର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ। Naveen Patnaik
ବିଜୁ ବାବୁ କେବଳ ଜଣେ ନେତା ନୁହେଁ…
ସେ ଥିଲେ ଓଡ଼ିଶାର ଆତ୍ମା, ଆତ୍ମବିଶ୍ୱାସ ଓ ସାହସର ପ୍ରତୀକ।
ତାଙ୍କର ଦୂରଦର୍ଶୀ ଚିନ୍ତାଧାରା ଓ ନିଷ୍ଠା ଆମକୁ ସଦା ଆଗକୁ ବଢିବାର ପଥ ଦେଖାଏ।
ଆମେ ସମସ୍ତେ ତାଙ୍କର ସ୍ବପ୍ନର ଓଡ଼ିଶା ଗଢିବାକୁ ସଙ୍କଳ୍ପବଦ୍ଧ।

ଆଜି ପ୍ରଶ୍ନ ହେଉଛି —
👉 ଆମେ କି ସେହି ଆଦର୍ଶକୁ ଅନୁସରଣ କରୁଛୁ?
👉 ନା କେବଳ ସ୍ମୃତିରେ ସୀମିତ ରଖିଦେଉଛୁ?”

ବିଜୁ ବାବୁଙ୍କର ଚିନ୍ତାଧାରା…
ଆଜି ବି ସଜୀବ…
ଏବଂ ସେହି ହେଉଛି ଓଡ଼ିଶାର ଆଗାମୀ ଦିଗଦର୍ଶନ
#dinarati #explorepage #nonfollowers #bjd

#ପ୍ରବାଦ_ପୁରୁଷ_ଦିବସ
#PrabadPrushaDibasa
#17April #BijuBabu

5 months ago | [YT] | 38

Dinarati TV

Amit Shah talks to Odisha BJP leaders #OdishaPolitics ‪@DharmendraPradhanBJP‬ Dharmendra Pradhan ‪@DinaratiTV‬

5 months ago | [YT] | 7

Dinarati TV

5 ବିଭାଗ 11 ପ୍ରସ୍ତାବ କୁ ମୋହର || ‪@NityanandaBJP‬ #statecabinate #nonfollowers

5 months ago | [YT] | 11

Dinarati TV

ଉତ୍କଳ ଦିବସରେ ଓଡିଶାବାସୀଙ୍କୁ ଦିନରାତି TV ପରିବାର ତରଫରୁ ହାର୍ଦିକ ଶୁଭେଚ୍ଛା ଓ ଶୁଭକାମନା
#utkaladivas2026 #Dinaratitv

5 months ago | [YT] | 10

Dinarati TV

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ପଶ୍ଚିମ ଏସିଆରେ ଯୁଦ୍ଧ ପାଇଁ ଦେଶ ତଥା ରାଜ୍ୟରେ ସୃଷ୍ଟି ହୋଇଥିବା ବିଭିନ୍ନ ଦ୍ରବ୍ୟର କୃତ୍ରିମ ଅଭାବଜନିତ ସମସ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରିଛନ୍ତି।, #CMO ‪@DinaratiTV‬

5 months ago | [YT] | 8

Dinarati TV

The Dinarati TV ତାର ନ୍ୟୁଜ୍ ନେଟୱର୍କକୁ ସୁଦୃଢ କରିବା ପାଇଁ
ଓଡ଼ିଶାର ପ୍ରତ୍ୟେକ ବ୍ଲକ୍ ରୁ ରିପୋର୍ଟର / ପ୍ରତିନିଧି ନିଯୁକ୍ତି କରୁଛି। ‪@DinaratiTV‬

5 months ago | [YT] | 16