Madhumulya ମଧୂମୂଲ୍ୟ

It is totally base on poem. I like to upload these poem which are wite by me or sing by me. And sometimes I also upload some story and like that . If any body wants then he give me his or her poem then I will upload in this channel. Then I like to upload some spiritual videos and about some special temples, Forest, river, lake, jhill and important person. Now I am a learner so don't criticized me if you Suggest me any thing definitely I will take care ab
out it .


Madhumulya ମଧୂମୂଲ୍ୟ

ମଧୁସ୍ମିତା

1 year ago | [YT] | 12

Madhumulya ମଧୂମୂଲ୍ୟ

ମଧୁସ୍ମିତା

1 year ago | [YT] | 13

Madhumulya ମଧୂମୂଲ୍ୟ

ବିଶ୍ଵ ଛେନାପୋଡ଼ ଦିବସରେ ଅଭିନନ୍ଦନ

1 year ago | [YT] | 20

Madhumulya ମଧୂମୂଲ୍ୟ

ମଧୁସ୍ମିତା - ୧୦୩

1 year ago | [YT] | 15

Madhumulya ମଧୂମୂଲ୍ୟ

ପ୍ରେମରେ ତୋର ମୁଁ ପଡ଼ି ଯାଇଛି ଲୋ
ପ୍ରେମ ପ୍ରଦାୟିନି ପ୍ରେମ ବାୟାଣୀ
ହୃଦୟରେ ମୋର ଘର କରିନେଇ
ରହିଛୁ ମୋ ସାଥେ ଚିଲିକା ରାଣୀ।

ପ୍ରଜାପତି ପରି ବିହଙ୍ଗ ଉଡ଼ନ୍ତି
ଲାଗୁ ତୁ ପକ୍ଷୀଙ୍କ ଫୁଲ ବଗିଚା
ନୀଳ ନିର ଦିଏ ଆତ୍ମ ତୃପ୍ତି ଭରି
ମାତ୍ସ ପାଇଁ ତୁ କି ଘାସ ଗାଲିଚା।

କେବେ ରହି ଯାଉ ଶାନ୍ତ ସରଳ ତୁ
କେବେ ଆଣି ଦେଉ ଉଚ୍ଚ ତରଙ୍ଗ
ଅହଙ୍କାରୀ ପାଇଁ ଜାଣିନି କେମିତି
ମୋ ପାଇଁ ଲାଗୁ ତୁ ମୋ ପ୍ରିୟ ସାଙ୍ଗ।

1 year ago | [YT] | 13

Madhumulya ମଧୂମୂଲ୍ୟ

ମହାନ ସ୍ଵାଧୀନତା ସଂଗ୍ରାମୀ ତଥା ଚରମପନ୍ଥି ନେତା ଙ୍କ ବଳିଦାନ ଦିବସରେ ଭକ୍ତିପୂତ ପ୍ରଣାମ।

1 year ago | [YT] | 13

Madhumulya ମଧୂମୂଲ୍ୟ

ବିଶ୍ଵ କବିତା ଦିବସରେ ଅଭିନନ୍ଦନ

1 year ago | [YT] | 17

Madhumulya ମଧୂମୂଲ୍ୟ

ଦେହ କୁ ନେବେ ନି

1 year ago | [YT] | 16

Madhumulya ମଧୂମୂଲ୍ୟ

ସତ୍ୟ NEWS 24 ର ବନ୍ଧୁ ମିଳନ ଓ ହୁଣ୍ଡି ଦାନ କାର୍ଯ୍ୟକ୍ରମ ରେ ଅତିଥି ଭାବରେ ଯୋଗଦେବା ଅବସର ରେ ଅମୂଲ୍ୟ ରଞ୍ଜନ ବିନ୍ଧାଣି

1 year ago | [YT] | 10

Madhumulya ମଧୂମୂଲ୍ୟ

ମାଆ ସମଲେଇ ମନ୍ଦିର। ଜୁହାର

1 year ago | [YT] | 7