Mo Vlog Mo Story

ନମସ୍କାର
ମୋ ବ୍ଲଗ୍ ମୋ ଷ୍ଟୋରି କୁ ଆପଣ ମାନଙ୍କୁ ସ୍ଵାଗତ । ମୋ ନାଁ ଶ୍ରୀକାନ୍ତ କୁମାର ମହାପାତ୍ର । ମୋର ଏହି ନୂଆ Channel ରେ ମୁଁ ଆପଣ ମାନଙ୍କ ପାଇଁ ନେଇ ଆସୁଛି ବହୁତ୍ ସୁନ୍ଦର ସୁନ୍ଦର ନୂଆ ଭିଡିଓ । ଯାହା କେବଳ ଆମ ମାତୃ ଭାଷା ଓଡ଼ିଆ ରେ । ଏହି channel ରେ ମୁଁ share କରିବି ମୋ Life ର କିଛି ମୁହୂର୍ତ୍ତ । ଯାହା ରହିବ food travel aau Masti ଆହୁରି ଅନେକ କିଛି । ଆଶା କରୁଛି ଆପଣ ମାନଙ୍କୁ ମୋ ଭିଡିଓ ନିଶ୍ଚୟ ଭଲ ଲାଗିବ । ଆପଣଙ୍କ ଏହି ଦିନଟି ସୁଭମୟ ହେଉ । ଜୟ ଜଗନ୍ନାଥ ।

ଶ୍ରୀକାନ୍ତ କୁମାର ମହାପାତ୍ର


Mo Vlog Mo Story

2 months ago | [YT] | 2

Mo Vlog Mo Story

2 months ago | [YT] | 2

Mo Vlog Mo Story

HAPPY DIWALI 2025

2 months ago | [YT] | 2

Mo Vlog Mo Story

2 months ago | [YT] | 2

Mo Vlog Mo Story

PEN ART OF MY SON

3 months ago | [YT] | 2

Mo Vlog Mo Story

3 months ago | [YT] | 1

Mo Vlog Mo Story

My New Logo

3 months ago | [YT] | 2