📚 ମୋ YouTube Channel କୁ ସ୍ୱାଗତ!

ମୁଁ Izzat Kumar, ଜଣେ Highschool Teacher। ଏହି channel ରେ ମୁଁ Class 8th, 9th ଓ 10th ଛାତ୍ରଛାତ୍ରୀଙ୍କ ପାଇଁ Math ଓ Science subject କୁ ସହଜ ଏବଂ ସରଳ ଭାବରେ ପଢ଼ାଇବି।

✨ ଏଠାରେ ଆପଣମାନେ ପାଇବେ:
✔️ Math ଓ Science ର ସହଜ ବ୍ୟାଖ୍ୟା
✔️ Step-by-step problem solving
✔️ Important questions ଓ exam tips
✔️ Board exam ପାଇଁ preparation strategy
✔️ Concept clear କରିବା ପାଇଁ easy tricks

🎯 ମୋର ଲକ୍ଷ୍ୟ ହେଉଛି – ସମସ୍ତ ଛାତ୍ରଛାତ୍ରୀ ମାନେ ସହଜରେ ଓ ମାଗଣା ରେ ଶିକ୍ଷା ଗ୍ରହଣ କରନ୍ତୁ ଏବଂ exam ରେ ଭଲ marks ଆଣନ୍ତୁ।

📅 ନିୟମିତ video ଆସିବ, ସେଥିପାଇଁ channel କୁ subscribe କରନ୍ତୁ ଏବଂ bell icon ଦବାନ୍ତୁ 🔔

Let’s learn smart, not hard 💡
Thank you ❤️


OHSC 2.0

Happy Independence Day to all 🇮🇳

4 weeks ago | [YT] | 351

OHSC 2.0

Happy Mother's Day Maa ❤️

4 months ago | [YT] | 597