ନମସ୍କାର ଦର୍ଶକ ବନ୍ଧୁ ଆପଣମାନଙ୍କୁ  "TAPAN 2020_Facts " ୟୁଟ୍ୟୁବ ଚ୍ୟାନେଲ ରେ ସ୍ଵାଗତ ଜଣାଉଛି। 🙏🙏

✍️ ଆମର ଚ୍ୟାନେଲ ରେ ଭିଡିଓ  " Upload " କରିବା ସମୟ ହେଉଛି - ସକାଳ, ଦ୍ୱିପହର ଏବଂ ସନ୍ଧ୍ୟା ସମୟରେ।

✍️ ମୋର ଏହି ୟୁଟ୍ୟୁବ ଚ୍ୟାନେଲ ଟି ଖୋଲିବାର କାରଣ ହେଉଛି ଯେ, ଆମ ରାଜ୍ୟର କିମ୍ବା ଆମ ଭାରତରେ କିଛି ଅଜଣା - Crime Article, ଅଜବଗଜବ Article, ରହସ୍ୟମୟ Article, ଏବଂ କିଛି Motivation and Funny Types ର Article ସବୁ ବାହାରୁଛି କିନ୍ତୁ ଆପଣ ମାନେ ଜାଣି ପାରୁ ନାହାଁନ୍ତି।

✍️ ତେଣୁ ଆପଣ ମାନଙ୍କୁ ମୋର ପ୍ରୟାସ ଯେ, ମୋର ଏହି ୟୁଟ୍ୟୁବ ଚ୍ୟାନେଲ  ମାଧ୍ୟମରେ Short Video ମାଧ୍ୟମରେ ଏସବୁ ଦେଖିବାକୁ ପାଇପାରିବେ।

✍️ ଏହି ଚ୍ୟାନେଲ ରେ ଆପଣ ଯାହା ସବୁ ଭିଡିଓ ଦେଖୁଛନ୍ତି କାହାକୁ ମୋର କଷ୍ଟ ଦେବା ପାଇଁ ନୁହେଁ କିମ୍ବା କାହାକୁ ମୋର ଦୁଃଖ ଦେବା ପାଇଁ ନୁହେଁ କେବଳ Article ରେ ଯାହା ଅଛି ମୁଁ ଆପଣମାନଙ୍କୁ ଭିଡିଓ ମାଧ୍ୟମରେ ଦେଖାଉଛି।

✍️ ମୋ ଚ୍ୟାନେଲ କୁ Support କରନ୍ତୁ। ଜୟ ଜଗନ୍ନାଥ 🙏 🙏


TAPAN 2020_Facts

Best Place For Picnic In Odisha

1 month ago | [YT] | 1