Itishree Ojha Vlogs

ଜୟ ଜଗନ୍ନାଥ, ଆପଣ ସମସ୍ତଙ୍କୁ ମୋ YouTube ଚାଁନେଲ କୁ ସ୍ୱାଗତ 🙂

ଏହି ଚ୍ୟାନେଲ ମାଧ୍ୟମରେ ମୁଁ ଆପଣମାନଙ୍କୁ ଓଡ଼ିଶାର ସମସ୍ତ ପ୍ରସିଦ୍ଧ ଶକ୍ତିପୀଠ, ପ୍ରାଚୀନ ମନ୍ଦିର, ପର୍ବପର୍ବାଣୀ ଓ ପରମ୍ପରା ଏବଂ ସଂସ୍କୃତି ବିଷୟରେ ଦେଖାଇବାକୁ ଚେଷ୍ଟା କରୁଅଛି! ତେଣୁ ଆପଣମାନଙ୍କୁ ଅନୁରୋଧ ଏହି ଚ୍ୟାନେଲ କୁ ବହୂ ମାତ୍ରାରେ Support କରନ୍ତୁ! ଆମକୁ ଆପଣଙ୍କର ଭଲପାଇବା ଏବଂ ସହଯୋଗ ଦରକାର , ଯାହାଦ୍ୱାରା ଆମେ ସବୁବେଳେ ଆପଣ ମାନଙ୍କ ପାଇଁ ଉତ୍ତମ ଭିଡ଼ିଓ ଦେଇପାରିବୁ!


Itishree Ojha Vlogs

Photo ଉଠେଇବା ବେଳେ Ithishree ର ଆଖି କୁଆଡେ କୁଆଡେ ବୁଲୁଛି 🤣🤣🤣 #ItishreeOjhaVlogs #ViralPost #CommunityPost

2 weeks ago (edited) | [YT] | 13

Itishree Ojha Vlogs

ଜୟ ଜଗନ୍ନାଥ 🚩 ଏବେ ମେଡ଼ିକାଲ କୁ ଆସିଛୁ 😊

3 weeks ago | [YT] | 28

Itishree Ojha Vlogs

📍 ମେଘେଶ୍ୱର ମନ୍ଦିର – ଐତିହ୍ୟ ଓ ଭକ୍ତିର ପବିତ୍ର ସ୍ଥାନ 🙏

ଭୁବନେଶ୍ୱରର ପ୍ରାଚୀନ ଶିବ ମନ୍ଦିରମାନଙ୍କ ମଧ୍ୟରୁ ମେଘେଶ୍ୱର ମନ୍ଦିର ଏକ ଅତ୍ୟନ୍ତ ପ୍ରସିଦ୍ଧ ଏବଂ ଐତିହ୍ୟବାହୀ ମନ୍ଦିର। ଏହା ୧୨ଶ ଶତାବ୍ଦୀରେ ନିର୍ମିତ ହୋଇଥିବା କହାଯାଏ ଏବଂ କଳିଙ୍ଗ ଶୈଳୀର ସୁନ୍ଦର ଶିଳ୍ପକଳା ଏଠାରେ ଦେଖିବାକୁ ମିଳେ।

ଏହି ମନ୍ଦିରରେ ଭଗବାନ ଶିବଙ୍କୁ ମେଘେଶ୍ୱର ମହାଦେବ ଭାବରେ ପୂଜା କରାଯାଏ। ଭକ୍ତମାନେ ବିଶ୍ୱାସ କରନ୍ତି ଯେ ଏଠାରେ ଭକ୍ତି ସହିତ ପୂଜା କଲେ ମନୋକାମନା ପୂରଣ ହୁଏ ଏବଂ ଜୀବନରେ ଶାନ୍ତି ମିଳେ।

ମନ୍ଦିରର ଦିବାରରେ ଖୋଦା ହୋଇଥିବା ପୁରାତନ ମୂର୍ତ୍ତି ଓ ଶିଳ୍ପକଳା ଓଡ଼ିଶାର ସମୃଦ୍ଧ ସଂସ୍କୃତିକୁ ପ୍ରକାଶ କରେ। ଶିବରାତ୍ରି ସମୟରେ ଏଠାରେ ହଜାର ହଜାର ଭକ୍ତ ଦର୍ଶନ ପାଇଁ ଆସନ୍ତି।

🙏 Har Har Mahadev
📺 Follow for more temple stories & vlogs – Itishree Ojha Vlogs

#MegheswarTemple #Bhubaneswar #OdishaTemples #HarHarMahadev #ItishreeOjhaVlogs

4 weeks ago (edited) | [YT] | 8

Itishree Ojha Vlogs

🌸 ହୋଲିର ଅନେକ ଅନେକ ଶୁଭେଚ୍ଛା! ଆପଣଙ୍କ ଜୀବନ ରଙ୍ଗିନ ହେଉ ଓ ସଦା ଖୁସିରେ ଭରି ରହୁ। 🎨✨ Happy Holi 🙂

1 month ago (edited) | [YT] | 17

Itishree Ojha Vlogs

ଖରା ପ୍ରବଳ ଆରମ୍ଭ ହେଲାଣି Camera କୁ ଦେଖି ହେଉନାହିଁ 😲
#ItishreeOjhaVlogs

1 month ago (edited) | [YT] | 19

Itishree Ojha Vlogs

🌼 ନୂଆ ସକାଳ, ନୂଆ ଆଶା। ସୁପ୍ରଭାତ!

1 month ago (edited) | [YT] | 23

Itishree Ojha Vlogs

ଆଜି ଆସିଥିଲୁ ମା ଚଉଷଠି ଯୋଗିନୀ ମନ୍ଦିର 🚩

1 month ago (edited) | [YT] | 25

Itishree Ojha Vlogs

🇮🇳 ଗଣତନ୍ତ୍ର ଦିବସର ହାର୍ଦ୍ଦିକ ଶୁଭେଚ୍ଛା 🇮🇳

ଗର୍ବର ସହିତ ଆମ ତ୍ରିରଙ୍ଗାକୁ ସମ୍ମାନ କରିବା,
ଆମ ସଂବିଧାନକୁ ମାନିବା
ଓ ଏକତାରେ ବାନ୍ଧି ରହି
ସଶକ୍ତ ଭାରତ ଗଢ଼ିବା —
ଏହି ହେଉ ଆମ ପ୍ରତିଜ୍ଞା।

ଜୟ ହିନ୍ଦ 🇮🇳 | ଜୟ ଭାରତ 🇮🇳
— Itishree Ohja Vlogs

#ଗଣତନ୍ତ୍ରଦିବସ #RepublicDay #ଜୟହିନ୍ଦ #ProudIndian #ItishreeOhjaVlogs #ଭାରତମାତାକୀଜୟ

1 month ago | [YT] | 24

Itishree Ojha Vlogs

ମକର ସଙ୍କ୍ରାନ୍ତିର ପବିତ୍ର ଅବସରରେ ଭଗବାନ ସୂର୍ଯ୍ୟ ଆପଣଙ୍କ ଜୀବନକୁ ସୁଖ, ସମୃଦ୍ଧି, ସ୍ୱାସ୍ଥ୍ୟ ଓ ସଫଳତାରେ ଆଲୋକିତ କରୁ। ନୂଆ ଆଶା ସହ ଆସୁ ନୂଆ ଆରମ୍ଭ। ଶୁଭ ମକର ସଙ୍କ୍ରାନ୍ତି! 🙏🌾

1 month ago | [YT] | 7

Itishree Ojha Vlogs

ନବବର୍ଷ ୨୦୨୬ର ହାର୍ଦ୍ଦିକ ଶୁଭେଚ୍ଛା! 🎉✨
ନୂଆ ବର୍ଷ ଆପଣଙ୍କ ଜୀବନରେ ସୁଖ, ସମୃଦ୍ଧି, ସ୍ୱାସ୍ଥ୍ୟ ଓ ସଫଳତା ନେଇଆସୁ!

3 months ago | [YT] | 16