Official Vlog Channel of Om Prakash Bag
ସମକୁଁ ଜୁହାର 🙏 ଆଉ Channel କେ ସ୍ୱାଗତ l
ଆମର୍ ଅଞ୍ଚଳ ତଥା ଦୁନିଆଁର ବିଭି୍ନପ୍ରାନ୍ତର କଳା, ସଂସ୍କୃତି, କଳାକାର, ଇତିହାସ, ସାହିତ୍ୟ, ପର୍ଯ୍ୟଟନ, ଚାଲିଚଳନ, ତିହାର୍, ପରବ୍, ଜାନିଯାତରା, ସାମ୍ପ୍ରତିକ୍ ଘଟନା ଆଦିକେ ଲୋକ୍ ଲୋଚନ୍ କେ ଆନବାର ତଥା ସମାଜ୍ ସଚେତନତା ଇ ଚ୍ୟାନେଲ୍ ର ଲକ୍ଷ୍ୟ ଆଏ l
ତାର ସାଙ୍ଗେ ନିଜର ବାଣିଜ୍ୟ, ବେପାର, ଦୁକାନ, ବଜାର, ଶିଳ୍ପ ତଥା ବିଭିନ୍ନ ସାଂସ୍କୃତିକ ବିଷୟ ବସ୍ତୁର୍ ପ୍ରଚାର୍ ପ୍ରସାର ଲାଗିଁ ବି ଯୋଗାଯୋଗ୍ କରୁନ୍ l
Contact for Brand/Business Promotion :
dibyansheeenterprises@gmail.com
ଧନ୍ୟବାଦ,
ଓମ୍ ପ୍ରକାଶ ବାଗ