ନମସ୍କାର 🙏🙏🙏ଦର୍ଶକବନ୍ଧୁ ଆପଣମାନଙ୍କୁ ମୋର " କଳାକାର NPD " ଚ୍ୟାନେଲ ରେ ସ୍ବାଗତ ଜଣାଉଛି |
ଏହି ଚ୍ୟାନେଲ ରେ ମୁ ଛୋଟ ବଡ଼ ଭାଇ ଭଉଣୀ ଙ୍କ ପାଇଁ ( ମନୋରଞ୍ଜନ ପାଇଁ ଡାନ୍ସ ) ଭିଡ଼ିଓ Upload କରିଥାଏ |
ଭିଡ଼ିଓ ଭଲ ଲାଗୁଥିଲେ, ଭିଡ଼ିଓ କୁ Like କରନ୍ତୁ, ସାଙ୍ଗ ମାନଙ୍କ ସହିତ Share କରନ୍ତୁ ଏବଂ ଏହି ଭଳି ଭିଡ଼ିଓ ସବୁବେଳେ ଦେଖିବା ପାଇଁ ଚ୍ୟାନେଲ କୁ Subscribe କରି
🔔 Bell Icon କୁ Press କରି ରଖନ୍ତୁ


KALAKAR NPD

ତୁମ ଛୁଆଁ ପାଇଁ କେତେ ଦେଇ କିଣି ଥିଲ

1 week ago | [YT] | 2

KALAKAR NPD

ଆପଣଙ୍କୁ ମୋ ସଧାରଣ ଜ୍ଞାନ କେମିତି ଲାଗେ କମେଣ୍ଟ ରେ ଲେଖି କହନ୍ତୁ

2 months ago | [YT] | 0

KALAKAR NPD

ସମସ୍ତ ମୋ ଭାଇ ଭଉଣୀ ଙ୍କୁ ଆମ ୟୁଟୁବ୍ ଚେନେଲ୍ ତରଫରୁ ନୂର୍ତନ୍ ବର୍ଷର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ 2025

1 year ago | [YT] | 0

KALAKAR NPD

Happy Birthday 💐💐💐💐💐 Nabin Sir........

1 year ago | [YT] | 1

KALAKAR NPD

ଆପଣ କେଉଁ ଧର୍ମ କୁ ଭଲପାଆନ୍ତି ?

1 year ago | [YT] | 0

KALAKAR NPD

କିଏ ସ୍ଵାଦିଷ୍ଟ ରୋଷେଇ କରନ୍ତି ?

1 year ago | [YT] | 2

KALAKAR NPD

👇ଏହି ଚିହ୍ନକୁ ଆପଣ ରାସ୍ତା ରେ ଯାଉଥିବା ବେଳେ ନିଶ୍ଚୟ ଦେଖିଥିବେ l
ହେଲେ କାହିଁକି ରାସ୍ତା ରେ ଲଗାଇଥାନ୍ତି ଓ ଆପଣ ଜାଣିଛନ୍ତି କି ଏହା ଲଗାଇବାର କାରଣ କଣ ?

ଆପଣ ଜାଣିଥିଲେ Comment Box ରେ ଲେଖି ଜଣାନ୍ତୁ ଏବଂ ଆପଣ ଜାଣି ନ ଥିଲେ ଆପଣଙ୍କ ସାଙ୍ଗ କୁ share କରି ପଚାରନ୍ତୁ

1 year ago (edited) | [YT] | 1

KALAKAR NPD

ଆପଣ କେତେ ଦୁର୍ତଗତି ରେ ମୋଟର ସାଇକଲ ଚଲାଇ ଛନ୍ତି ?

1 year ago | [YT] | 1

KALAKAR NPD

ଆମ ପଶ୍ଚିମ ଓଡ଼ିଶା ପାଇଁ ନୂଆଁଖାଇ ଛୁଟି କେତେ ଦିନ ପାଇଁ ହେବା କଥା ?

1 year ago | [YT] | 2

KALAKAR NPD

ଆପଣଙ୍କୁ କେଉଁ ନିୟୁଜ୍ ଦେଖିବା ପାଇଁ ପସନ୍ଦ ଲାଗେ ?

1 year ago | [YT] | 1