" ODIA GK Point" Youtube Channel ରେ ଆପଣଙ୍କୁ ସ୍ବାଗତ 🙏.

ଏହି ଚ୍ୟାନେଲ୍‌ଟି ସମ୍ପୂର୍ଣ୍ଣ ଶିକ୍ଷାମୂଳକ ବିଷୟରେ ଉଦ୍ଦିଷ୍ଟ। ଏଠାରେ ଆପଣମାନେ ସାଧାରଣ ଜ୍ଞାନ (GK), ଓଡ଼ିଆ କରେଣ୍ଟ ଆଫେୟର୍ସ, କ୍ବିଜ୍‌, ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି ଓ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସହଜ ଭାଷାରେ ପାଇପାରିବେ।

🎯 ଆମର ଲକ୍ଷ୍ୟ:
ଓଡ଼ିଆ ଭାଷାରେ ସମସ୍ତଙ୍କୁ ସହଜ ଓ ଗୁଣବତ୍ତାପୂର୍ଣ୍ଣ ଶିକ୍ଷା ଦେବା।

📌 ଏଠାରେ ଆପଣମାନେ ପାଇବେ:
✔️ ସାଧାରଣ ଜ୍ଞାନ (GK)
✔️ କରେଣ୍ଟ ଆଫେୟର୍ସ
✔️ କ୍ବିଜ୍‌ ଭିଡିଓ
✔️ ପରୀକ୍ଷା ପ୍ରସ୍ତୁତି ଟିପ୍ସ
✔️ ଶିକ୍ଷାମୂଳକ ତଥ୍ୟ

👉 ଯଦି ଆପଣ ଏକ ଛାତ୍ର / ଛାତ୍ରୀ କିମ୍ବା ଚାକିରି ପାଇଁ ପ୍ରସ୍ତୁତି କରୁଛନ୍ତି, ତେବେ ଏହି ଚ୍ୟାନେଲ୍‌ ଆପଣଙ୍କ ପାଇଁ ଉପକାରୀ ହେବ।

📢 ନୂତନ ଭିଡିଓ ପାଇଁ ଆମର ଚ୍ୟାନେଲ୍‌କୁ Subscribe କରନ୍ତୁ ଏବଂ Bell 🔔 ଆଇକନ୍‌କୁ ଦବାନ୍ତୁ।

ଧନ୍ୟବାଦ 🙏

🧡 For Sponsorship & Business Enquiry:-
ssdigitalpoint86@gmail.com



Odia Gk Point

Finally I got Silver Play button 🔥🔥🔥 . Thanks To all My Subscriber For Your Love and Support ❤️❤️

1 day ago (edited) | [YT] | 12

Odia Gk Point

ନୂଆଁଖାଇ ପର୍ବ ଓଡ଼ିଶାର କେଉଁ ଅଞ୍ଚଳରେ ବିଶେଷ ଭାବେ ପାଳନ କରାଯାଏ?

2 days ago | [YT] | 15

Odia Gk Point

❤️ ଆପଣମାନଙ୍କୁ ହୃଦୟରୁ ଧନ୍ୟବାଦ! ❤️

ଆପଣମାନଙ୍କ ଭଲପାଇବା, ସମର୍ଥନ ଓ ବିଶ୍ୱାସ ପାଇଁ
ODIA GK POINT ଆଜି ୧ ଲକ୍ଷ Subscriber ଙ୍କ ପରିବାରରେ ପହଞ୍ଚିପାରିଛି।

ଏହି ସଫଳତା ମୋର ନୁହେଁ, ଆମ ସମସ୍ତଙ୍କର। ❤️

ଆଗକୁ ମଧ୍ୟ ଏହିପରି ଭଲପାଇବା ଓ ସମର୍ଥନ ଦେଇ ଚାଲନ୍ତୁ।

ଆପଣମାନଙ୍କ ସହଯୋଗ ହିଁ ଆମର ଶକ୍ତି। 🙏❤️

3 weeks ago | [YT] | 7

Odia Gk Point

ଓଡ଼ିଆ ଭାଷା କେବେ ଶାସ୍ତ୍ରୀୟ ଭାଷା (Classical Language) ମାନ୍ୟତା ପାଇଥିଲା?

4 weeks ago | [YT] | 27

Odia Gk Point

ଭାରତ କେଉଁ ବର୍ଷ ବ୍ରିଟିଶ ଶାସନରୁ ମୁକ୍ତ ହୋଇ ସ୍ୱାଧୀନ ହୋଇଥିଲା?

1 month ago | [YT] | 29

Odia Gk Point

'ଲକ୍ଷ୍ମୀ ପୁରାଣ' କାହା ଦ୍ୱାରା ଲିଖିତ?

2 months ago | [YT] | 40

Odia Gk Point

ଭାରତରେ ଇଣ୍ଟରନେଟ୍ ସେବା କେବେ ଆରମ୍ଭ ହୋଇଥିଲା?

2 months ago | [YT] | 40

Odia Gk Point

ଫେସବୁକ୍‌ର ପ୍ରତିଷ୍ଠାତା କିଏ?

3 months ago | [YT] | 44

Odia Gk Point

ଟେଲିଫୋନ୍ କିଏ ଆବିଷ୍କାର କରିଥିଲେ?

3 months ago | [YT] | 39

Odia Gk Point

ନୀରଜ ଚୋପ୍ରା କେଉଁ ଖେଳ ପାଇଁ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ?

3 months ago | [YT] | 41