Hello Viewers
I am S Amar.
Singer, Live Stage Profomer, Music Composer ND Lyricts. Welcome to the official youtube channel of S Amar music Odia.S Amar Music Odia is focused solely on delighting and entertaining it's audiance with high quality value-based music of different genres - Romantic, sad, Comercial, Masti, Heart touching song, Comedy, jatra, story, shayari etc from a range of different.It's a real Pleasure for me to Entertain you nd make you happy.I hope you enjoy it very much...
Thanks for watching my videos.
⭕❗⭕ Jay jagannath ⭕❗⭕
To encourage nd support me,
Please SUBSCRIBE If you like me, Please Share/Comment/Like
For business related queries -
swarjeetamar@gmail.com
Follow me on -
youtube.com/channel/UCUnnTKXjBD25Bqy5UXEmSPg
www.instagram.com/iamswarjeetamar
www.facebook.com/samarsinger1234
x.com/samarmusicodia
www.threads.com/@iamswarjeetamar
Thanks for
S Amar Music Odia
S Amar Music Odia
ମଙ୍ଗଳବାର ରେ ମହାଦେବ ବାବା_ଆଖଣ୍ଡଳମଣି ଙ୍କ ଦର୍ଶନ କରି ବାବାଙ୍କ କୃପା ଲାଭ କରନ୍ତୁ 🌺🌿🙏
#omnamahshivay #harharmahadev
1 day ago | [YT] | 7
View 0 replies
S Amar Music Odia
ଦୁଖଃହାରୀ ପ୍ରଭୁ କରୁଣାକର
ଜଗତର କର୍ତ୍ତା ଦିନବାନ୍ଧବ |
ଡାକି ଡାକି ସାଆନ୍ତ ଡାକ ଶୁଣୁନ
ଅଭାବି ମଣିଷର ଦୁଃଖ ବୁଝୁନ |
କେମିତି କହିବି ପ୍ରଭୁ କଳାଠାକୁର
ଆଖି ଦୁଇ ଖୋଲ ହେ ହଟନାଗର |
ସୃଷ୍ଟି କର୍ତ୍ତା ତୁମେ ହିଁ ପରଂବ୍ରହ୍ମ
ତୁମେ ନ ଚାହିଁଲେ ସୃଷ୍ଟି ବିନାଶ ନିଶ୍ଚିତ |
............................................
Writer By S Amar
ଜୟ ଜଗନ୍ନାଥ 🙏🙏🙏
1 day ago (edited) | [YT] | 25
View 2 replies
S Amar Music Odia
ହେ ଜଗା...
ଶୁଭ ସକାଳ 💐
Jay Jagannath 🙏🙏🙏
2 days ago | [YT] | 8
View 0 replies
S Amar Music Odia
Happy Ganesh Puja 🙏
Jay Ganesh Deva 🙏🙏🙏
1 week ago | [YT] | 28
View 0 replies
S Amar Music Odia
ପବିତ୍ର ଗଣେଶ ପୂଜା ଉପଲକ୍ଷେ ସମସ୍ତଙ୍କୁ ହାର୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ...
1 week ago | [YT] | 18
View 0 replies
S Amar Music Odia
ସକାଳ ପ୍ରଣାମ ତୁମରି ନାଆରେ
ଘେନ ଆହେ ଜଗତନାଥ
ତୁମ ପାଦ ତଳେ ଶରଣ ମୁଁ ଗଲି
ସରି ଯାଉ ମୋ ଜୀବନ ପଥ।
ଅନେକ ପଥ ବାକି ଅଛି ପ୍ରଭୁ
କେମିତି ଚାଲିବି ବାଟ
କଣ୍ଟକ ପଥ ଏ ଜୀବନ ମୋର
ପାଦ ହେଲା ରକ୍ତାଘାତ।
ଏ ଜୀଵନ ଭେଳା ଭାସି ଭାସି ଚାଲେ
କୂଳ ଦିଗ ଦିଶୁନାହିଁ
ମୋ ସପନ ହଜିଲା ମଝି ନଈରେ
ବଞ୍ଚିବି କେମିତି ମୁହିଁ।
ଆଖିରୁ ଝରୁଛି ଲୁହର ଧାର
ଗଡି ହେଲାଣି ସମୁଦ୍ର ପାଣି
ଜୀଵନ ନଉକା ଭାସେ ଆଗକୁ ଆଗକୁ
ଟାଣି ଟାଣି ନିଏ କାଳ ଭିଡି।
ଆହେ ଚକାନୟନ ଡାକୁଛି ତୁମକୁ
ତୁମ ଛଡା ଆଉ କିଏ ଅଛି
ଏଇ ଦୁନିଆରେ ଗୋଟିଏ ସତ
ସିଏ ଏକା ମୋର ଜଗତ ନାଥ।
ଜୟ ଜଗନ୍ନାଥ କହି ସର୍ବେ ମଙ୍ଗଳ
ହେଇଯାଉ ଏ ଧରା ଆନନ୍ଦିତ
ସକାଳ ଫୁଲରେ ମହକୁ ଜୀଵନ
ଦୟାକରି ଦିଅ ହେ ପୀତବାସ।
✍️ Writer by S Amar ✍️
ଜୟ ଜଗନ୍ନାଥ 🙏🙏🙏
2 weeks ago (edited) | [YT] | 38
View 5 replies
S Amar Music Odia
ଅଦ୍ୟ ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉପଲକ୍ଷେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା।
ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଏକ ସମ୍ପୂର୍ଣ୍ଣ ନିଆରା ଏବଂ ଗଭୀର ଆଧ୍ୟାତ୍ମିକ ପରମ୍ପରା ଅନୁସାରେ ପାଳିତ ହୋଇଥାଏ। ଶ୍ରୀମନ୍ଦିର ସଂସ୍କୃତିରେ ମହାପ୍ରଭୁ ଶ୍ରୀଜଗନ୍ନାଥ ନିଜେ ଦେବକୀ ମାତାଙ୍କ ରୂପ ଧାରଣ କରି ଭଗବାନ ଶ୍ରୀକୃଷ୍ଣଙ୍କୁ ଜନ୍ମ ଦେଇଥାନ୍ତି, ଯାହା ସାରା ବିଶ୍ୱରେ ଏକ ବିରଳ ପ୍ରଥା। ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଏହି ଦିବ୍ୟ ଜନ୍ମୋତ୍ସବ ଅନୁଷ୍ଠିତ ହୁଏ।
ଜନ୍ମାଷ୍ଟମୀ ଦିନ ସନ୍ଧ୍ୟାଧୂପ ବଢ଼ିବା ପରେ ମୁଖ୍ୟ ଜନ୍ମନୀତି ଆରମ୍ଭ ହୁଏ। ଜୟବିଜୟ ଦ୍ୱାର ବନ୍ଦ କରାଯାଇ ନାଟମଣ୍ଡପରେ ଥିବା ଜନ୍ମ ଚକଡ଼ା ନିକଟରେ ମହାଜନ ସେବକମାନେ ଦେବକୀ ଓ ବାସୁଦେବଙ୍କ ରୂପରେ ଜନ୍ମ ବିଧି ସମ୍ପାଦନ କରନ୍ତି।
ପ୍ରଭୁଙ୍କ ଜନ୍ମ ପରେ ନାଭିକଟା ମଣ୍ଡପରେ ନବଜାତ ଶ୍ରୀକୃଷ୍ଣଙ୍କର ନାଭି ଛେଦନ କରାଯାଏ। ଏଥିପାଇଁ ପାରମ୍ପରିକ କୁଲା, ଛୁରୀ ଏବଂ ଶାମୁକା ବ୍ୟବହାର ହୋଇଥାଏ।
ଜନ୍ମ ପରେ ଶ୍ରୀକୃଷ୍ଣଙ୍କ ପ୍ରତିମା (ମଦନମୋହନ)ଙ୍କୁ ହଳଦୀ ପାଣିରେ ସ୍ନାନ କରାଯାଇ ଚନ୍ଦନ ଓ ନୂତନ ପୀତାମ୍ବର ବସ୍ତ୍ରରେ ସୁସଜ୍ଜିତ କରାଯାଏ।
ବାସୁଦେବଙ୍କ ରୂପଧାରୀ ସେବକ ଶ୍ରୀକୃଷ୍ଣଙ୍କୁ ଏକ ଚାଙ୍ଗୁଡ଼ିରେ ରଖି ସରସ୍ୱତୀ ମନ୍ଦିର ଅଭିମୁଖେ ନେଇଥାନ୍ତି, ଯାହା ଶ୍ରୀକୃଷ୍ଣଙ୍କ ଯମୁନା ନଦୀ ପାର ହେବାର ଦୃଶ୍ୟକୁ ସାଙ୍କେତିକ ଭାବେ ପ୍ରଦର୍ଶିତ କରେ।
#srikrushnajanmastami #janmastami #srijagannathdham #samarmusicodia
2 weeks ago | [YT] | 22
View 1 reply
S Amar Music Odia
Happy Raksha Bandhan 2026
ପବିତ୍ର ରକ୍ଷା ବନ୍ଧନ ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ
ଜୟ ଜଗନ୍ନାଥ 🙏🙏🙏
3 weeks ago | [YT] | 5
View 0 replies
S Amar Music Odia
ତୁମେ ରାମ, ତୁମେ ଶ୍ୟାମ, ତୁମେ ମୋ ଜୀବନର ଆଧାର,
ତୁମେ ମୋ ମନର ଶାନ୍ତି, ତୁମେ ମୋ ହୃଦୟର ସଂସାର।
ତୁମେ ରାମ ହୋଇ ଧର୍ମର ପଥ ଦେଖାଅ,
ତୁମେ ଶ୍ୟାମ ହୋଇ ପ୍ରେମର ରଙ୍ଗ ଲଗାଅ।
ତୁମେ କୃଷ୍ଣ, ତୁମେ କାଳିଆ, ତୁମେ ଜଗତର ନାଥ,
ତୁମ ନାମ ଧରିଲେ ପ୍ରଭୁ, ସହଜ ହୋଇଯାଏ ଜୀବନର ପଥ।
ସୁଖରେ ତୁମେ, ଦୁଃଖରେ ତୁମେ, ତୁମେ ମୋର ସାଥୀ,
ତୁମ ବିନା ଏ ଜୀବନ ପ୍ରଭୁ, ଲାଗେ ଅଧୁରା ରାତି।
ମୋ ଆଖିର ଲୁହ ତୁମେ ଦେଖ, ମୋ ମନର କଥା ତୁମେ ଜାଣ,
ମୁଁ କିଛି ନ ମାଗେ ପ୍ରଭୁ, ଖାଲି ତୁମ ଚରଣେ ଦିଅ ସ୍ଥାନ।
ଜନମ ଜନମ ଧରି ରହୁ ମୋର ତୁମ ସହ ଏଇ ଭକ୍ତିର ସମ୍ପର୍କ,
ହେ ଜଗନ୍ନାଥ, ତୁମ ନାମ ହିଁ ମୋ ଜୀବନର ଶେଷ ଆଶ୍ରୟ ଓ ଅର୍ଥ।
#jayjagannath #foryou #explorepage #trend #viralpost #JayJagannath
1 month ago | [YT] | 152
View 8 replies
S Amar Music Odia
Bharat Maata Ki Jay 🇮🇳
I Love My India ❤️
Jay Hind 🙏
1 month ago | [YT] | 9
View 0 replies
Load more