ଜୟ ଜଗନ୍ନାଥ⭕‼️⭕! ପିଲାମାନେ🫂 ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ | ମୁଁ ଆପଣ ମାନଙ୍କୁ ଏହି Channel କୁ ସ୍ୱାଗତ କରୁଛି | ଏହି Edu Point ୟୁଟ୍ୟୁବ Channel ରେ ଆପଣ ମାନେ ପ୍ରଥମ ଠାରୁ ଦଶମ ଓ +୨ ପର୍ଯ୍ୟନ୍ତ ସମସ୍ତ ଶ୍ରେଣୀର ଶିକ୍ଷ୍ୟା ବିଷୟରେ ଅଧ୍ୟାପନ କରିପାରିବେ | ତାହା ସହ ଆପଣ ମାନେ ଆମ Channel ରେ ବିଭିନ୍ନ ପ୍ରକାରର CURRENT AFFAIRS, CURRENT NEWS, SCOLARSHIP ର UPDATE ବିଷୟରେ ଜାଣିପାରିବେ | ଯଦି ଆପଣ ମାନଙ୍କୁ ପସନ୍ଦ ଲାଗୁଛି, ତେବେ ଆମ ୟୁଟୁବ Channel କୁ SUBSCRIBE କରନ୍ତୁ |
❣️ଧନ୍ୟବାଦ❣️

For Business Inquiry & Promotion:-
psambit471@gmail.com


Edu Point

🐘🌺 ପବିତ୍ର ଗଣେଶ ପୂଜାର ହାର୍ଦ୍ଦିକ ଶୁଭେଚ୍ଛା 🌺🐘

ବିଘ୍ନହର୍ତ୍ତା ପ୍ରଭୁ ଶ୍ରୀ ଗଣେଶଙ୍କ ଆଶୀର୍ବାଦରେ
ଆପଣଙ୍କ ଜୀବନରୁ ସମସ୍ତ ବିଘ୍ନ ଦୂର ହେଉ,
ସୁଖ, ଶାନ୍ତି ଓ ସଫଳତାରେ ଜୀବନ ଭରିଯାଉ। 🙏✨

🌺 ଶ୍ରୀ ଗଣେଶାୟ ନମଃ 🌺

3 days ago | [YT] | 90

Edu Point

🌾✨ ନୂଆଖାଇ ଜୁହାର ✨🌾

ନୂଆ ଧାନର ସୁଗନ୍ଧରେ ଭରିଯାଉ ଜୀବନ,
ନୂଆ ଆଶା ଓ ନୂଆ ଖୁସିରେ ହସିଉଠୁ ପରିବାର।
ମା’ ସମଲେଶ୍ୱରୀଙ୍କ ଆଶୀର୍ବାଦରେ
ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରିଯାଉ।


🌾 ଆପଣଙ୍କ ପରିବାରକୁ ନୂଆଖାଇଁ ର ହାର୍ଦ୍ଦିକ ଶୁଭେଚ୍ଛା। 🙏✨

#edupoint

3 days ago | [YT] | 9

Edu Point

“ବକ୍ରତୁଣ୍ଡ ମହାକାୟ ସୂର୍ଯ୍ୟକୋଟି ସମପ୍ରଭଃ ।
ନିର୍ବିଘ୍ନଂ କୁରୁମେ ଦେବ ସର୍ବକାର୍ଯ୍ୟେ ସୁସର୍ବଦା ।।”

ପବିତ୍ର ଗଣେଶ ପୂଜାର ଶୁଭେଚ୍ଛା ଓ  ଅଭିନନ୍ଦନ ||

‼️ ଜୟ ଶ୍ରୀଗଣେଶ ‼️

4 days ago | [YT] | 33

Edu Point

🙏ଗୁରୁଙ୍କୁ ନମଣିବ ନର, ଗୁରୁ ହିଁ ସାକ୍ଷାତ ଇଶ୍ବର🙏

ଭାରତର ପ୍ରଥମ ଉପରାଷ୍ଟ୍ରପତି,ଦ୍ଵିତୀୟ ରାଷ୍ଟ୍ରପତି,ମହାନ ଦାର୍ଶନିକ,ବିଶିଷ୍ଟ କୂଟନୀତିଜ୍ଞ ଓ ଆଦର୍ଶ ଶିକ୍ଷକ ଭାରତ ରନୂ ଡ଼କ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜୟନ୍ତୀରେ ତାଙ୍କୁ ଭକ୍ତିପୂତ ପ୍ରଣାମ ଓ ଶ୍ରଦ୍ଧାଞ୍ଜଳୀ 💐🙏❤️‍🩹

ଗୁରୁ ଦିବସର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ।
@EduPoint12345

1 week ago | [YT] | 50

Edu Point

EDU POINT ଚ୍ୟାନେଲ ତରଫରୁ ସମସ୍ତଙ୍କୁ
Happy ଜନ୍ମାଷ୍ଟମୀ 🙏

🦚 HAPPY JANMASHTAMI TO ALL OF YOU 🦚

2 weeks ago | [YT] | 1

Edu Point

ପିଲାମାନେ ତୁମର IA -2 ପରୀକ୍ଷା କେବେ ?
Comment ରେ କୁହ 👍

4 weeks ago | [YT] | 4

Edu Point

"କରି କରାଉ ଥାଏ ସେହି
ତା ବିନୁ ଅନ୍ୟ ଗତି ନାହିଁ"
ଜୟ ଜଗନ୍ନାଥ ⭕‼️⭕❤️‍🩹🙏
ହେ ମହାପ୍ରଭୁ ତୁମକୁ ଆମ Channel ତରଫରୁ କୋଟି କୋଟି ପ୍ରଣାମ🙏❤️‍🩹

1 month ago | [YT] | 37

Edu Point

HAPPY INDEPENDENCE DAY TO ALL 🇮🇳

1 month ago | [YT] | 11

Edu Point

I WILL BACK 🔙

3 months ago | [YT] | 4

Edu Point

ତ ପିଲାମାନେ ready ହୋଇଯାଅ ସବୁ ଏବେଠୁ Start ହବ 🙏🙌ସମସ୍ତେ ପୁରା Ready କି ନାଇ Comment କରିଦିଅ😍❤️‍🩹

5 months ago | [YT] | 198