Jay Jagannath ⭕❗⭕
📚 Welcome to Sumanta Guruji – Your trusted platform for Odisha entrance exam, scholarship exam and school exam preparation!

ଏହି ଚ୍ୟାନେଲ୍ ଓଡିଶା ର ଛାତ୍ରଛାତ୍ରୀଙ୍କ ପାଇଁ ନିର୍ମିତ, ଯେଉଁମାନେ ବିଭିନ୍ନ ପ୍ରବେଶିକା ପରୀକ୍ଷା,ବିଭିର୍ନ ବୃତ୍ତି ପରୀକ୍ଷା ଏବଂ ସ୍କୁଲ୍ ପରୀକ୍ଷା ପାଇଁ ପ୍ରସ୍ତୁତି ନେଉଛନ୍ତି।

This channel is specially designed for students preparing for:
✅ Navodaya Vidyalaya Entrance Exam (JNV)
✅ Odisha Adarsha Vidyalaya (OAV) Entrance Exam 2026
✅ NRTS | NMMS | NMMSS | BRUTI |Pathani Samanta |School Exam
✅ AISSEE | Sainik School Entrance Exam 2026
✅ Class 6, Class 7 ,Class 8, Class 9 and Class 10 Math, English Science, Social Science, Odia and Mental Ability

🎯 What You’ll Get:
🔹 Daily Live Classes & Practice Questions
🔹 Previous Year Paper Solutions
🔹 Mock Tests
🔹 Shortcut Tricks & Concept Videos
🔹 Full Syllabus Coverage

📌 Stay connected for free online coaching, real exam papers, and expert guidance by Sumanta Guruji

☎️contact -sksumanta909@gmail.com


sumanta guruji

ବୃତ୍ତି ପରୀକ୍ଷା କେମିତି ହେଇଛି ?☺️

2 weeks ago |[YT] | 126

sumanta guruji

🚨 SPECIAL OFFER ALERT! 🚨🎉

📚 Your dream course is now available at an amazing 25% OFF! 🔥


#sumantaguruji #jnv #oav #cbse

1 month ago |[YT] | 79

sumanta guruji

🏆 ଆମ ଛାତ୍ରଙ୍କ ସଫଳତା, ଆମ ପାଇଁ ଗର୍ବର ମୁହୂର୍ତ୍ତ! ❤️

ଆମର ପ୍ରିୟ ଛାତ୍ର ମନୀଷ ଆଚାର୍ଯ୍ୟଙ୍କୁ ଅନେକ ଅନେକ ଅଭିନନ୍ଦନ! 🎉👏

🥇 କବିତା ଆବୃତ୍ତି – ୧ମ ପୁରସ୍କାର
🥈 ବିତର୍କ ପ୍ରତିଯୋଗିତା – ୨ୟ ପୁରସ୍କାର

ତୁମର ପରିଶ୍ରମ, ଆତ୍ମବିଶ୍ୱାସ ଓ ପ୍ରତିଭା ଆମ ସମସ୍ତଙ୍କୁ ଗର୍ବିତ କରିଛି। 🌟

ଏହି ସଫଳତା ପାଇଁ ମନୀଷଙ୍କୁ ଗୋଟିଏ ❤️ ଓ ଅଭିନନ୍ଦନ କମେଣ୍ଟ କରନ୍ତୁ।

SumantaGuruji #ମନୀଷଆଚାର୍ଯ୍ୟ #ଛାତ୍ରସଫଳତା #କବିତାଆବୃତ୍ତି #ବିତର୍କପ୍ରତିଯୋଗିତା #OdishaStudents #StudentAchievement #ProudMoment #StudentSuccess

1 month ago |[YT] | 84

sumanta guruji

“ଜଣେ ଭଲ ଶିକ୍ଷକ କେବଳ ପାଠ ପଢ଼ାନ୍ତି ନାହିଁ,
ସେ ଜଣେ ଛାତ୍ରର ସ୍ୱପ୍ନକୁ ଦିଗ ଦିଅନ୍ତି
ଏବଂ ତା’ର ଭବିଷ୍ୟତକୁ ଆଲୋକିତ କରନ୍ତି।”

ଶୁଭ ଶିକ୍ଷକ ଦିବସ 💐
SUMANTA GURUJI

1 month ago |[YT] | 268

sumanta guruji

🙏Radhe Radhe 🙏

1 month ago |[YT] | 72

sumanta guruji

ଭାଇ-ଭଉଣୀର ସମ୍ପର୍କ ହେଉଛି ଭଲପାଇବା, ବିଶ୍ୱାସ ଓ ଅସରନ୍ତି ସ୍ନେହର ଏକ ସୁନ୍ଦର ବନ୍ଧନ। ❤️
ରାକ୍ଷୀର ଏହି ପବିତ୍ର ସୂତା ସବୁବେଳେ ଆମ ସମ୍ପର୍କକୁ ଆହୁରି ମଜବୁତ କରୁ। ଜୀବନର ପ୍ରତ୍ୟେକ ଖୁସି ଓ ଦୁଃଖରେ ଆମେ ପରସ୍ପରର ସାଥୀ ହୋଇ ରହିବା।

ଏହି ରାକ୍ଷୀ ପୂର୍ଣ୍ଣିମାରେ ସମସ୍ତ ଭାଇ-ଭଉଣୀଙ୍କୁ ମୋର ଅନେକ ଅନେକ ଶୁଭେଚ୍ଛା। 🌸🪢❤️
ଭାଇ-ଭଉଣୀର ଏହି ସ୍ନେହର ବନ୍ଧନ ସଦା ଏମିତି ଅତୁଟ ରହୁ।

ଶୁଭ ରାକ୍ଷୀ ପୂର୍ଣ୍ଣିମା! 🙏❤️

1 month ago |[YT] | 163

sumanta guruji

Don't Late 😔 For Limited Students 🎁

4 months ago |[YT] | 157

sumanta guruji

🙏ସାମ୍ବ ସଦାଶିବ 🙏

5 months ago |[YT] | 107

sumanta guruji

ହୋଲିର ଏହି ପବିତ୍ର ଅବସରରେ ତୁମମାନଙ୍କୁ ହୃଦୟରୁ ଅନେକ ଅନେକ ଶୁଭେଚ୍ଛା। 🌸🌈
ରଙ୍ଗର ଏହି ପର୍ବ ତୁମ ଜୀବନକୁ ସୁଖ, ଶାନ୍ତି ଓ ସଫଳତାର ରଙ୍ଗରେ ଭରିଦିଅ।

ଯେପରି ଭିନ୍ନ ଭିନ୍ନ ରଙ୍ଗ ମିଶି ସୁନ୍ଦର ଚିତ୍ର ସୃଷ୍ଟି କରେ, ସେପରି ତୁମର ଭଲ ଗୁଣ, ପରିଶ୍ରମ ଓ ସତ୍ୟନିଷ୍ଠା ତୁମ ଭବିଷ୍ୟତକୁ ଉଜ୍ଜ୍ୱଳ କରୁ।

ସବୁବେଳେ ପ୍ରେମ, ଭାଇଚାରା ଓ ସମ୍ମାନକୁ ଜୀବନରେ ଧାରଣ କର।
ସୁରକ୍ଷିତ ଭାବେ ହୋଲି ଖେଳ ଓ ଖୁସିରେ ରୁହ।

ଶୁଭ ହୋଲି! 🌈✨

7 months ago |[YT] | 419

sumanta guruji

ପ୍ରିୟ ଛାତ୍ରଛାତ୍ରୀମାନେ,
ଆଜିର NMMS ପରୀକ୍ଷା ଆପଣମାନଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଦିନ ଟିଏ। ଆପଣମାନେ ଯେଉଁ ପରିଶ୍ରମ, ନିଷ୍ଠା ଓ ଆତ୍ମବିଶ୍ୱାସ ସହିତ ପଢ଼ାଶୁଣା କରିଛନ୍ତି, ସେସବୁର ପରିଣାମ ଆଜି ନିଶ୍ଚିତ ଭାବେ ପ୍ରତିଫଳିତ ହେବ। ପରୀକ୍ଷା ସମୟରେ ଶାନ୍ତ ମନ ରଖନ୍ତୁ, ପ୍ରଶ୍ନଗୁଡ଼ିକୁ ସାବଧାନତାର ସହିତ ପଢ଼ନ୍ତୁ ଏବଂ ନିଜ ଜ୍ଞାନ ଓ କୌଶଳକୁ ସଠିକ୍ ଭାବରେ ପ୍ରୟୋଗ କରନ୍ତୁ।

ଭୟ କିମ୍ବା ଉତ୍ତେଜନାକୁ ଦୂରେ ରଖି, ଆତ୍ମବିଶ୍ୱାସ ସହିତ ପରୀକ୍ଷା ଦିଅନ୍ତୁ। ସଫଳତା ସେମାନଙ୍କୁ ମିଳେ ଯେଉଁମାନେ ନିଜ ଉପରେ ଆଶା ଓ ଭରସା ରଖନ୍ତି। ଆପଣମାନଙ୍କର ଭବିଷ୍ୟତ ଉଜ୍ଜ୍ୱଳ ହେଉ ଏବଂ ଏହି ପରୀକ୍ଷା ଆପଣଙ୍କ ସ୍ବପ୍ନ ପୂରଣର ପଥକୁ ଆଉ ଏକ ପାଇଦାନ ଦେଉ।

NMMS ପରୀକ୍ଷା ପାଇଁ ସମସ୍ତ ଛାତ୍ରଛାତ୍ରୀଙ୍କୁ ଆମ ହୃଦୟରୁ ହାର୍ଦ୍ଦିକ ଶୁଭେଚ୍ଛା। ଭଲ କରନ୍ତୁ, ସଫଳ ହୁଅନ୍ତୁ।

8 months ago |[YT] | 332