Trupti Ranjan Panda

ଟିକିଏ ଭଲ ପାଇବା ରହୁ💝💝💝
#trupticreation
#truptiranjanpanda
Mail 🆔 - panda.litun@gmail.com
📲-୯୯୩୭୯୩୭୯୯୭

👉🏻Welcome to my YouTube channel 🙏

👉🏻If you like my video then like, comment and share...✍🏻

👉🏻Please don't forget to subscribe My Channel😊🙏💝

💝ଜଗତର ନାଥ ପ୍ରଭୁ ଜଗନ୍ନାଥ ସମସ୍ତଙ୍କୁ ସଦା ସର୍ବଦା ଘଣ୍ଟ ଘୋଡେ଼ଇ ରଖନ୍ତୁ🙏🙏🙏"ଜୟ ଜଗନ୍ନାଥ" 💝


Trupti Ranjan Panda

DIGITAL CROP SURVEY କରିବା ସମୟରେ କୌଣସି ଅସୁବିଧା ସାମ୍ନା କଲେ ଆପଣ ମାନେ ମୋର contact ନମ୍ବର ରେ ପରାମର୍ଶ କରି ପାରିବେ
#echasaodisha
#cropsurvey

3 months ago | [YT] | 0

Trupti Ranjan Panda

ଆସନ୍ତା କାଲି ୨୭ ଅଗଷ୍ଟ ରେ CM KISAN ର ତୃତୀୟ କିସ୍ତି ଚାଷୀଙ୍କ ଖାତାକୁ ଯିବ

4 months ago | [YT] | 3

Trupti Ranjan Panda

ସୁଭଦ୍ରା ଯୋଜନା ପାଇଁ ଯୋଗ୍ୟ ଏବଂ ଅଯୋଗ୍ୟ ମାନଦଣ୍ଡ.
(କିଏ ପାଇବ ଆଉ କିଏ ପାଇବନି).....ଆପଣ ଏହାକୁ ଶେଷ ଯାଏଁ ପଢ଼ିଲେ ନିଶ୍ଚିନ୍ତ ଭାବରେ ଆପଣଙ୍କ ମନରେ ଥିବା ଦ୍ଵନ୍ଦ ଦୂର ହେବ....

1 year ago | [YT] | 1

Trupti Ranjan Panda

ବଦଳିଲା କାଳିଆ ଯୋଜନା ନାମ...ପରିବର୍ତ୍ତନ ନାମ ସିଏମ୍ କିସାନ୍ ଯୋଜନା...ଏହି ଯୋଜନା ପାଇଁ ରାଜ୍ୟ ସରକାର ବଜେଟ ଘୋଷଣା କରି ସାରିଛନ୍ତି....ବହୁତ୍ ଶୀଘ୍ର ଆପଣ ମାନେ ଏହି ଯୋଜନା ପାଇଁ ନୂଆ Apply କରିବା ସହିତ ନୂତନ କିସ୍ତି ମଧ୍ୟ ପାଇ ପାରିବେ ।।

1 year ago | [YT] | 1

Trupti Ranjan Panda

ଯେଉଁ ଚାଷୀ ଭାଇ ଓ ଭଊଣି ମାନେ ଚାଷ ଉପକରଣ(ଯନ୍ତ୍ରପାତି) କିଣିବାକୁ ଚାହୁଁଛନ୍ତି ଆଯିହିଁ Go Sugam Portal ରେ ବୁକିଂ କରି ନିଅନ୍ତୁ ।
ଆବଶ୍ୟକ ଦସ୍ତାବିଜ୍ -:
୧. ଆଧାର କାର୍ଡ
୨. ପାସ୍ ବୁକ୍
୩. ଜମି ପଟ୍ଟା
୩. DBT NO. ହେଇଥିବା ଦରକାର୍
୪. କୃଷକ ଓଡ଼ିଶା ପଞ୍ଜିକରଣ କରିଥିବା ଦରକାର୍
୫. ମୋବାଇଲ ନମ୍ବର

1 year ago | [YT] | 0

Trupti Ranjan Panda

ମୋର ସମସ୍ତ ଭିଡିଓ ଦେଖି ଆପଣ ମାନେ ମୋର ଚାନେଲ କୁ subscribe କରି 1 ରୁ 1000 କରିଥିବାରୁ ଆପଣ ମାନଙ୍କୁ ମୋ ତରଫରୁ ବହୁତ୍ ସାରା ଭଲ ପାଇବା💖💖💖💖🙏🏻🙏🏻ଆଉ ମୋର ବଡ଼ ଭାଇ ଆଉ ଭଉଣି ମାନଙ୍କୁ ଆଶୀର୍ବାଦ ମାଗୁଛି 🙏🏻🙏🏻 ଆପଣ ମାନଙ୍କ ବହୁମୂଲ୍ୟ ସମୟ ମଧ୍ୟରୁ ମୋ ପାଇଁ କିଛି ଦେଇଥିବାରୁ ମୁଁ ଆପଣଙ୍କ ପାଖେ ଚିର ରୁଣୀ...ଭାବୁଛି ଏହି ଭଲ ପାଇବା ଆଗକୁ ବଜାଇ ରଖିବେ.... ମୋର କିଛି ତ୍ରୁଟି ରହୁଥିଲେ comment ମାଧ୍ୟମରେ ଜଣେଇବେ🙏🏻🙏🏻🙏🏻ପ୍ରଭୁ ଜଗନ୍ନାଥଙ୍କ ପାଖେ ଏତିକି ପ୍ରାର୍ଥନା ସମସ୍ତଙ୍କୁ ସଦା ସର୍ବଦା ଭଲରେ ରଖନ୍ତୁ 🙏🏻🙏🏻🙏🏻ଜୟ ଜଗନ୍ନାଥ
#0k
#1K
💝💝💝💝💝💝🙏🙏🙏💝💝💝💝💝

1 year ago | [YT] | 3

Trupti Ranjan Panda

*ଆପଣ ଯେଉଁ ମାନେ ନୂଆ କରି ପ୍ରଥମ ଥର ନିଜର ନାମ ଭୋଟର ଲିଷ୍ଟ ରେ ଚଢ଼େଇ ଚନ୍ତି ...
*ଏବେ ଏବେ ନୂଆ ଲିଷ୍ଟ on line ରେ ଆସି ଯାଇ ଅଛି *ଆପଣ ମାନେ ଚାହିଁଲେ ELECTION COMMISSION OF INDIA ନିଜ ମୋବାଇଲ ର ଗୁଗୁଲ ରେ ମାରି ଆପଣଙ୍କର ଲିଷ୍ଟ ଆସିଚି କି ନାହିଁ ଜାଣି ପାରିବେ ।
*୧ମ:- ଗୁଗୁଲ୍ ରେ ELECTION COMMISSION OF INDIA ମାରିବେ
*୨ୟ:- ନୂଆ PAGE ଖୋଲିଲେ ELECTION COMMISSION OF INDIA ଉପରେ ଟଚ୍ କରିବେ
*୩ ୟ:- ମୋବାଇଲ ସ୍କ୍ରିନ ଉପରେ ଲେଫ୍ଟ ସାଇଡ ରେ MENU ଉପରେ ଟଚ୍ କରିବେ
*୪ଥ:- ସ୍କ୍ରିନ ରେ ଦେଖାଯାଉଥିବା ଲେଖାର ଡାହାଣ ପଟ ସାଇଡ ରେ ELECTROL ROLL ଉପରେ ଟଚ୍ କରିବେ
*୫ମ:- ତା ପର ସ୍କ୍ରିନ ରେ LINK TO PDF E- ROLL ଉପରେ ଟଚ୍ କରିବେ
*୬ଷ୍ଟ:- ଆପଣଙ୍କର ଷ୍ଟେଟ ODISHA ବୋଲି ସିଲେକ୍ଟ କରିବେ
*ଶେଷରେ ଆପଣଙ୍କର ଜିଲ୍ଲା,ନିର୍ବାଚନ ମଣ୍ଡଳୀ,ଆଉ ଯୋଉଠି ଭୋଟ ଦିଅ(ବୁଥ୍ )ସେଇ ଜାଗା ମାନ ଲେଖି ତଳେ ଥିବା ଲେଖାକୁ(capetha )ବକ୍ସ ରେ ଲେଖି ଆଗକୁ ବଢନ୍ତୁ ଆପଣଙ୍କର ବୁଥ ଦେଖେଇବ ତା ଉପରେ ଟଚ୍ କରି ଆପଣ ଆପଣଙ୍କର ଲିଷ୍ଟ ଡାଉନଲୋଡ କରି ଦେଖି ପାରିବେ
"ଧନ୍ୟବାଦ୍ "
ମୋର ଚାନେଲ୍ କୁ ନୂଆ ଆସିଥିଲେ like, comment କରିବା ସହିତ SUBSCRIBE କରିବେ 🙏🙏🙏 ଯାହା ଦ୍ଵାରା ମୋର ଆଗକୁ ବଢ଼ିବାକୁ INTERST ଲାଗିବ 😊😊😊

2 years ago | [YT] | 1

Trupti Ranjan Panda

Online କାଳିଆ Apply କରିବାର ସାଇଟ୍ ଆଜିଠୁ 31/12/2023 ପର୍ଯ୍ୟନ୍ତ ଖୋଲା ରହିବ ଯେଉଁ ମାନେ ନୂଆ କାଳିଆ Apply ଅଥବା କୌଣସି ଭୁଲ୍ ସଂଶୋଧନ ପାଇଁ ଆଉ ଥରେ Apply କରିବାକୁ ଚାହୁଁଛନ୍ତି ଆପଣ ମାନେ ଆଜିଠୁ online grievances ରେ ଆବେଦନ କରି ପାରିବେ...

2 years ago | [YT] | 1

Trupti Ranjan Panda

ଯଥା ଶୀଘ୍ର ଏହି କାର୍ଯ୍ୟ କରି ନିଅନ୍ତୁ...
ଆପଣଙ୍କର KALIA ଏବଂ PM KISAN ଟଙ୍କା ତୁରନ୍ତ ଆସିଯିବ🙏

2 years ago | [YT] | 1