ଆପଣ ଙ୍କ ଜୀବନ କାହାଣୀ ମୁଁ ଲେଖେ, ମୋ ଜୀବନ କାହାଣୀ ମୋତେ ଅଜଣା, ହସ ଦେଇ ଲୁହ କିଣେ ଇଏ ହିଁ ହେଉଛି ମୋ ଠିକଣା..💕💕💕ମୋ ଚ୍ୟାନେଲ ମାଧ୍ୟମରେ ଅଡ଼ିଶାର ତଥା ବାହାର ରାଜ୍ୟର ସଂସ୍କୃତି, ଐତିହ, ପରମ୍ପରା, ପକୃତି ଏବଂମୋର ନିଜସ୍ୱ ଲେଖା କବିତା ପରିବେଷଣ କରି ଆପଣମାନଙ୍କ ମନୋରଞ୍ଜନ କରିବାକୁ ସକ୍ଷମ ଭାବେ ଚେଷ୍ଟା କରିବି ।
I am nature and culture's lover
ଆସୁଛି ମାର୍କେଟ କୁ.. ଆଶା ରଖୁଛି ଭଲ ପାଇଵା ସାଉଁଟିବ.🙏🏻✍🏻
1 month ago | [YT] | 4
View 0 replies
I am nature and culture's lover
ପ୍ରଭୁ ଧବଳେଶ୍ୱର ଙ୍କ ବଡ଼ ଓଷା ଭୋଗ..
1 month ago | [YT] | 7
View 0 replies
I am nature and culture's lover
ଅଣ ଦେଖା ନକରି like ଟିଏ କରିଦିଅନ୍ତୁ 👍🏻
ଜୟ ମା କାଳୀ 🥰🙏🏻🙏🏻🙏🏻
2 months ago | [YT] | 10
View 0 replies
I am nature and culture's lover
youtube.com/shorts/zycT7uwcna...
☝🏻☝🏻☝🏻☝🏻☝🏻☝🏻
Please everyone subcribe my sister in law channel
Yammmi and amazing cooking channel 😋😋
2 months ago | [YT] | 4
View 1 reply
I am nature and culture's lover
https://youtu.be/zAGi3C5e1Fg?feature=...
Please subscribe to my channel
2 months ago (edited) | [YT] | 9
View 0 replies
I am nature and culture's lover
Every person life story so different and pain fully 🫣🥲
3 months ago | [YT] | 6
View 0 replies
I am nature and culture's lover
ଶ୍ରୀ ଗଣେଶ ଚତୃର୍ଥୀ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଧିକ ଶୁଭକାମନା, ମହାବିନାୟକ ଗଜାନନ ସମସ୍ତ ଙ୍କ ଜୀବନ ରୁ ସବୁ ଦୁଃଖ କୁ ବିନାଶ କରି ସୁଖ, ସମ୍ପଦ ତଥା ଜ୍ଞାନ ର ଅଭୁଦୟ କରାନ୍ତୁ, ଗଣପତି ବାପ୍ପା ମୋରିୟା, ମଙ୍ଗଳ ମୂର୍ତ୍ତି ମୋରିୟା 🙏🏻🙏🏻🙏🏻
3 months ago | [YT] | 8
View 0 replies
I am nature and culture's lover
ବଗିଚାରେ ଫୁଟିଥିବା ଏଇ ସୁନ୍ଦର ଫୁଲ ଟି ଆହାଃ କେତେ ଆକର୍ଷଣୀୟ ଲାଗୁଛି..
4 months ago | [YT] | 11
View 0 replies
I am nature and culture's lover
ବାଲିରଥ ତୋଳିଛୁ ତୁ ଶରଧା ବାଲିରେ କାଳିଆ,
ତୋ ରୂପର ଉପମା ଦେବି ମୁଁ କହ କାହା ଭଳିଆ...
ନିଜେ ନିଜକୁ ଗଢିଛୁ, ମୋତେ ବି ଗଢିଛୁ,
ସବୁ କରି ପୁଣି ଅଭିମାନ କାଇଁ କରୁଛୁ..
ଅଝଟିଆ ସିନା ତୁ ଯଶୋଦା ମା " ପାଇଁ,
ସେହ୍ନ ତୋର ପରା ଗୁଣ୍ଡିଚା ମାଉସି ପାଇଁ,
ଅଭିମାନ ଭାଙ୍ଗି ଅଳି ସବୁ ଧରି ଚାଲି ଆସେ
ପୋଡ଼ ପିଠା ଖାଇବା ପାଇଁ..।।
5 months ago | [YT] | 11
View 1 reply
I am nature and culture's lover
କେମିତି ଅଛ ହେ ଅଣସଣ ଘରେ,
ପଥି ପଣା ଖାଇ ଦଇତା ମେଳରେ.।
ଜରୁଆ ଦେହରେ ଖଇ ଫୁଟା ତାତି,
ଭାବିଦେଲେ ଥରେ ଫାଟି ଛାତି..।
ଭଲ ହୋଇଯାଏ ହେ ନାଥ.🙏
ତାଟିକୁ ଫିଟାଇ ମାଟିକୁ ଉଲ୍ହାହ
ଚାହିଁ ରହିଛନ୍ତି ତିନି ରଥ..।।
6 months ago | [YT] | 8
View 1 reply
Load more