ଏହି ଚାନେଲ ଟି ସବୁ ଓଡ଼ିଆ ଭାଇ ଓ ଭଉଣୀ ମାନଙ୍କ ପାଇଁ ଉଦିଷ୍ଟ ବିଶେଷ କରି ଯେଉଁମାନେ ଖାଦ୍ଯତିଆରି କରିବାରେ ନୁଆଁ ଏବଂ ରୁଚି ରଖନ୍ତି | ଏଠି ଆପଣମାନେ ସବୁ ପ୍ରକାରର ନିରାମିଷ ( veg ) ଓଡ଼ିଆ , ଇଣ୍ଡିଆନ, ଚାଇନିଜ recipes ସହଜରେ ଏବଂ ଅଳ୍ପ ସମୟରେ ଟିପ୍ସ ସହିତ କେମିତି ହେବ ଶିଖି ପାରିବେ | ଆମ ମାତୃ ଭାଷା ଓଡ଼ିଆ ( Odia ) ଏତେ ମଧୁର ଜେ ବନାଉଥିବା ସବୁ ଖାଦ୍ଯର ଶୈଳୀ କୁ ଓଡ଼ିଆ ରେ ହିଁ କୁହାଯାଇଛି | ତାହା ଦ୍ଵାରା ସବୁ ଓଡ଼ିଆ ମା , ମାଉସୀ ମାନେ ଅତି ସହଜରେ ବୁଝି ମଧ୍ୟ ପାରିବେ | ଯେଉଁମାନେ ଓଡ଼ିଆ ନୁହନ୍ତି ସହଜ ହେବା ପାଇଁ ସବୁ ଭିଡ଼ିଓ ରେ ଇଂଗ୍ରାଜୀ ରେ ମଧ୍ୟ ଲେଖା ହେଉଛି | ଆଜି subscribe କରନ୍ତ |
This channel is for all my Odia mothers and sisters who wants to learn and make the recipes at home . Here you can learn perfect Odia , Indian , Chinese Veg recipes very easily with tips and tricks.
I am trying to upload as much videos I can and all videos are in Odia So that it will be easily understandable. English captions are being available for all my non-Odia viewers. Subscribe the channel and press the bell icon to get notification of our latest updates. Thank you.
Kamini's Kitchen
ମୋ Instagram I'd କୁ ଥରେ ଦେଖନ୍ତୁ ଭଲ ଲାଗିଲେ Follow କରିବେ / ଧନ୍ୟବାଦ💐🙏
Ramayan Motivation story in odia / Ravan 4 dream not full fill / Ramayan Ravan Ram Heart touching story motivation / Subhrajit swain ##motivation #ramayana #ravan #odiareels #trendingreels #explorepage #daily
www.instagram.com/reel/DPDViwqk7aB/?igsh=MXg0azFzO…
3 months ago | [YT] | 0
View 0 replies
Kamini's Kitchen
odisha Govt Calendar
9 months ago | [YT] | 0
View 0 replies
Kamini's Kitchen
9 months ago | [YT] | 1
View 0 replies
Kamini's Kitchen
ବାଃ ବାଃ ରେ ଦୁନିଆ
ମୃତ୍ୟୁ - ସମସ୍ତଙ୍କୁ ଆସିବ କିନ୍ତୁ ମରିବାକୁ କେହି ଚାହାନ୍ତି ନାହିଁ !
ଖାଦ୍ୟ - ସମସ୍ତଙ୍କୁ ଆବଶ୍ୟକ କିନ୍ତୁ ଚାଷ କରିବାକୁ କେହି ଚାନାହାଁନ୍ତି ନାହିଁ!
ଛାଇ - ସମସ୍ତେ ଖୋଜନ୍ତି କିନ୍ତୁ ଗଛ ଲଗାଇବା, ଗଛ ବଞ୍ଚାଇବା କେହିଁ ଚାହାନ୍ତି ନାହିଁ
ପାଣି - ଜୀବନ ବଞ୍ଚାଇ ଥାଏ କିନ୍ତୁ ଜଳ ସଂରକ୍ଷଣ କେହି ଚାହାଁନ୍ତି ନାହିଁ!
ବୋହୂ - ସମସ୍ତେ ଚାହାଁନ୍ତି କିନ୍ତୁ କନ୍ୟା ସନ୍ତାନ କେହି ଚାହାନ୍ତି ନାହିଁ !
9 months ago | [YT] | 1
View 0 replies
Kamini's Kitchen
ସୁଭଦ୍ରା ଯୋଜନା ମାର୍ଚ୍ଚ ୮ ଆସିବିନି | କଣ କରିବେ
10 months ago | [YT] | 0
View 0 replies
Kamini's Kitchen
ସୁଭଦ୍ରା ଯୋଜନା ମାର୍ଚ୍ଚ ୮ ଆସିବିନି | କଣ କରିବେ
10 months ago | [YT] | 0
View 0 replies
Kamini's Kitchen
Jagar gk
10 months ago | [YT] | 0
View 0 replies
Kamini's Kitchen
ମାଘ ସପ୍ତମୀ କଣ ଇତିହାସ ?
11 months ago | [YT] | 0
View 0 replies
Kamini's Kitchen
Ratan Tata 😢 ଆଉ ନାହାନ୍ତି
1 year ago | [YT] | 0
View 0 replies
Kamini's Kitchen
ରାକ୍ଷୀ ଜଗନ୍ନାଥ ଓ ମାଲତୀ ର କାହାଣୀ | ଆଖିରୁ ଲୁହ ଆସିଯିବ |
1 year ago | [YT] | 0
View 0 replies
Load more