Odia travel vlog
Welcome to my Odia YouTube channel! 🌍✨

If you’re passionate about exploring new places, experiencing diverse cultures, and discovering the hidden gems of Odisha and beyond, you’ve come to the right place! On this channel, I share exciting travel vlogs, breathtaking destinations, and local experiences, all through an Odia lens. From serene beaches and historic temples to vibrant festivals and stunning landscapes, join me on a journey of adventure, exploration, and unforgettable memories.

Subscribe and let’s embark on this travel journey together! ✈️🎥

#OdiaVlog #TravelWithMe #OdiaTravel #Vlogging #ExploreOdisha



Vlog Ster

ଆଜି ରବିବାରରେ ଘରେ ରହି ବାବା ଧବଳେଶ୍ୱରଙ୍କ ଦର୍ଶନ କରନ୍ତୁ

1 year ago | [YT] | 148

Vlog Ster

ବାବା ଧବଳେଶ୍ୱରଙ୍କ ନିକଟରେ ଲାଗିହେଲା ଗଜଭୋଗ।ବାବା ହରିହର ବେଶ ରେ ଦର୍ଶନ ଦେଉଛନ୍ତି ଶ୍ରଦ୍ଧାଳୁଙ୍କୁ।

1 year ago | [YT] | 332

Vlog Ster

Dhabaleswar Temple

1 year ago | [YT] | 2

Vlog Ster

ବାବା ଧବଳେଶ୍ୱର ପୀଠରେ ବଡ଼ଓଷା ଆଜି ବଡ଼ ସିଂହାର ବେଶ ରେ ଦର୍ଶନ ଦେଉଛନ୍ତି ବାବା।ଏହି ବେଶ କୁ ଦର୍ଶନ କରିବା ପାଇଁ ବର୍ଷ ତମାମ ଭକ୍ତ ଅପେକ୍ଷା କରି ରହିଥାନ୍ତି।

1 year ago | [YT] | 141

Vlog Ster

ପୁରା ଭିଡ଼ିଓ ଦେଖନ୍ତୁ https://youtu.be/2In3DCVfaJY?si=PtuIl...

1 year ago | [YT] | 144

Vlog Ster

https://youtu.be/xqarTZ1PCFY?si=AvbDG... ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କୁ ଆଜି କାଜୁ,କିସମିସ,ଆଲମଣ୍ଡ, ଚେରି ,ଖଜରା ରେ ବାବା ଧବଳେଶ୍ୱର ଙ୍କୁ ସଜ୍ଜିତ କରାଯାଇଛି ।

1 year ago (edited) | [YT] | 206

Vlog Ster

ଆଜି ଶୁଭ ସୋମବାରରେ ଘରେ ରହି ବାବା ଧବଳେଶ୍ୱରଙ୍କ ଦର୍ଶନ କରନ୍ତୁ।

1 year ago | [YT] | 261

Vlog Ster

ଆଜି ଶନିବାର ରେ ଘରେ ରହି ବାବା ଧବଳେଶ୍ୱରଙ୍କ ଦର୍ଶନ କରନ୍ତୁ।
https://youtu.be/g-EmzyUGIb4?si=b9rya...

1 year ago (edited) | [YT] | 376

Vlog Ster

Watch new video

1 year ago | [YT] | 0