Socialtalk Official

ଜୟ ଶ୍ରୀରାମ 🚩
ମୋର ସମସ୍ତ ଭାଇ ଓ ଭଉଣୀ ମାନଙ୍କୁ ଏହି YouTube channel ରେ ସ୍ୱାଗତ , ଏହି Channel ରେ ହିନ୍ଦୁତ୍ୱ, ରାଷ୍ଟ୍ରବାଦ, ରାଜନୀତି, social awarness ସମ୍ବନ୍ଧୀୟ ତଥ୍ୟ ପ୍ରକାଶ କରାଯିବ ଯେଉଁ ମାନେ ଏହି ଉପରେ ଆଗ୍ରହ ପ୍ରକାଶ କରୁଥିବେ ତେବେ ଆପଣ ମାନଙ୍କ channel social talk official କୁ support କରିବେ. ଜୟ ଶ୍ରୀ ରାମ 🚩

Hi friends,
My name is prakash and welcome to our channel Social Talk Official . Share, Support, Subscribe,this channel !!

Channel I'd
/ @Socialtalkofficial01

for business - socialtalkofficial@gmail.com
DISCLAIMER :
Copyright disclaimer under section 107 of the copyright act 1976, allowance is made for "fair use" for purposes such as criticism, comments, news reporting, teaching, scholarship and research. Fair use is a use permitted by copyright statute that might otherwise be infringing. Non-profit educational or personal use tips the balance in favor for fair use.



Socialtalk Official

ମୁଁ ଆଜି ୯ଟା ରେ YouTube ରେ live ଆସୁଛି ଆଉ ୮ଟା ରେ facebook ରେ live ଆସିବି ଆପଣ ଙ୍କ ଯାହା question ଥିବ ମତେ ପଚାରି ପାରିବେ ଜୟ ଶ୍ରୀ ରାମ 🙏🏻🚩

5 months ago | [YT] | 290

Socialtalk Official

🙏ଜୟ ଜଗନ୍ନାଥ 🙏.......
ମୋର ସମସ୍ତ YouTube family ଆପଣମାନଙ୍କ ଭଲପାଇବା ପାଇଁ ଆଜି 150k subscriber ସମ୍ପୂର୍ଣ ହେଲା ସେଥିପାଇଁ ଆମକୁ support କରୁଥିବା ମୋର ସବୁ ଭାଇ, ଭଉଣୀ ଏବଂ ଗୁରୁଜନ ମାନଙ୍କୁ ଅନେକ ଅନେକ ଧନ୍ୟବାଦ |

1 year ago | [YT] | 1,498

Socialtalk Official

ମୋଦୀଜୀଙ୍କ ଶାସନରେ ମହିଳାଙ୍କୁ ପ୍ରାଧାନ୍ୟ 🙏

1 year ago | [YT] | 945

Socialtalk Official

ଛାତ୍ରପତି ଶିବାଜୀ ମହାରାଜ ଜନ୍ମଜୟନ୍ତୀ ତିଥିରେ ଆପଣଙ୍କୁ ସୂବେଚ୍ଛା ||

1 year ago | [YT] | 2,929

Socialtalk Official

ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ଆପଣ ମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା

1 year ago | [YT] | 1,682

Socialtalk Official

ମହାନ୍ ଜନନାୟକ, ପୂର୍ବତନ ପ୍ରାନମନ୍ତ୍ରୀ, ଭାରତରତ୍ନ ଅଟଳ ବିହାରୀ ବାଜପେୟୀ ଜନ୍ମ ଜୟନ୍ତୀ ଅବସରରେ ବିନମ୍ର ପ୍ରଣାମ 🙏

1 year ago | [YT] | 1,794

Socialtalk Official

ପବିତ୍ର ତୁଳସୀ ପୂଜନ ଦିବସ ଶୁଭେଚ୍ଛା ଓ ଶୁଭକାମନା 🙏

1 year ago | [YT] | 3,099

Socialtalk Official

ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କ ସହ ଆଜି ପୁନର୍ବାର ସାକ୍ଷାତ କରି ଓଡ଼ିଶାରେ ଗୋହତ୍ୟା ବିଲ୍ ଏବଂ ଓଡ଼ିଶାରେ ଥିବା ରୋହିଜ୍ଞା ବାଂଲାଦେଶୀ ଙ୍କୁ ଚିହ୍ନଟ କରି ବାହାର କରାଯିବା ବିଷୟରେ ଅନୁରୋଧ କରିଲି |
🙏 ଜୟ ଜଗନ୍ନାଥ 🙏

1 year ago | [YT] | 4,225

Socialtalk Official

ପବିତ୍ର ପ୍ରଥମାଷ୍ଟମୀ ରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା 🙏

1 year ago | [YT] | 1,332

Socialtalk Official

ପବିତ୍ର ଜନ୍ମଦିନରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ପ୍ରକାଶ ଭାଇ। ସଂଗଠନ ପ୍ରେମୀ ଗୋମାତାର ସେବକ ।
ମୁଁ ଶ୍ରୀରାମଙ୍କ ପାଖରେ ଏତିକି ପ୍ରାର୍ଥନା କରୁଛି ଯେ, ସବୁ ବେଳେ ଖୁସିରେ ରୁହ ସୁସ୍ଥ ରୁହ ତୁମ ଚଲାପଥ ତୁମର ମଙ୍ଗଳମୟ ହେଉ ମୁଁ ପ୍ରଭୁ ଜଗନ୍ନାଥଙ୍କ ପାଖରେ ତୁମର ଦୀର୍ଘାୟୁ କାମନା କରୁଛି l
Happy Birthday👑💐🎂✨
Prakash bhai 💐❣️

1 year ago | [YT] | 3,406