shreeJAGANNATH BHAJANA CREATOR

"ଜୟ ଜଗନ୍ନାଥ! 🙏
ଏହି ଚ୍ୟାନେଲରେ ଆପଣ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ସୁନ୍ଦର ଭଜନ, ଜଣାଣ ଏବଂ ଆଧ୍ୟାତ୍ମିକ ଭିଡିଓଗୁଡ଼ିକ ଦେଖିବାକୁ ପାଇବେ। ଭକ୍ତି ସଙ୍ଗୀତ ମାଧ୍ୟମରେ ମନକୁ ଶାନ୍ତି ଦେବା ପାଇଁ ଆମ ଚ୍ୟାନେଲ୍ ସହିତ ଯୋଡ଼ି ହୋଇ ରୁହନ୍ତୁ।
ଯଦି ଆପଣଙ୍କୁ ଆମର ଭିଡିଓ ଭଲ ଲାଗୁଛି, ତେବେ ଚ୍ୟାନେଲକୁ Subscribe କରନ୍ତୁ ଏବଂ ଶେୟାର୍ କରନ୍ତୁ।
ଜୟ ଜଗନ୍ନାଥ!"