Namaskar.Jaya Jagannatha. Please watch this channel for Jagannath Bhajan,Krishna Bhajan and Aratis.


Jaya Jagannatha

#alati#mangalalati

ତୁମରି ନା ଆଁ ରେ ସକାଳ ଆରମ୍ଭ
ତୁମରି ନାଆଁ ରେ ଦିନ ସରେ
ଜୟ ଜଗନ୍ନାଥ ହରେ...

1 week ago (edited) |[YT] | 4

Jaya Jagannatha

ଶ୍ରିତ କମଳା କୁଚ ମଣ୍ଡଳ ଧୃତ କୁଣ୍ଡଳ
କଳିତ ଲଳିତ ବନମାଳ ଜୟ ଜୟ ଦେବହରେ.
ଦୀନ ମଣି ମଣ୍ଡଳ ମଣ୍ଡନ ଭାବ ଖଣ୍ଡନ
ମୁନିଜନ ମାନସ ହଂସ ଜୟ ଜୟ ଦେବହରେ.
କା ଳୀୟ ବିଷଧର ଗଞ୍ଜନ ଜନ ରଞ୍ଜନ
ଜଦୁକୁଲ ନଳୀନ ଦିନେଶ ଜୟ ଜୟ ଦେବହରେ
ମଧିମୂର୍ ନରକ ବିନାଶ ନ ଗରୁଡ଼ାସନ
ସୁରକୁଲ କେଳି ନିଦାନ ଜୟ ଜୟ ଦେବହରେ......

2 weeks ago (edited) |[YT] | 6

Jaya Jagannatha

ଜଗବନ୍ଧୁ ପରି ଜଣେ ସାମନ୍ତ ନାହିଁ ନାହିଁତ
ଚଉଦ ଭୁବନ ବାରତା ଜାଣନ୍ତି ଚକ୍ରରେ ଛେଦନନ୍ତି ଆରତ.

1 month ago (edited) |[YT] | 7

Jaya Jagannatha

ଆହେ ନୀଳାଚଳ ନାୟକ
ଦୀନ ଅକିଞ୍ଚନେ ସୁଖ ଦାୟକ
ଚନ୍ଦ୍ରକାନ୍ତି ଜିଣି କମନୀୟ ଠଆଣୀ
କଳା କଳେବର କି ଜକ ଜକ.

1 month ago (edited) |[YT] | 6