ନମସ୍କାର ମୁଁ ରାମ ମଣ୍ଡଳ। ଆପଣ ମାନଙ୍କୁ ମୋ ଚ୍ୟାନେଲ ରେ ସ୍ବାଗତ କରୁଛି। ମୁଁ ଆପଣ ମାନଙ୍କୁ ଆଦିବାସୀ ଲୋକ ମାନଙ୍କର ଖାଦ୍ୟ, ପେୟ, ନାଚ, ଗୀତ ଏବଂ ସେମାନଙ୍କର ସାମାଜିକ ପର୍ବ ପର୍ବାଣୀ ବିଷୟ ରେ ଦେଖାଇ ବାକୁ ଚାହୁଁ ଅଛି । ଆପଣ ମାନେ ମୋତେ ସହଯୋଗ କରନ୍ତୁ .
ସମସ୍ତ ଙ୍କୁ ମୋର ଧନ୍ୟବାଦ.🙏🙏🙏
............................
Hello Guys! We're Here To💝 Soura Vlog, Odia Language.
PLEASE DO LIKE,SHARE & SUBSCRIBE 🙏🙏💖💞❤️🩹
Jay Jagannath🙏🙏
Jay mahaveer🙏
For businesses enquiry & sponsorship:- rjlram30@gmail.com
Name:- Ram Mandal
From (R Udayagiri) Gajapati, odisha (india)
𝐒𝐎𝐔𝐑𝐀 𝐕𝐋𝐎𝐆
🇮🇳 ୧୫ ଅଗଷ୍ଟ ସ୍ୱାଧୀନତା ଦିବସ 🇮🇳
ମୋ ପ୍ରିୟ ଦର୍ଶକମାନଙ୍କୁ ହୃଦୟରୁ ଧନ୍ୟବାଦ! ❤️
ଆପଣମାନଙ୍କର ଭଲପାଇବା, ସମର୍ଥନ ଓ ବିଶ୍ୱାସ ପାଇଁ ମୁଁ ସବୁବେଳେ କୃତଜ୍ଞ। 🙏
ଆପଣମାନଙ୍କର ସାଥ୍ ଓ ଆଶୀର୍ବାଦ ହିଁ ମୋତେ ଆଗକୁ ବଢ଼ିବାର ପ୍ରେରଣା ଦିଏ।
ଆପଣମାନେ ହିଁ ମୋର ଶକ୍ତି, ଆପଣମାନେ ହିଁ ମୋର ପରିବାର। ❤️
ଏହି ପବିତ୍ର ସ୍ୱାଧୀନତା ଦିବସରେ ଆପଣମାନଙ୍କୁ ମୋର ହୃଦୟରୁ ଶୁଭେଚ୍ଛା। 🇮🇳
ଜୟ ହିନ୍ଦ! 🇮🇳
ବନ୍ଦେ ମାତରମ୍! ❤️
ଭାରତ ମାତା କି ଜୟ! 🇮🇳
1 week ago | [YT] | 17
View 0 replies
𝐒𝐎𝐔𝐑𝐀 𝐕𝐋𝐎𝐆
❤️ ଆପଣମାନଙ୍କ ପ୍ରେମ ଓ ସହଯୋଗ ପାଇଁ ❤️
ଆମ ଇନ୍ଷ୍ଟାଗ୍ରାମର ପରିବାରରେ 📸
👥 5,000 ହଜାର ପୂର୍ଣ୍ଣ ହେଲା! 🎉
ଆପଣମାନଙ୍କୁ ହୃଦୟରୁ ଅନେକ ଅନେକ
🙏 ଧନ୍ୟବାଦ! 🙏
ଆପଣମାନଙ୍କ ଭଲପାଇବା, ବିଶ୍ୱାସ ଓ ସମର୍ଥନ ଆଗକୁ ବଢିବାରେ
ଅନେକ ପ୍ରେରଣା ଦେଇଥାଏ । ଆଗକୁ ମଧ୍ୟ ଏମିତି ଭଲପାଇବା
ବନାଇ ରଖିବେ । ଧନ୍ୟବାଦ!
📷 @rammandal8480
4 weeks ago | [YT] | 23
View 0 replies
𝐒𝐎𝐔𝐑𝐀 𝐕𝐋𝐎𝐆
#କାଳିଆ_ଡାକୁଛି_ଆ...🙏
ଆଉ ତିନି ଦିନ, ବଡ଼ଦାଣ୍ଡେ ଗଡ଼ିବ ତିନି ରଥ ଚତୁର୍ଦ୍ଧାମୂରତିଙ୍କୁ ଦେଖ୍, ଧନ୍ୟ ହେବ ଏ ଜଗତ 💯🔥
#JaiJagannath #Kalia DakuchhiAa
#RathJatra2026 #RathYatra2026 #Countdown
#Jagannath Temple #Puri #Odisha #ArgusDigital
1 month ago | [YT] | 12
View 0 replies
𝐒𝐎𝐔𝐑𝐀 𝐕𝐋𝐎𝐆
Jay Jagannath ⭕‼️⭕
1 month ago | [YT] | 16
View 0 replies
𝐒𝐎𝐔𝐑𝐀 𝐕𝐋𝐎𝐆
Jay Jagannath ⭕‼️⭕
1 month ago | [YT] | 215
View 0 replies
𝐒𝐎𝐔𝐑𝐀 𝐕𝐋𝐎𝐆
💛 ମୋର ପ୍ରିୟ Instagram ପରିବାରଙ୍କୁ ହୃଦୟରୁ ଧନ୍ୟବାଦ! 🙏❤️
🎉 ୪,୦୨୬ ଜଣ Followers ପୂରଣ! 🎉
ଆପଣମାନଙ୍କର ଅସୀମ ଭଲପାଇବା, ବିଶ୍ୱାସ ଏବଂ ନିରନ୍ତର ସହଯୋଗ ପାଇଁ ମୁଁ ହୃଦୟରୁ କୃତଜ୍ଞ।
ଆପଣଙ୍କର ପ୍ରତ୍ୟେକ Follow ❤️, Like 👍, Comment 💬 ଓ Share 📲 ମୋତେ ଆହୁରି ଭଲ କାମ କରିବାକୁ ପ୍ରେରଣା ଦେଇଥାଏ।
ଆପଣମାନଙ୍କ ସ୍ନେହ ଓ ଆଶୀର୍ବାଦ ସବୁବେଳେ ମୋ ସହିତ ରହୁ। ଆଗକୁ ମଧ୍ୟ ଏଭଳି ଭଲପାଇବା ଦେଇ ମୋତେ ସମର୍ଥନ କରୁଥାନ୍ତୁ।
🙏 ହୃଦୟରୁ ଅନେକ ଅନେକ ଧନ୍ୟବାଦ! ❤️
– ଆପଣଙ୍କ ନିଜର
❤️ RaM Mandal (rammandal8480)
www.instagram.com/rammandal8480?igsh=cWVhZ2kxaWVtN…
1 month ago | [YT] | 19
View 0 replies
𝐒𝐎𝐔𝐑𝐀 𝐕𝐋𝐎𝐆
https://youtu.be/shyHk2yD0R4?si=xNFx2...
1 month ago | [YT] | 23
View 1 reply
𝐒𝐎𝐔𝐑𝐀 𝐕𝐋𝐎𝐆
Thanks for support 4000 Subscriber || SOURA VLOG 💞 || YouTube family💖
3 months ago | [YT] | 42
View 2 replies
𝐒𝐎𝐔𝐑𝐀 𝐕𝐋𝐎𝐆
ଶବର ସମାଜ ଜନ୍ମ ଦିବସ...
3 months ago | [YT] | 117
View 2 replies
𝐒𝐎𝐔𝐑𝐀 𝐕𝐋𝐎𝐆
କଙ୍କଡ଼ାଗୁଡ଼ା ମଣ୍ଡଳୀ ସ୍ତରୀୟ ଛାତ୍ର ଛାତ୍ରୀ ସମ୍ମିଳନୀ ପ୍ରତି ଯୋଗୀତା...🤷
3 months ago | [YT] | 75
View 0 replies
Load more