Job notifications,educational, Govt. Scheme related issues various informative videos.
We grow with viewers love and support.....


KNOWJFLIX

IOC L ପକ୍ଷ ରୁ ସମ୍ବାଦ ଜାରି....
ଏ ଭଳି ଘଡିସନ୍ଧି ମୁହୂର୍ତ୍ତରେ କେହି ବି ବିଚଳିତ ହୁଅନ୍ତୁ ନାହିଁ।
ସମସ୍ତେ ସମସ୍ତଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରନ୍ତୁ।।।
ନିଜେ ବଞ୍ଚିଲେ ବାପର ନାମ ର ମାନସିକତା ଛାଡ଼ନ୍ତୁ।।।

1 year ago | [YT] | 5

KNOWJFLIX

A special thanks to my lovely Viewers for this small Achievement.....❤️❤️


I swear I'll serve you authentic information about various Topics .....✅✅

Channel dedicated towards educational and informative contents 🆕🧑‍🎓🧑‍🎓

1 year ago | [YT] | 13

KNOWJFLIX

ଯଦି ଆପଣଙ୍କ ପାଖେ ସୁଭଦ୍ରା ଫର୍ମ ନାହିଁ। କିମ୍ବା ଆପଣଙ୍କ ନିକଟସ୍ଥ ଅଙ୍ଗନୱାଡ଼ି କର୍ମୀ ଫର୍ମ ନ ଦିଅନ୍ତି।ତେବେ ଏହାକୁ download କରି କଲର ପ୍ରିଣ୍ଟ କରନ୍ତୁ।

1 year ago | [YT] | 4

KNOWJFLIX

ନିଯୁକ୍ତି ଆସି ସାରିଛି।।ଜଲଦି vdo ଦେଖି ସମ୍ପୂର୍ଣ୍ଣ ତଥ୍ୟ ଜାଣନ୍ତୁ

Click on:-
________________

https://youtu.be/3sGxc7onQkw?si=r-O7D...

1 year ago (edited) | [YT] | 3

KNOWJFLIX

Central ministry under NDA

2 years ago | [YT] | 7

KNOWJFLIX

Odisha's new chief minister (CM)

2 years ago | [YT] | 2

KNOWJFLIX

ତିନି ଓଡ଼ିଆ ମୋଦି 3.0 କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ରେ ସାମିଲ।।

@ବିଜେପି ଭାରତ
‪@BJP-ODISHANO-1‬

2 years ago | [YT] | 4

KNOWJFLIX

ଓଡ଼ିଶା ପାଇଁ ବହୁତ୍ କିଛି କରିଛନ୍ତି କିନ୍ତୁ ନିଜେ ଭଲସେ ଓଡ଼ିଆ ନକହିପରିବା,ସରଳ ସାଧାସିଧା ହୋଇ ଅଣ ଓଡ଼ିଆ କୁ ମାତ୍ରାଧିକ ପ୍ରଶୟ ଦେବା ହିଁ କାଳ ହେଲା।।

ଏବେ 25 ବର୍ଷ ର ସରକାର ବିରୋଧୀ ଆସନ ରେ ବସିବ।।

ତଥାପି ନବୀନ ବାବୁ ମନେ ରହିବେ ଚିର କାଳ।।🙂

2 years ago | [YT] | 4

KNOWJFLIX

ଓଡ଼ିଶା ବାସୀ କଣ ଓଡ଼ିଶା ରେ ବିଜେପି ସରକାର ଆସିବାକୁ ଯାଉଛି??

ନିଜର ମତ ରଖନ୍ତୁ 😊😊

2 years ago | [YT] | 3

KNOWJFLIX

New Chairman of OPSC (Odisha public service Commission)

ଅଭିନନ୍ଦନ ଅଭିନନ୍ଦନ 😊 welcome🎉🎉

2 years ago | [YT] | 5