HI guys, I m Sunil Sahu (ChinTu) a sweet & simple village boy .
I upload videos on my channel about village lifestyle & my daily lifestyle .
Hope you like my videos .

So plz Subscribe my channel it will help you and as well.
Wel Come to CHINTUZZ 27 VLOGS........

Dm for promotion

Mail:-sunilsahu9178616217@gmail.com


CHINTUZZ 27

ଆପଣଙ୍କ ମାନଙ୍କ ଏତେ ସାରା ଭଲ ପାଇବା ପାଇ ଆଜି ମୁଁ 80 ହଜାର Subscriber ରେ ପହଞ୍ଚି ପାରିଛି ସେଇଥିପାଇଁ ସମସ୍ତଙ୍କୁ ହୃଦୟରୁ ଅନେକ ଅନେକ କୃତଜ୍ଞତା ଜ୍ଞାପନ ସହ ଧନ୍ଯବାଦ୍ ଜଣାଉଛି 🙏 ଏମିତି ଆପଣ ମାନଙ୍କ ଭଲ ପାଇବା ଆଶୀର୍ବାଦ ମୋ ଉପରେ ରଖିଥାନ୍ତୁ ଯେପରିକି ଆଉ କିଛି ପାଦ ମୁଁ ଆଗକୁ ବଢ଼ି ପାରିବି ଆଉ ଆପଣ ମାନଙ୍କୁ ମନୋରଞ୍ଜନ କରିପାରିବି 🙏💐❤️
ଜୟ ଜଗନ୍ନାଥ 🙏

4 months ago | [YT] | 22

CHINTUZZ 27

ଆପଣ ମାନଙ୍କର ଏତେ ସାରା ଭଲ ପାଇବା ପାଇକି ମୁ ବହୁତ ଖୁସି | ଏମିତି ଭଲ ପାଇବା ସବୁବେଳେ ଦେଉଥାନ୍ତୁ |ମୋ YOUTUBE CHANNEL କୁ 50,000 Subscribers ରେ ପହଞ୍ଚେଇଥିବାରୁ ଅଶେଷ ଅଶେଷ ଧନ୍ୟବାଦ ❤️🙏🥺

1 year ago | [YT] | 108

CHINTUZZ 27

ବହୁତ ବହୁତ ଧନ୍ୟବାଦ । ଆମର YOUTUBE FAMILY କୁ 20,000 ରେ ପହଚାଁଇ ଥିବାରୁ । 🙏❤

1 year ago | [YT] | 203

CHINTUZZ 27

youtube.com/@AnguliaChintu

Subscribe karidiantu Guys New Channel Ku ❤️

2 years ago | [YT] | 85