Sponsorship & Business inquiry :- jagrutiodisha10@gmail.com
ନମସ୍କାର ବନ୍ଧୁଗଣ
ମୋ ନାମ ୟୁଟୁବ ଓଡିଶା ଚାନେଲ ନାମ Jagruti Odisha News ଏହି ଚାନେଲ ନୂଆ ନୂଆ news ଅପ୍ଲୋଡ କରାଯାଉଛି ଆପଣ ମାନଙ୍କ ସହଯୋଗ ମିଳିଲେ ଆହୁରି ଭଲ ଭିଡ଼ିଓ ଅପ୍ଲୋଡ କରାଯିବ
♥️♥️♥️♥️
🙏🙏🙏🙏
କର୍ମ ହିଁ ଭଗବାନ
ଏମିତି helpful ଭିଡ଼ିଓ ଦେଖିବା ପାଁଇ ଆମ ଚାନେଲ @jagrutiodishanewsକୁ like share subscribe କରିବା ସହିତ ପାଖରେ ଆସୁଥିବା ଘଣ୍ଟି ଚି଼ହ୍ନ କୁ ଦବାଇବା କୁ ଭୁଲନ୍ତୁ ନାହିଁ ଯାହାଦ୍ୱାରା ଆମ ଚାନେଲ ରେ ଅପଲୋଡ଼ ହେଉଥିବା ସମସ୍ତ ଭିଡ଼ିଓ ପ୍ରଥମେ ଆପଣ ଙ୍କୁ ନୋଟିଫିକେସନ ମିଳିଯିବ
Hello friends
My name is mu youtuber odisha my YouTube channel is @Jagrutiodishanews news videos are being uploaded in this channel more techtips videos will be uploaded if we get your support.
♥️♥️♥️♥️
🇮🇳🇮🇳🇮🇳🇮🇳
Plz like share subscribe and toch the bell icon
Fllowing my facebook id:www.facebook.com/profile.php?id=100079917803508&am…
Jagruti Odisha news
ନିଜ ହକ ପାଇଁ ଏ ନ୍ୟାୟର ଲଢେଇରେ ସମସ୍ତେ ସାମିଲ ହୁଅନ୍ତୁ
ଶାନ୍ତିପୂର୍ଣ ଓଡିଶା ବନ୍ଦରେ ସହଯୋଗ କରନ୍ତୁ 🙏🙏
4 hours ago | [YT] | 385
View 8 replies
Jagruti Odisha news
ଆଦିକବି_ଶାରଳାଦାସ_ମହାବିଦ୍ୟାଳୟ, ତିର୍ତ୍ତୋଲ
NSUI ର ସଭାପତି ପ୍ରାର୍ଥୀ ହେଲେ
ସତ୍ୟଜିତ୍_ସାଥୁଆ (ବବୁଲ)
NSUI ର ଉପ-ସଭାପତି ପାର୍ଥୀ ହେଲେ
ସାହିଲ କୁମାର ସେଠୀ (ସାହିଲ)
ଛାତ୍ରଙ୍କ ସ୍ୱର, ଛାତ୍ରଙ୍କ ଅଧିକାର ଓ ଛାତ୍ରଙ୍କ ଭବିଷ୍ୟତ ପାଇଁ ଏକ ନୂଆ ଆଶାର ସହ ଆଗକୁ ବଢ଼ିବାର ସଂକଳ୍ପ। ✊
ଯୁବ ଶକ୍ତି ଆଗକୁ ବଢ଼ିଲେ, କ୍ୟାମ୍ପସ ଆଗକୁ ବଢ଼ିବ।
🗳️ VOTE FOR ସତ୍ୟଜିତ୍_ସାଥୁଆ (ବବୁଲ)
VOTE FOR ସାହିଲ କୁମାର ସେଠୀ (ସାହିଲ )
13 hours ago | [YT] | 70
View 5 replies
Jagruti Odisha news
ବିଜେପିର ଲକ୍ଷେ କେସ୍! 😱 “ମୋ ପାଇଁ ମେଡାଲ” 🏅 | ରାହୁଲ ଗାନ୍ଧୀଙ୍କ ବଡ଼ ବୟାନ
18 hours ago | [YT] | 2
View 0 replies
Jagruti Odisha news
ରାହୁଲ ଗାନ୍ଧୀ ଓ ଦିଲ୍ଲୀ ପୋଲିସ ମୁହାଁମୁହିଁ! 🔥 ଆକାଶବାଣୀ ଭବନରେ ହାଇଡ୍ରାମା | Rahul Gandhi
20 hours ago | [YT] | 0
View 0 replies
Jagruti Odisha news
ଫେରିବେ ଦିଦି ✋
21 hours ago | [YT] | 182
View 1 reply
Jagruti Odisha news
ରାହୁଲ ଗାନ୍ଧୀଙ୍କ ନେତୃତ୍ୱ ଓ ବିଜେପି ସରକାରକୁ ନେଇ ରାଜନୀତିରେ ଜୋରଦାର ଚର୍ଚ୍ଚା। ଏହି ଭିଡିଓରେ ରାହୁଲ ଗାନ୍ଧୀଙ୍କ ରାଜନୈତିକ ବୟାନ, କଂଗ୍ରେସର ଆଭିମୁଖ୍ୟ ଏବଂ ବିଜେପି ବିରୋଧରେ ଉଠୁଥିବା ପ୍ରଶ୍ନ ଉପରେ ଆଲୋଚନା କରାଯାଇଛି।
ଭିଡିଓଟି ଭଲ ଲାଗିଲେ Like, Share ଓ Subscribe କରନ୍ତୁ। 🙏
Hashtags:
#RahulGandhi #Congress #BJP #OdishaPolitics #IndianPolitics #RahulGandhiNews #CongressNews #OdishaNews #JagrutiOdishaNews
21 hours ago | [YT] | 3
View 0 replies
Jagruti Odisha news
ତମର ସବୁ ଶକ୍ତି ସାମର୍ଥ୍ୟ ଲଗାଇ ଦିଅ ଆମେ ଜ୍ଞାନେଶ ଙ୍କ ଇସ୍ତଫା ନେବୁ 💪
ଜନନାୟକ ରାହୁଲ ଗାନ୍ଧୀ ଜିନ୍ଦାବାଦ ✋
21 hours ago | [YT] | 48
View 2 replies
Jagruti Odisha news
ଭବିଷ୍ୟତ ପିଢ଼ି ର ସ୍ଥାଇତ୍ୱ ଆମର ଦାୟିତ୍ୱ ଆସନ୍ତା କାଲି ଓଡିଶା ବନ୍ଦ କୁ ସଫଳ କରି ଭବିଷ୍ୟତ ପିଢ଼ି ପାଇଁ ନିଜର ସମର୍ଥନ ଓଡିଶା ବନ୍ଦ ଡାକରା କୁ ଦିଅନ୍ତୁ 👍
21 hours ago | [YT] | 152
View 6 replies
Jagruti Odisha news
ଓଡ଼ିଶା ବନ୍ଦ | ୮ ଅକ୍ଟୋବର
ନ୍ୟାୟ, ଉତ୍ତରଦାୟିତ୍ୱ ଓ ଓଡ଼ିଶାର ଅଧିକାର ପାଇଁ ଏକଜୁଟ ହୋଇ ଓଡ଼ିଶା ବନ୍ଦରେ ସାମିଲ ହେବା ସହ ବନ୍ଦ କୁ ସଫଳ କରିବା ପାଇଁ ରାଜ୍ୟବାସୀଙ୍କୁ ପିସିସି ସଭାପତି ଭକ୍ତ ଚରଣ ଦାସ ଙ୍କ ନିବେଦନ ।
ଆସନ୍ତୁ, ଓଡ଼ିଶାର ହକ୍ ଓ ଅଧିକାର ପାଇଁ ଏକାଠି ହେବା ।
22 hours ago | [YT] | 332
View 13 replies
Jagruti Odisha news
📢 ୮ ଅକ୍ଟୋବର ୨୦୨୬ — ଓଡ଼ିଶା ବନ୍ଦ
ଆସନ୍ତା ୮ ଅକ୍ଟୋବର, ୨୦୨୬ (ଗୁରୁବାର) ରେ ଓଡ଼ିଶା ବନ୍ଦ ପାଇଁ ଆହ୍ୱାନ ଦିଆଯାଇଛି।
📍 କେନ୍ଦ୍ରାପଡ଼ାରେ ମଧ୍ୟ ବନ୍ଦକୁ ନେଇ କାର୍ଯ୍ୟକ୍ରମ ଆହ୍ୱାନ କରାଯାଇଛି।
🕕 ସମୟ: ସକାଳ ୬ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ
ଜନସମସ୍ୟା ଓ ଦାବିଗୁଡ଼ିକୁ ନେଇ ଗଣତାନ୍ତ୍ରିକ ଭାବେ ମତ ପ୍ରକାଶ କରିବା ସହ ନିଜ ଅଞ୍ଚଳର ସ୍ଥାନୀୟ ସୂଚନା ଅନୁସରଣ କରନ୍ତୁ।
ଜିଲ୍ଲା କଂଗ୍ରେସ କମିଟି, କେନ୍ଦ୍ରାପଡ଼ା
22 hours ago | [YT] | 774
View 18 replies
Load more