Diptimayee Mishra

ଜୟ ଜଗନ୍ନାଥ 🙏ଆପଣ ମାନଙ୍କୁ ମୋର you tube channel କୁ ସ୍ୱାଗତ କରୁଛି ଏଥିରେ ସମସ୍ତ ପ୍ରକାର ପ୍ରେରଣା ଦାୟକ ଭିଡିଓ ଓ ଭକ୍ତିଭରା ଭିଡ଼ିଓ ରୋଷେଇ ଭିଡ଼ିଓ ଓ ଉପଦେଶ ଦେଖିବାକୁ ପାଇବେ ଓ ବିଭିନ୍ନ ପ୍ରକାରର ମନରଞ୍ଜନ ଭିଡ଼ିଓ ବି ପାଇବେ ମୁଁ ଆଶା କରୁଛି ଆପଣ ମାନେ ଭଲ ପାଇବା ଦେବେ ଆଉ ମୋର ଏହି you tube channel କୁ ବହୁତ ଆଗରୁ ନେବେ ଧନ୍ୟବାଦ 🙏🙏


Diptimayee Mishra

ମା ଲୋ ଜଗତଜନନୀ 🙏🌺🥥

3 days ago | [YT] | 20

Diptimayee Mishra

କହିଲେ ଏହି ପ୍ରଶ୍ନ ର ଉତ୍ତର.? ଫୋନ ଚାର୍ଜ ହୁଏ ଶୀଘ୍ର ସରେ କିନ୍ତୁ ଡେରିରେ ଏହା ମନୁଷ୍ୟ କୃତ ନା ଇଶ୍ୱର ଦତ୍ତ.?

1 month ago | [YT] | 5

Diptimayee Mishra

ମା ତାରିଣୀ ମନ୍ଦିର ରେ ପ୍ରବଚନ

9 months ago | [YT] | 2

Diptimayee Mishra

ବିଶ୍ୱ ପଖାଳ ଦିବସ ଅବସରରେ ମୋ youtube family ତରଫରୁ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ 🙏

10 months ago | [YT] | 10

Diptimayee Mishra

10 months ago | [YT] | 10

Diptimayee Mishra

ଆପଣ ଙ୍କୁ ମୋ ଭିଡ଼ିଓ କେମିତି ଲାଗୁଚି..?

10 months ago | [YT] | 6

Diptimayee Mishra

ଶୁଭ ପଞ୍ଚୁକ ର ହାର୍ଦ୍ଧିକ ଅଭିନନ୍ଦନ ଆପଣ ମାନଙ୍କୁ 🙏

1 year ago | [YT] | 53

Diptimayee Mishra

ମା ' ତାରିଣୀ ପୀଠ ଘଟଗାଁ 🙏ମା ତାରିଣୀ ନଡ଼ିଆ ରାଣୀ ତୋ କରୁଣା ମୋ ଉପରେ ଥାଉ ମା

1 year ago | [YT] | 24

Diptimayee Mishra

1 year ago | [YT] | 16