Welcome to SIDHAKATHA channel! , this is where conversations come alive. From politics and societal challenges to ethical dilemmas and inspiring stories, we dive deep into the issues that matter. Along the way, we’ll also explore health, wellness, art, craft, and more. Stay tuned for thought-provoking insights on news, public life, and everything in between,served with a touch of entertainment. Let’s explore, inspire, and make a difference together!
👉 Subscribe here to join the journey!
youtube.com/@PravasAcharya348
#Sidha katha
#sidhakatha
#pravasacharya
#dr.pravasacharya
SIDHAKATHA
ସିଧା କଥା କହିବା, ଶୁଣିବା ଓ ପଢ଼ିବାରେ ଯେଉଁମାନେ ରୁଚି ରଖନ୍ତି ସେମାନଙ୍କ ପାଇଁ ସେପ୍ଟେମ୍ବର 6 ତାରିଖରୁ
#sidhakatha #odisha #ଓଡ଼ିଶା #odishanews #odishakhabar #odishaupdate #odishanow
17 hours ago | [YT] | 3
View 0 replies
SIDHAKATHA
ସିଧା କଥା କହିବା, ଶୁଣିବା ଓ ପଢ଼ିବାରେ ଯେଉଁମାନେ ରୁଚି ରଖନ୍ତି ସେମାନଙ୍କ ପାଇଁ ସେପ୍ଟେମ୍ବର 6 ତାରିଖରୁ
#sidhakatha #odisha #ଓଡ଼ିଶା #odishanews #odishakhabar #odishaupdate #odishanow
17 hours ago | [YT] | 5
View 0 replies
SIDHAKATHA
ସିଧା କଥା କହିବା, ଶୁଣିବା ଓ ପଢ଼ିବାରେ ଯେଉଁମାନେ ରୁଚି ରଖନ୍ତି ସେମାନଙ୍କ ପାଇଁ ସେପ୍ଟେମ୍ବର 6 ତାରିଖରୁ
#sidhakatha #odisha #ଓଡ଼ିଶା #odishanews #odishakhabar #odishaupdate #odishanow
18 hours ago | [YT] | 4
View 0 replies
SIDHAKATHA
ସରକାରୀ ମେଡିକାଲ-ଇଞ୍ଜିନିୟରିଂ କଲେଜର SC/ST ଛାତ୍ରଛାତ୍ରୀଙ୍କୁ ବଡ଼ ରିହାତି
ଓଡ଼ିଶାର ସରକାରୀ ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ଭର୍ତ୍ତି ସମୟରେ ମେଧାବୀ SC/ST ଛାତ୍ରଛାତ୍ରୀଙ୍କୁ ଅଗ୍ରିମ ଫି’ ଦେବାକୁ ପଡ଼ିବ ନାହିଁ
1 day ago | [YT] | 1
View 0 replies
SIDHAKATHA
ଖୋର୍ଦ୍ଧା ରୋଡ୍ରେ MEMU ଟ୍ରେନ୍ ବାଧାପ୍ରାପ୍ତ
ଖୋର୍ଦ୍ଧା ରୋଡ୍ ଷ୍ଟେସନ ନିକଟରେ ଓଭରହେଡ୍ ବିଦ୍ୟୁତ ତାରର ଏକ ଅଂଶ ସହ ଟ୍ରେନ୍ର ପ୍ୟାଣ୍ଟୋଗ୍ରାଫ୍ ଜଡ଼ିଯିବାରୁ MEMU ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି।
1 day ago | [YT] | 1
View 0 replies
SIDHAKATHA
ଶ୍ରୀମନ୍ଦିରରେ ଆଜି ୫ ଘଣ୍ଟା ଦର୍ଶନ ବନ୍ଦ
ପୁରୀ ଶ୍ରୀମନ୍ଦିରରେ କୃଷ୍ଣ ଜନ୍ମନୀତି ପାଇଁ ଆଜି ସନ୍ଧ୍ୟା ୭ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ।
1 day ago (edited) | [YT] | 1
View 0 replies
SIDHAKATHA
"Struggling silently? You don't have to. Whether it's you or a loved one facing emotional or psychological challenges, confidential counselling support is just a message away. Reach out today — you deserve support. 💙
#MentalHealthMatters #YouAreNotAlone #ConfidentialSupport #MentalWellness #SeekHelp #CounsellingServices #BreakTheStigma #MindfulLiving"
1 week ago | [YT] | 8
View 0 replies
SIDHAKATHA
Congratulations Aparna Bharati Kar Madam 🌹
1 week ago | [YT] | 6
View 0 replies
SIDHAKATHA
1 week ago | [YT] | 10
View 0 replies
SIDHAKATHA
କେମିତି କଟିବ ଆଜି 😊🙏(Please Subscribe SIDHA KATHA)
👍ମେଷ
ଆଜି କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ସହିତ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ। ବନ୍ଧୁ ସାହାଯ୍ୟ ସହଯୋଗର ଦୃଢ଼ ପ୍ରତିଶ୍ରୁତି ଦେବେ କିନ୍ତୁ ଦରକାର ସମୟରେ ପାଖରେ ନ ଥିବେ। ଆର୍ଥିକ ଅବନତିଜନିତ ନିର୍ମାଣ, ନୂତନ କର୍ମାରମ୍ଭ ଅଟକି ଯିବ। କଳା, ସାହିତ୍ୟ, ମନୋରଞ୍ଜନ, ପ୍ରକାଶନ ଓ ପ୍ରଶାସନିକ କ୍ଷେତ୍ରରେ ପ୍ରଶଂସିତ ହେବେ।
🐻ବୃଷ
ଶାରୀରିକ ଦୁର୍ବଳତା ଯୋଗୁ କାମ କରିବାକୁ ଆଗ୍ରହ ପ୍ରକାଶ କରିବେ ନାହିଁ। ଅନ୍ୟମାନଙ୍କ ଦ୍ୱାରା ସ୍ଥଗିତ କାମକୁ ପୂରା ଦମ୍ରେ କରିବା ପାଇଁ ନିଷ୍ପତ୍ତି ନେବେ। ସାମାଜିକ ସ୍ତରରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବେ। ପରିବାରରେ ସାଧାରଣ କଥାକୁ କେନ୍ଦ୍ରକରି ମତାନ୍ତର ଅଶାନ୍ତିର ମାତ୍ରାକୁ ବଢ଼ାଇପାରେ।
🔴ମିଥୁନ
ଶାରୀରିକ ସୁସ୍ଥତା ସହ କର୍ମକ୍ଷେତ୍ରରେ ଥିବା ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ। ଆଲୋଚନାରେ ଭାଗନେଇ ବନ୍ଧୁଙ୍କ ପରାମର୍ଶକୁ ଗ୍ରହଣ କରିବେ ଓ ବ୍ୟକ୍ତିଗତ ଭାବରେ ଉପକୃତ ହେବେ। ପରିବାରର ସମର୍ଥନ ଓ ସହଯୋଗ ସ୍ଥଗିତ କାମକୁ ତ୍ୱରାନ୍ୱିତ କରିବ। ଅଳଙ୍କାର, ଔଷଧପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିବାକୁ ମନ ବଳାଇପାରନ୍ତି।
💐କର୍କଟ
ଆଜି ଆପଣ ଯେଉଁ କର୍ମାରମ୍ଭ କଲେ ମଧ୍ୟ ସଫଳତା ପାଇବେ। ଦୀର୍ଘ ଦିନରୁ ଭାଙ୍ଗି ପଡ଼ିଥିବା କୌଣସି ସମ୍ପର୍କ ପୁନଃ ପ୍ରତିଷ୍ଠିତ ହେବ। ଭାବପ୍ରବଣ ବଶତଃ ଓଲଟା କଥା କହି ବନ୍ଧୁ ଗହଣରେ ଅପଦସ୍ଥ ହୋଇପାରନ୍ତି। ଆନୁଷ୍ଠାନିକ କାର୍ଯ୍ୟ ଓ ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିବେ।
🦁ସିଂହ
ପରିସ୍ଥିତିରେ ପଡ଼ି ହଠାତ୍ ବହୁତଗୁଡ଼ିଏ ଟଙ୍କା ଖର୍ଚ୍ଚ କରି ଦୁଃଖିତ ହେବେ। ଈର୍ଷାପରାୟଣ ବ୍ୟକ୍ତିମାନଙ୍କ ମିଥ୍ୟା ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ। ସାମାଜିକ ସ୍ତରରେ ପ୍ରତିଯୋଗିତା କିମ୍ବା ବିବାଦୀୟ ଘଟଣାରେ ବିଜୟୀ ହେବେ। ବ୍ୟବସାୟରେ, ପ୍ରକଳ୍ପାରମ୍ଭରେ, ଯାତ୍ରାରେ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି।
⭕କନ୍ୟା
ଯେଉଁ କାମ ହାତକୁ ନେଇଛନ୍ତି ସେଥିରେ କୃତକାର୍ଯ୍ୟ ହେବେ ଓ ଆଶାଜନକ ଫଳ ପାଇବେ। କଳା, ସାହିତ୍ୟ, ସାମ୍ବାଦିକତା, ଗବେଷଣା, ଏଜେନ୍ସିପରୁ ଖୁସି ରହିବେ। ଅଚାନକ ଭାବରେ ବନ୍ଧୁଙ୍କ ନିକଟରୁ ଶୁଭଖବର ଶୁଣି ଖୁସି ହେବେ। ଅର୍ଥ ସମ୍ପର୍କକୁ ନେଇ ଭ୍ରାତୃବିବାଦ ଦେଖାଦେଇପାରେ।
🔵ତୁଳା
ଦେବଗୁରୁଙ୍କ କୃପାରୁ ସମସ୍ୟା ସମାଧାନ ହୋଇଯିବାର ମାର୍ଗ ଉନ୍ମୁକ୍ତ ହେବ। ଶୁକ୍ରଙ୍କ ପ୍ରଭାବରୁ ବିଳାସ ପ୍ରାଚୁର୍ଯ୍ୟ ମଧ୍ୟରେ ସମୟ ଅତିବାହିତ କରିପାରନ୍ତି। ସରକାରୀ ସ୍ତରରେ ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇବେ। ବାଣିଜ୍ୟ, ବ୍ୟବସାୟ, ପରିବହନ କ୍ଷେତ୍ରରେ ଆଶାନୁରୂପ ସୁଫଳ ପାଇବେ।
🦂ବିଛା
ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଯାତ୍ରା ସହଜସାଧ୍ୟ ରହିବ। ବନ୍ଧୁଙ୍କ ମେଳରେ ରହିବାର ସୁଯୋଗ ପାଇବେ। କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିବା ସକାଶେ ଦୂରଯାତ୍ରାରେ ଅଭିଳଷିତ ଜିନିଷ ପାଇବେ। ଆର୍ଥିକ ସ୍ଥିତି, ବୈବାହିକ ସମ୍ପର୍କ, ସାମୂହିକ କାର୍ଯ୍ୟ ଓ ଆନୁଷ୍ଠାନିକ ଆଲୋଚନାରେ ଲକ୍ଷ୍ୟହାସଲ କରିବେ।
🏹ଧନୁ
ବନ୍ଧୁ ଓ ପରିଜନଙ୍କ ସହିତ ଆପଣଙ୍କୁ ଅଚାନକ ଭ୍ରମଣ ସୁଯୋଗ ଜୁଟିପାରେ। କିନ୍ତୁ ମତଭେଦ କାରଣରୁ କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ। ଠିକ୍ ଭୁଲ୍ ବିଚାର ନ କରି କାମ କଲେ ନିଶ୍ଚିତ ଭାବରେ ପ୍ରତାରିତ ହେବେ। ଈର୍ଷାପରାୟଣ ବନ୍ଧୁଙ୍କ ହସ୍ତକ୍ଷେପ ଫଳରେ ପ୍ରାପ୍ୟଧନରେ ବାଧା ସୃଷ୍ଟି ହେବ।
⭐ମକର
ବିଭିନ୍ନ ବିଷୟ ଚିନ୍ତାକରି କାମ କରିବାର ସ୍ପୃହା କମିଯିବ। ସତ୍ସଙ୍ଗଜନିତ ଧର୍ମକାର୍ଯ୍ୟ ସକାଶେ ମନ ବଳିବ। ଅନ୍ୟମନସ୍କତା କିମ୍ବା ଅସାବଧାନତାବଶତଃ ଦ୍ରବ୍ୟ ନଷ୍ଟ ହେବାର ଆଶଙ୍କା ରହିଛି। ଶାରୀରିକ ଅସୁସ୍ଥତା କାରଣରୁ କେତେକ କାମ ଅଧୂରା ରହିଯାଇପାରେ।
🍯କୁମ୍ଭ
ଭ୍ରାତୃ ସମ୍ପର୍କରେ ଉନ୍ନତି ଘଟିବାରୁ ସାମୟିକ ଖୁସି ରହିବେ। ସଭାସମିତିରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ। ଆଗାମୀ ଆନୁଷ୍ଠାନିକ କାମ ସକାଶେ ଘର ସାଜସଜ୍ଜାରେ ମଜିରହିପାରନ୍ତି। ପରିହାସଯୁକ୍ତ କଥା କର୍ମକ୍ଷେତ୍ରରେ ସମସ୍ୟା ସୃଷ୍ଟି କରିବାର ସୂଚନା ରହିଛି।
🐠ମୀନ
ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ହୋଇ କର୍ମକ୍ଷେତ୍ରରେ ଜଣେ ବିଜାତୀୟ ବ୍ୟକ୍ତି ଅସହଯୋଗ କରିପାରେ। ଯେତେ ଭଲ କାମ କରନ୍ତୁନା କାହିଁକି ପରିବାର ମଧ୍ୟରେ ସମାଲୋଚିତ ହେବେ। ପାରିବାରିକ କ୍ଷେତ୍ରରେ ଭାରସାମ୍ୟ ରକ୍ଷା କରି ଚଳିବାକୁ ବାଧ୍ୟ ହେବେ। ଶିଳ୍ପ, ପରିବହନ, ରପ୍ତାନି ବାଣିଜ୍ୟରେ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି।
🔴ଦିନର ବିଶେଷ ସୂଚନା:
ଆଜି ଅଗଷ୍ଟ ୧୯ ତାରିଖ, ବିଶ୍ୱ ଫଟୋଗ୍ରାଫି ଦିବସ, ଗୋସ୍ୱାମୀ ତୁଳସୀଦାସ ଜୟନ୍ତୀ, ଶ୍ରାବଣ ଶୁକ୍ଳ ଦଶମୀ ବୁଧବାର, ରାଶିନକ୍ଷତ୍ର—ଭିଶାଖା/ତୁଳା। ସପ୍ତମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ସକାଳ ଘ.୦୫ା୩୧ମି. ଗତେ ଘ.୦୭ା୧୨ମି. ମଧ୍ୟେ, ଘ.୧୦ା୧୫ମି. ଗତେ ଘ.୧୧ା୨୫ମି. ମଧ୍ୟେ ଶୁଦ୍ଧ ଶୁଭ ବେଳା। ଦିବା ଘ.୧୧ା୫୦ମି. ଗତେ ଘ.୦୧ା୨୪ମି. ମଧ୍ୟେ ରାହୁ କାଳ।💥
2 weeks ago | [YT] | 2
View 0 replies
Load more