2.ବାରମ୍ବାରତା ବିତରଣରେ ପ୍ରକାଶିତ ତଥ୍ୟାବଳୀର ମାଧ୍ୟମାନ ନିର୍ଣ୍ଣୟ କର l (ଏହା long question ଆସିବ )
3.ଭାଗବିଭକ୍ତ ଏବଂ ବାରମ୍ବାରତା ବିତରଣ ସାରଣୀରେ ପ୍ରକାଶିତ ତଥ୍ୟାବଳୀr ମାଧ୍ୟମାନ ନିର୍ଣ୍ଣୟ l ( ଏହା long question ଆସିବ ) I ଏଥିରେ ସୋପାନ ବିଚ୍ୟୁତ ପ୍ରଣାଳୀ ବହୁତ important ଅଟେ l
** ମଧ୍ୟମା *
** ତଥ୍ୟାବଳୀର ମଧ୍ୟମା ନିର୍ଣ୍ଣୟ l
n ଅଯୁଗ୍ମ ହେଲେ ମଧ୍ୟମା ( Md) = n+1/2 ତମ ଲବଧାଙ୍କ
n ଯୁଗ୍ମ ହେଲେ
1/2{ n/2 ତମ ଲବଧାଙ୍କ + (n /2+1) ତମ ଲବଧାଙ୍କ}
ଭାଗ ବିଭକ୍ତ ଓ ବାରମ୍ବାରତା ବିତରଣ ପ୍ରକାଶିତ ତଥ୍ୟାବଳୀର ମଧ୍ୟମା ନିର୍ଣ୍ଣୟ l
ମଧ୍ୟମା ( Md)= L + m-c/f × i
*ଗରିଷ୍ଠକ*
ଏହା କେବଳ OMR ରେ ଆସିବ l ଯାହାର ବେଶୀ ବାରମ୍ବାରତା ଥିବ ତାହା ଗରିଷ୍ଠକ ଅଟେ l
Edu-Obj
CLASS 9 ANNUAL EXAM
GENERAL SCIENCE IMPORTANT QUESTION
1. ବୋର୍ ଙ୍କ ପରମାଣୁ ମଡେଲ
2.ସମବେଗ ସଂରକ୍ଷଣ ନିୟମ
3. ମୋଲାର ବସ୍ତୁତ୍ୱ
5 days ago | [YT] | 0
View 0 replies
Edu-Obj
MOST IMPORTANT MATHS QUESTION
CLASS 9 ANNUAL EXAM
https://youtu.be/GXSwqTdw1go
6 days ago | [YT] | 1
View 0 replies
Edu-Obj
**ଅଙ୍କନ important question*
ଅନୁଶୀଳନୀ 6(c)
No. 7,9,11,13,14
ଅନୁଶୀଳନୀ 6 (d)
No. 4,5,6
ଅନୁଶୀଳନୀ 6 (e)
No :- 1,2,4,6
2 weeks ago | [YT] | 2
View 2 replies
Edu-Obj
*ବୃତ୍ତ ଓ ବୃତ୍ତର ସ୍ପର୍ଶକ All important long question*
ଏହା ଦୁଇଟି ଅଧ୍ୟାୟ ଅଛି 2(a), 2(b) ଆଉ 3 l
ଅନୁଶୀଳନୀ 2 (a)
No. 13,14,16,18,20
ଅନୁଶୀଳନୀ 2(b)
No. 17(i, ii)
18,21,22,23,24
ବୃତ୍ତର ସ୍ପର୍ଶକ
ଅନୁଶୀଳନୀ : 3
No. 16,17,18,
22( i, ii)
23
25
26,28,30,31
2 weeks ago | [YT] | 2
View 0 replies
Edu-Obj
*ପରିମିତି important all question **
ମୋଟ 6 ଟି ଅଧ୍ୟାୟ ଅଛି 5(a) ରୁ 5(f) ପର୍ଯ୍ୟନ୍ତ l ଯେଉଁମାନେ ଅଭ୍ୟାସ କରିସାରିଲେଣି ଏହି ପ୍ରଶ୍ନ ଗୁଡ଼ିକ ଅଭ୍ୟାସ କଲେ କି ନାହିଁ ଚେକ କରିଦିଅ l
:-4,6,8
5(a)
ଉଦାହରଣ :- 4,6,8
No-6,7,8,13,14,15,16,19
20,23,25
5(b) important question
ଉଦାହରଣ :- 17
14,17,18,19,20,21,22,25,
30,31
5(c) important question
ଉଦାହରଣ :- 4,6
No. 4,6,7,8
14,15,16,17
5(d) important question
ଉଦାହରଣ :- 9,11
No.4,6,7,9,12,13,14,15,16
5(e) important question
17,18,20
No. 3( i, ii)
No. 6
No.7 (i, ii)
No.9(i, ii, iii)
No.12,13,14,
5(f):-
ଉଦାହରଣ :- 25,26
6,7,8,9,10,11
2 weeks ago | [YT] | 2
View 0 replies
Edu-Obj
*ଜ୍ୟାମିତି ରେ ସାଦୃଶ୍ୟ*
Important ଅନୁଶୀଳନୀ ( Riders)
ଅନୁଶୀଳନୀ 1(a)
No. 2,8,9,10,11
ଅନୁଶୀଳନୀ 1 ( b)
No. 4,6,9,10
ଅନୁଶୀଳନୀ :- 1 ( c)
No. 12,14,15,16,19,20,25
ଅନୁଶୀଳନୀ 1 (d)
No. 5,8,9,10
2 weeks ago | [YT] | 2
View 0 replies
Edu-Obj
ତ୍ରିକୋଣମିତି
ଏହାର ତିନୋଟି ଅଧ୍ୟାୟ ଅଛି l
4(a), 4(b) ଆଉ 4(c)
Exercise:- 4
ଉଦାହରଣ :- 2,9
ଅନୁଶୀଳନୀ 4(a)
No. 6 ( vi, vii)
No. 10 ( i, ii, iii)
No. 11
No. 13,14
ଅନୁଶୀଳନୀ 4(b)
ଉଦାହରଣ -13,15
ଅନୁଶୀଳନୀ :-
No. 4 (v)
No. 5(i, iii, vii, viii)
No. 8
No. 9
No. 11
No.12
ଅନୁଶୀଳନୀ 4(c)
ଉଦାହରଣ :- 20,21
Exercise :- 4(c)
No. 7
No. 11
No. 12,14,16
2 weeks ago | [YT] | 1
View 0 replies
Edu-Obj
*ସଡ଼କ ସୁରକ୍ଷା *
ସଡ଼କ ସୁରକ୍ଷାରେ ଯେଉଁ ନିୟମ ଭଙ୍ଗ କଲେ ଫାଇନ ହୁଏ ତାହା ପଢ଼ିଥିବ ତାହା OMR ରେ ଆସିବ l
ଏଥିରୁ ଗୋଟିଏ long question ଆସିବ l
*Important long question*
ଉଦାହରଣ :- 2,4,7,11,12
ଅନୁଶୀଳନୀ :- 7
No.3,4,7,8,9,10,11,12
2 weeks ago | [YT] | 1
View 0 replies
Edu-Obj
*ସ୍ଥାନାଙ୍କ ଜ୍ୟାମିତି*
ଏହି ଅଧ୍ୟାୟରେ ତିନୋଟି ଅନୁଶୀଳନୀ ଅଛି l
6(a),6(b)ଓ 6(c) l
*Important question*
ଅନୁଶୀଳନୀ :-
1.ଦର୍ଶାଅଯେ (-2,-1)(1,0)(4,3)(1,2) ଶୀର୍ଷବିନ୍ଦୁ ଗୁଡିକୁ ନେଇ ଗଠିତ ଚିତ୍ରଟି ଏକ ସାମନ୍ତରିକ
ଚିତ୍ର l
2.ଗୋଟିଏ ସମବାହୁ ତ୍ରିଭୁଜର ଦୁଇଟି ଶୀର୍ଷବିନ୍ଦୁର ସ୍ଥାନାଙ୍କ (0,3) ଓ (4,3) ହେଲେ ତୃତୀୟ ଶୀର୍ଷବିନ୍ଦୁରୁ ସ୍ଥାନାଙ୍କ ନିର୍ଣ୍ଣୟ କର l
3.ପ୍ରମାଣ କରଯେ (1,0)(2,-3)ଏବଂ (-1,6)ବିନ୍ଦୁ ତ୍ରୟ ଏକ ରେଖିୟ ଏବଂ (1,0)ବିନ୍ଦୁଟି ଅନ୍ୟଦୁଇ ବିନ୍ଦୁର ମଧ୍ୟବର୍ତ୍ତୀ ଅଟେ l
4.(h, 5)(-4,k)(8,9)ବିନ୍ଦୁ ମାନଙ୍କ ଦ୍ୱାରା ଗଠିତ ତ୍ରିଭୁଜର ଭରକେନ୍ଦ୍ରର ସ୍ଥାନାଙ୍କ (-2,6)ହେଲେ h ଓ k ର ମୂଲ୍ୟ ନିରୂପଣ କର l
5.ଗୋଟିଏ ଚତୁର୍ଭୁଜର ଶୀର୍ଷବିନ୍ଦୁ ମାନଙ୍କର ସ୍ଥାନାଙ୍କ (-2,3)(3,-2)(7,4) ଓ (1,5) ହେଲେ ଏହାର କ୍ଷେତ୍ରଫଳ ନିର୍ଣ୍ଣୟ କର l
6.A(p+1,1) B(2p+1,3) ଓ
(2p+2,2p ) ବିନ୍ଦୁତ୍ରୟ ଏକ ରେଖିୟ ହେଲେ p ର ମାନ ନିର୍ଣ୍ଣୟ କର l
*Important Exercise question*
ଅନୁଶୀଳନୀ 6(a)
ଉଦାହରଣ :- 2,3,5
6(a):- No. 4 -i, iv, vi)
No. 5 ( i ,iii, iv, v)
No. 6 (i, iii, v)
No. 8,11,15
ଅନୁଶୀଳନୀ 6(b)
ଉଦାହରଣ :-11,
No. 7,8,11,14,17,18,19
ଅନୁଶୀଳନୀ :- 6(c)
ଉଦାହରଣ :- 14
No. 2 (iv)
No. 4, 5
No. 10,11
No. 14
No. 15
No. 18
2 weeks ago | [YT] | 1
View 0 replies
Edu-Obj
*ପରିସଂଖ୍ୟାନ*
ଏହି ପାଠରୁ ମାଧ୍ୟମାନ କିମ୍ବା ମଧ୍ୟମାରୁ ଗୋଟିଏ long question ଆସିବ l ଗରିଷ୍ଠକ ରୁ କେବଳ OMR ଆସିବ l
1.ମାଧ୍ୟମାନ ରେ ସଂଖ୍ୟାବଳୀର ମାଧ୍ୟମାନ ନିର୍ଣ୍ଣୟ କର l
( ଏହି ପଦ୍ଧତିରେ ବିହୀନ ବାରମ୍ବାରତା ବିହୀନ ଲବଧାଙ୍କ ଗୁଡିକର ମାଧ୍ୟମାନ ନିର୍ଣ୍ଣୟ କରାଯାଏ l
ଏହା କେବଳ OMR ରେ ଆସିବ l
1+3+5....t100 ର ମାଧ୍ୟମାନ ନିର୍ଣ୍ଣୟ କର l
2.ବାରମ୍ବାରତା ବିତରଣରେ ପ୍ରକାଶିତ ତଥ୍ୟାବଳୀର ମାଧ୍ୟମାନ ନିର୍ଣ୍ଣୟ କର l (ଏହା long question ଆସିବ )
3.ଭାଗବିଭକ୍ତ ଏବଂ ବାରମ୍ବାରତା ବିତରଣ ସାରଣୀରେ ପ୍ରକାଶିତ ତଥ୍ୟାବଳୀr ମାଧ୍ୟମାନ ନିର୍ଣ୍ଣୟ l ( ଏହା long question ଆସିବ ) I ଏଥିରେ ସୋପାନ ବିଚ୍ୟୁତ ପ୍ରଣାଳୀ ବହୁତ important ଅଟେ l
** ମଧ୍ୟମା *
** ତଥ୍ୟାବଳୀର ମଧ୍ୟମା ନିର୍ଣ୍ଣୟ l
n ଅଯୁଗ୍ମ ହେଲେ ମଧ୍ୟମା ( Md) = n+1/2 ତମ ଲବଧାଙ୍କ
n ଯୁଗ୍ମ ହେଲେ
1/2{ n/2 ତମ ଲବଧାଙ୍କ + (n /2+1) ତମ ଲବଧାଙ୍କ}
ଭାଗ ବିଭକ୍ତ ଓ ବାରମ୍ବାରତା ବିତରଣ ପ୍ରକାଶିତ ତଥ୍ୟାବଳୀର ମଧ୍ୟମା ନିର୍ଣ୍ଣୟ l
ମଧ୍ୟମା ( Md)= L + m-c/f × i
*ଗରିଷ୍ଠକ*
ଏହା କେବଳ OMR ରେ ଆସିବ l ଯାହାର ବେଶୀ ବାରମ୍ବାରତା ଥିବ ତାହା ଗରିଷ୍ଠକ ଅଟେ l
ଉଦାହରଣ :- 5,5,2,1,3,5,6,7
ଏଠାରେ ଗରିଷ୍ଠକ 5
ଗରିଷ୍ଠକ ସମ୍ବନ୍ଧ :-
Mo=3Md-2M
**Important question.*
ଅନୁଶୀଳନୀ 5 ( a ) :- 9,10,13,14 ( ମାଧ୍ୟମାନ କିପରି କରାଯାଏ ଅଭ୍ୟାସ କରିବ )
ଉଦାହରଣ :- 2,3,6
ଅନୁଶୀଳନୀ :- 5(b)
ମଧ୍ୟମା ନିର୍ଣ୍ଣୟ କର l
No:- 6,8
ଉଦାହରଣ :- 12,13
5(a) ର ମାଧ୍ୟମାନ କିମ୍ବା ରେ 5 (b) ର ମଧ୍ୟମା ପ୍ରଶ୍ନ ଆସିବ l ତେଣୁ ଯେ କୌଣସି ଗୋଟିଏ ଅଭ୍ୟାସ କଲେ ଚଳିବ l କିନ୍ତୁ ଯେହେତୁ OMR ଅଛି ସବୁକୁ ଥରେ ଅଭ୍ୟାସ କରିନେବା ଜରୁରୀ l
2 weeks ago | [YT] | 0
View 0 replies
Load more