Humble tributes to great freedom fighter, socialist leader and Bharat Ratna recipient #LokNayak#JayaprakashNarayan on his birth anniversary. His ideals of democratic values and corruption-free society will be remembered for generations to come.
Humble tributes to former Prime Minister and freedom fighter #LalBahadurShastri on his birth anniversary. He was a leader who led a simple life and lived by examples. His golden words, #JaiJawanJaiKisan continues to remain a guiding force.
Humble tributes to #MahatmaGandhi, the greatest proponent of peace and non-violence on #GandhiJayanti. His legacy reminds us that truth, ahimsha and compassion can reshape the course of history. His ideals, teachings and principles will continue to inspire for generations to come.
Humble tributes to revolutionary freedom fighter #BhagatSingh on his birth anniversary. His valour, commitment and supreme sacrifice for the motherland will continue to inspire all of us.
Jayadev Lenka Official
ଓଡ଼ିଆ ସଙ୍ଗୀତ ଜଗତର ଚିରସବୁଜ ଗୀତିକାର ତଥା ଗାୟକ ଅକ୍ଷୟ ମହାନ୍ତିଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି। ନିଜ ସ୍ୱତନ୍ତ୍ର ରଚନା ଶୈଳୀ ମାଧ୍ୟମରେ ଓଡ଼ିଆ ଭାଷା, ସାହିତ୍ୟ ତଥା ସଙ୍ଗୀତ ଜଗତକୁ ସମୃଦ୍ଧ କରିବାରେ ତାଙ୍କ ଅବଦାନ ସର୍ବଦା ସ୍ମରଣୀୟ।
11 hours ago | [YT] | 158
View 5 replies
Jayadev Lenka Official
Humble tributes to great freedom fighter, socialist leader and Bharat Ratna recipient #LokNayak #JayaprakashNarayan on his birth anniversary. His ideals of democratic values and corruption-free society will be remembered for generations to come.
1 day ago | [YT] | 73
View 0 replies
Jayadev Lenka Official
ପବିତ୍ର ମହାଳୟା ଅବସରରେ ସଭିଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ମା' ଦୁର୍ଗାଙ୍କ ଆଗମନ ପ୍ରତିଟି ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରିଦେଉ। #Mahalaya
2 days ago | [YT] | 97
View 0 replies
Jayadev Lenka Official
ସେବା ଓ ତ୍ୟାଗର ଅନନ୍ୟ ପ୍ରତୀକ ତଥା ମହାନ ସ୍ୱାଧୀନତା ସଂଗ୍ରାମୀ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି। ସୁଆଣ୍ଡୋରେ ସତ୍ୟବାଦୀ ବନ ବିଦ୍ୟାଳୟ ପ୍ରତିଷ୍ଠା ଦ୍ୱାରା ଶିକ୍ଷିତ ସମାଜ ଗଠନ ପାଇଁ ସେ ଦେଖାଇଥିବା ମାର୍ଗ ତଥା ଲୋକଙ୍କ ସେବା ଓ ଉନ୍ନତି ପାଇଁ ତାଙ୍କ ଜୀବନବ୍ୟାପୀ ସାଧନା ସର୍ବଦା ପ୍ରେରଣାର ଉତ୍ସ।
3 days ago | [YT] | 182
View 4 replies
Jayadev Lenka Official
ଓଡ଼ିଶାର ବୀର ସ୍ୱାଧୀନତା ସଂଗ୍ରାମୀ ତଥା ଦେଶର ସର୍ବକନିଷ୍ଠ ଶହୀଦ ବାଜି ରାଉତଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି। ମାତ୍ର ୧୨ବର୍ଷ ବୟସରେ ଦେଶରେ ସ୍ୱାଧୀନତା ପାଇଁ ସେ ଦେଖାଇଥିବା ବୀରତ୍ୱ ଓ ପରାକ୍ରମ ସର୍ବଦା ପ୍ରେରଣାର ଉତ୍ସ ହୋଇରହିବ।
1 week ago | [YT] | 277
View 6 replies
Jayadev Lenka Official
Humble tributes to former Prime Minister and freedom fighter #LalBahadurShastri on his birth anniversary. He was a leader who led a simple life and lived by examples. His golden words, #JaiJawanJaiKisan continues to remain a guiding force.
1 week ago | [YT] | 147
View 0 replies
Jayadev Lenka Official
Humble tributes to #MahatmaGandhi, the greatest proponent of peace and non-violence on #GandhiJayanti. His legacy reminds us that truth, ahimsha and compassion can reshape the course of history. His ideals, teachings and principles will continue to inspire for generations to come.
1 week ago | [YT] | 110
View 0 replies
Jayadev Lenka Official
ଓଡ଼ିଆ ସାହିତ୍ୟର କାଳଜୟୀ ସ୍ରଷ୍ଟା କବିବର ରାଧାନାଥ ରାୟଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି। ନିଜ ଅନନ୍ୟ ସୃଜନ ସୃଷ୍ଟି ଦ୍ୱାରା ଆମ ଭାଷା ଓ ସାହିତ୍ୟକୁ ସେ ସମୃଦ୍ଧ କରିଯାଇଛନ୍ତି। ଓଡ଼ିଆ ସାହିତ୍ୟରେ ଆଧୁନିକ ଯୁଗର ସ୍ରଷ୍ଟା ଭାବେ ସେ ସର୍ବଦା ସ୍ମରଣୀୟ ରହିବେ।
2 weeks ago | [YT] | 199
View 1 reply
Jayadev Lenka Official
Humble tributes to revolutionary freedom fighter #BhagatSingh on his birth anniversary. His valour, commitment and supreme sacrifice for the motherland will continue to inspire all of us.
2 weeks ago | [YT] | 85
View 1 reply
Jayadev Lenka Official
ଯଶସ୍ୱୀ ସାରସ୍ୱତ ସାଧକ ତଥା ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷର ରଚୟିତା ଗୋପାଳଚନ୍ଦ୍ର ପ୍ରହରାଜଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି। ତାଙ୍କ ରଚିତ ଓଡ଼ିଆ ପୂର୍ଣ୍ଣାଙ୍ଗ ଭାଷାକୋଷ ସାହିତ୍ଯ ଜଗତରେ ସର୍ବଦା ସ୍ଵତନ୍ତ୍ର ହୋଇ ରହିବ। ନିଜ କାଳଜୟୀ ରଚନା ଏବଂ ଅନନ୍ୟ ସାହିତ୍ଯ ସୃଷ୍ଟି ପାଇଁ ସେ ଚିର ସ୍ମରଣୀୟ ହୋଇ ରହିବେ।
2 weeks ago | [YT] | 105
View 0 replies
Load more