alok💞sarmistha.


ଜୟ ଜଗନ୍ନାଥ 🙏
🌿🍁Wellcome To My YouTube channel 🍁🌿

Keep supporting friends ❤️‍🩹🙏❤️‍🩹
Love you all♥️
ଆପଣମାନଙ୍କୁ ମୋ ଚ୍ୟାନେଲକୁ ସ୍ୱଗତ କରୁଛି🙏
ମୋ ନାଁ ଆଲୋକ କୁମାର ନାୟକ✌️
ମୋଘର ପୁରୀ ଜିଲ୍ଲା, ବ୍ରହ୍ମଗିରୀ
ମୁଁ ମୋ ଭିଡିଓ ମାଧ୍ୟମ ରେ ଗାଁ ଲୋକମାନଙ୍କର ପ୍ରତିଦିନ କାର୍ଯ୍ୟକଳାପ ବିଷୟରେ ଆପଣମାନଙ୍କୁ ଦେଖାଇବାକୁ ଚେଷ୍ଠାକରେ💛
ଆପଣମନେ ମୋ ଭିଡ଼ିଓ ଦେଖୁଥିବାରୁ ସମସ୍ତଙ୍କୁ ମୋର ଅଶେଷ ଅଶେଷ ଧନ୍ୟବାଦ 🙏
ଏବେ ଆପଣମାନଙ୍କ ସମର୍ଥନ ମତେ ବେଶି ଆବଶ୍ୟକ,
ଯଦି ଆପଣ ମୋ ଭିଡ଼ିଓ କୁ ଦେଖୁଛନ୍ତି ତାହାଲେ ଭିଡ଼ିଓକୁ like, comment, share କରି ମୋ ଚ୍ୟାନେଲକୁ subscribe କରିଦିଆନ୍ତୁ 🙏👍👍

ଆଶା କରୁଛି ଆପଣମାନେ ମୋ ଭିଡ଼ିଓ କୁ ଆଗକୁ ନେବାପାଁଇ ଆପଣମାନେ ମତେ ସାହାଯ୍ୟ କରିବେ 🙏

🇯‌🇦‌🇾‌ ⭕❗⭕🇯‌🇦‌🇬‌🇦‌🇳‌🇳‌🇹‌🇭‌ 🙏


alok💞sarmistha.

🩷🤍🩷

1 week ago | [YT] | 9

alok💞sarmistha.

ଆଜିର ଦିନଟା ଏମିତି କଟିଲା ❤️ | Daily Vlog

2 weeks ago | [YT] | 11

alok💞sarmistha.

କଥା ଧରିଲେ ସମ୍ପର୍କ ଚୁନା
ଚୁପ ରହିଲେ ମାଟି ବି ସୁନା.. ,,😔

1 month ago | [YT] | 9

alok💞sarmistha.

🤝

1 month ago | [YT] | 27

alok💞sarmistha.

ଚାହିଁ ବସିଛନ୍ତି ମହାଲକ୍ଷ୍ମୀ ଶ୍ରୀହରିଙ୍କୁ…
ଆଜି ନୀଳାଦ୍ରି ବିଜେ - ଅଭିମାନ ଭାଙ୍ଗିବ, ପ୍ରେମ ଜିତିବ..🙏

1 month ago | [YT] | 91

alok💞sarmistha.

Congratulations Jyotirmayee Nayak 🤝

1 month ago | [YT] | 13

alok💞sarmistha.

ଆଜି କାଲିକା ଲୋକ
ନାଟକ ଦେଖିକି କାନ୍ଦନ୍ତି
କାନ୍ଦ ଦେଖିକି କୁହନ୍ତି
ନାଟକ କରୁଛି.. ,,

5 months ago | [YT] | 7

alok💞sarmistha.

ଜୟ ଜଗନ୍ନାଥ 🙏

5 months ago | [YT] | 8

alok💞sarmistha.

ପଖାଳ ଦିବସରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ।🙏

5 months ago | [YT] | 12

alok💞sarmistha.

ଅନ୍ୟମାନଙ୍କ ଜୀବନକୁ ଦେଖି ଆମେ ଭାବୁ ତା ଜୀବନ କେତେ ଭଲ କେତେ ସହଜ...କିନ୍ତୁ ବାସ୍ତବରେ ସେ ହସୁଥିବା ଚେହେରା ରେ କେତେ ଯେ ଯନ୍ତ୍ରଣା ଭରିଥାଏ ଆମେ ଜାଣିନଥାଉ...ତେଣୁ କାହାକୁ କିଛି କହିବା ଭାବିବା କି ଆଘାତ ଦେବା ଆଗରୁ ଥରେ ଭାବନ୍ତୁ....
Jay Jagannath 🙏

6 months ago | [YT] | 8