Bhakti Mahamantra


🙏 Hare Krishna! Welcome to my spriritual meditation channel.
ଏଇ channel ରେ ଆପଣ ପାଇବେ ଶୁଦ୍ଧ ଭକ୍ତିମୟ Hare Krishna Mahamantra, କୀର୍ତନ, ଜପ, ଭଜନ ଏବଂ ଆଧ୍ୟାତ୍ମିକ ପ୍ରେରଣାଦାୟକ ଭିଡିଓ, ଯାହା ଆପଣଙ୍କ ମନକୁ ଶାନ୍ତି ଏବଂ ଆତ୍ମାକୁ ଶୋଧିତ କରିବ

🙏🙏

ଆମର ଲକ୍ଷ୍ୟ — ସମଗ୍ର ବିଶ୍ୱରେ Hare Krishna Mahamantra କୁ ପ୍ରଚାର କରିବା ଏବଂ ସମସ୍ତଙ୍କୁ ଭକ୍ତିର ମାର୍ଗରେ ପ୍ରେରିତ କରିବା।

📌 Channel ରେ କଣ ପାଇବେ?
– ଶାନ୍ତିମୟ Mahamantra chanting
– 1 hour / 3 hours / 12 hours mahamantra loop
– Kirtan & Bhajan
– Meditation music
– Bhagavad Gita inspiration quotes
– Daily spiritual motivation

🙏 ଆପଣଙ୍କୁ ଅନୁରୋଧ:
Channel କୁ Subscribe, Like ଏବଂ Share କରନ୍ତୁ ଯେପରିକି ଏହି ପବିତ୍ର ସଂକୀର୍ତନ ଅଧିକ ଲୋକ ପର୍ଯ୍ୟନ୍ତ ପହଞ୍ଚିବ ଓ ଆପଣ ମାନଙ୍କ ପାଇଁ ନୂଆ ନୂଆ ଭିଡ଼ିଓ ଆଣିବାକୁଉତ୍ସାହ ମିଳିବ
🙏🙏🙏🙏ଧନ୍ୟବାଦ 🙏🙏🙏🙏
thankyou 🙏🙏 My WhatsApp no 8280027403


Bhakti Mahamantra

ଗୁରୁଙ୍କ ଉପସ୍ଥିତରେ ଗଙ୍ଗା ମାତା ଓ ସୂର୍ଯ୍ୟ ଦେବଙ୍କ ପୂଜା ଏବଂ ସର୍ବ ଦେବା ଦେବୀ ଙ୍କ ପୂଜା 🙏🙏🙏

6 months ago | [YT] | 14

Bhakti Mahamantra

🙏amara ahi Chanel re dekhuthiba samastanku mora abhinandan mora ahi Chanel re pala, dasakathia, nama sankirtan, odia rangini, purana sastra gyan dharmika etyadi dekhibaku paibe.... Sethipai ama Chanel ku saport, like,subscribe, share karantu apankara ahi sabu coment mopai bahuta gurut purna.... 🙏🙏link http-@chintuMajhi-xr1ey

7 months ago | [YT] | 10