ଜୟ ଜଗନ୍ନାଥ 🙏
Welcome to my "JULU BHAI" youtube family.
Myself Smruti Ranjan Pradhan (JULU) on a mission to explore - "Odisha-Indias best kept secret".
My curiosity to explore INDIA started in 2021 and since then I have started sharing my experiences.
Through my journey till now, I have came across many unexplored destinations holding our great cultural and historical values.
Doing my utmost, to bring these place to line light through my work as there places should be appreciated well.
You can show your support by hitting the bell icon and with your valuable comments.
For more information :-
Email - smruti.233@gmail.com
FOLLOW ME ON INSTAGRAM - smruti_chaudhury
Jai Jagannath 🙏
JULU BHAI
ଜୀବନରେ ସବୁ ଠୁ ବଡ ଦୁଖଃ ହେଲା ବିଶ୍ୱାସଘାତକତା ..
ନିଜର ସ୍ଵାର୍ଥ ପାଇଁ କିଛ଼ି ମନିଷ ବହୁତ୍ ତଳକୁ ଖସି ଯାଇ ପାରନ୍ତି
3 months ago | [YT] | 0
View 0 replies
JULU BHAI
ସମୟ ବଡ ପରିବର୍ତ୍ତନଶୀଳ ଆଜି ଯିଏ ମିତ୍ର କାଲି ସେ ଶତ୍ରୁ ଓ ଆଜି ଯିଏ ଶତ୍ରୁ କିଏ କହିବ ଆଗକୁ ମିତ୍ର ଭି ହୋଇପାରେ
--------ସମୟ ପରିବର୍ତ୍ତନଶୀଳ ---------
3 months ago | [YT] | 1
View 0 replies
JULU BHAI
ପବିତ୍ର ପ୍ରଥମାଷ୍ଟମୀ ପର୍ବ ର ପ୍ରତେକ ଓଡ଼ିଆ ମାନଙ୍କୁ ଅନେକ୍ ଅନେକ୍ ଶୁଭେଚ୍ଛା ଓ ଶୁଭ ଅଭିନନ୍ଦନ
ଏ ପ୍ରଥମାଷ୍ଟମୀ ଆମ ପାଇଁ ଏକ ପର୍ବ ନୂହେଁ ଏ ହେଉଛି ଆମ ଭିତରେ ଲୁଚି ରହିଥିବା ପିଲା ଦିନର ବୋହୂ ମିଠା ଅନୁଭୂତି
ରାତି 5 ଟା ରୁ ଜେଜେ ମା ର ଏଣ୍ଡୁରି ପିଠା ,ପ୍ରଥମ ଶୀତରେ ସକାଳୁ ସକାଳୁ ଗାଧୋଇବା ଓ ମାମୁଁ ଘର ନୂଆ ଡ୍ରେସ୍ ପିନ୍ଧିବା
ତା ଠାରୁ ବେଶୀ ବଡ କଥା ହେଲା ତା ଭିତରେ ଲୁଚି ରହିଥିବା ଭଲ ପାଇବା
3 months ago | [YT] | 1
View 0 replies
JULU BHAI
3 months ago | [YT] | 3
View 0 replies
JULU BHAI
Early Morning with Sea
#Sea
#Sunday
#odishaseas
#bestmoments
4 months ago | [YT] | 1
View 0 replies
JULU BHAI
4 months ago | [YT] | 4
View 0 replies
JULU BHAI
କାଶତଣ୍ଡି
ଶ୍ରାବଣ ଭାଦ୍ରବ ଗଲା ଆସିଲା ଆଶ୍ଵିନ
ଚାରିଆଡ଼େ ମନଲୋଭା କାଶତଣ୍ଡି ଫୁଲର ଅରଣ୍ୟ
ଏଠି କିଛି ରଙ୍ଗ ଅଛି ସଫେଦ ରେ
ନାଲି ନେଳି ଇନ୍ଦ୍ରଧନୁ ପରି
କିଛି ସଫେଦ ଚାଦର ଆଉ କିଛି ମିଠା ଅନୁଭୁତି
ଏବେ ଦିନରେ ଭି କାଶତଣ୍ଡି ଆଣେ ମିଠା ଜହ୍ନରାତି ।।
5 months ago | [YT] | 2
View 0 replies
JULU BHAI
5 months ago | [YT] | 1
View 0 replies
JULU BHAI
Wish you all a Happy Ganesh Chaturthi. May Lord Ganesh Bless you all .
Regards
Smruti Ranjan Pradhan
5 months ago | [YT] | 1
View 0 replies
JULU BHAI
5 months ago | [YT] | 3
View 0 replies
Load more