ହର ହର ମହାଦେବ🙏, ମୁଁ ଦେବାଶିଷ ଏହି ଚ୍ୟାନେଲ କୁ ଆପଣଙ୍କୁ ସ୍ୱାଗତ କରୁଛି, ଏହି ଚ୍ୟାନେଲ ମାଧ୍ୟମରେ ମୁଁ ଯୁଆଡେ ବି ବୁଲିବାକୁ ଯିବି କିଛି ଭିଡ଼ିଓ ବନେଇ ତାହାକୁ ଆପଣମାନଙ୍କ ସହ ଶେୟାର କରିବି, ତାହା ସହିତ ଆମର ପର୍ବ ପର୍ବାଣି ଆଉ ଖାଦ୍ୟ,ଖେଳ କୁଦ ମଜା ମସ୍ତି କୁ ଶେୟାର କରିବି, ଆଶା କରେ ଆପଣମାନେ ମତେ ବହୁତ ଭଲପାଇବା ଦେବେ ଆଉ ସପୋର୍ଟ କରିବେ, ଯଦି ଭିଡ଼ିଓ ଭଲ ଲାଗେ like, share, coment କରିବେ ଆଉ ଏ ଚ୍ୟାନେଲ କୁ subscribe କରିବେ, ହର ହର ମହାଦେବ 🙏🙏🙏


DEV_visit

ଶ୍ରୀ ଶ୍ରୀ ବାବା ଗଜାନନ ବିଘ୍ନହର୍ତ୍ତା ଶ୍ରୀ ଗଣେଶ ସମସ୍ତଙ୍କର ବିଘ୍ନ ଦୁର କରନ୍ତୁ 🙏🙏🙏🚩

4 months ago | [YT] | 74

DEV_visit

ଶ୍ରାବଣ ମାସ ପାଇଁ ଆମ ଗାଁ ସ୍ଵପ୍ନେଶ୍ଵର ମହାଦେବ ଠୁ ମହାବିନାୟକ ଚଣ୍ଡିଖୋଲ ପର୍ଯ୍ୟନ୍ତ ପାଣି ଭରା ନେଇକି ଯାଉଛୁ, ମହାଦେବ ସମସ୍ତ ଙ୍କୁ ଆଶ୍ରିବାଦ ପ୍ରଦାନ କରନ୍ତୁ। ହର ହର ମହାଦେବ 🔱🔱🔱🙏🚩

5 months ago | [YT] | 97

DEV_visit

Jay Jagannath // ଜୟ ଜଗନ୍ନାଥ ⭕❗⭕🙏🚩

5 months ago | [YT] | 56

DEV_visit

🙏🙏🙏⭕❗⭕🙏🙏🙏

6 months ago | [YT] | 33

DEV_visit

ଦୁର୍ଲଭ ରଘୁନାଥ ବେଶ ର ଦର୍ଶନ ବଡ଼ବାଡ଼
ସାମନ୍ତ ମଣିମା ମହାପ୍ରଭୁ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉ ⭕❗⭕🙏🚩💐💐💐 ତୁଳସୀ କ୍ଷେତ୍ର, କେନ୍ଦ୍ରାପଡ଼ା।

6 months ago | [YT] | 36

DEV_visit

ଜୟ ଶ୍ରୀ ସିଦ୍ଧ ବଳଦେବଜୀଉ, ତୁଳସୀ କ୍ଷେତ୍ର, କେନ୍ଦ୍ରାପଡ଼ା।। ⭕❗⭕🙏🚩💐💐💖💖💖💖💖💖

6 months ago | [YT] | 36

DEV_visit

⭕❗⭕🙏🚩
ଏଇ ଜୀବନ ମୁଠେ ପବନ
ଏଇ ଅଛି ଏଇ ନାହିଁ
ନିଶ୍ୱାସକୁ ପରା ନାହିଁ ହେ ବିଶ୍ୱାସ
ବଞ୍ଚିଛି ତୁମରି ପାଇଁ
ମଥାରେ ଥାଉ ଟିପି ଚନ୍ଦନ
ତୁଣ୍ଡ କହୁଥାଉ ହରେ ରାମ
ବାହୁଡ଼ି ଯାଏ ମୁଁ ଆହେ ବାହୁଡା ବ୍ରହ୍ମ
ବାହୁଡ଼ି ଯାଏ ମୁଁ ଆହେ ବାହୁଡା ବ୍ରହ୍ମ

6 months ago | [YT] | 27

DEV_visit

नीलाचलनिवासाय नित्याय परमात्मने
बलभद्रसुभद्राभ्यां जगन्नाथाय ते नमः
ନୀଳାଚଳ-ନିବାସାୟ ନିତ୍ୟାୟ ପରମାତ୍ମନେ
ବଳଭଦ୍ର - ସୁଭଦ୍ରାଭ୍ୟାମ ଜଗନ୍ନାଥାୟ ତେ ନମଃ

जगदानन्दकन्दाय प्रणतार्तहराय च
नीलाचलनिवासाय जगन्नाथाय ते नमः
ଜଗଦା - ନନ୍ଦ - କନ୍ଦାୟ ପ୍ରଣତାର୍ତ୍ତ - ହରାୟ ଚ
ନୀଳାଚଳ - ନିବାସାୟ ଜଗନ୍ନାଥାୟ ତେ ନମଃ
⭕❗⭕🙏🚩💐💐💐💖💖💖

6 months ago | [YT] | 41

DEV_visit

ଜଗନ୍ନାଥାଷ୍ଟକମ୍⭕❗⭕🙏🚩

କଦାଚିତ୍-କାଲିଂଦୀ ତଟଵିପିନ ସଂଗୀତକରଵୋ
ମୁଦାଭୀରୀ ନାରୀଵଦନ କମଲାସ୍ଵାଦମଧୁପଃ ।
ରମା ଶଂଭୁ ବ୍ରହ୍ମାମରପତି ଗଣେଶାର୍ଚିତ ପଦୋ
ଜଗନ୍ନାଥଃ ସ୍ଵାମୀ ନୟନପଥଗାମୀ ଭଵତୁ ମେ ॥ 1 ॥

ଭୁଜେ ସଵ୍ୟେ ଵେଣୁଂ ଶିରସି ଶିଖିପିଂଛଂ କଟିତଟେ
ଦୁକୂଲଂ ନେତ୍ରାଂତେ ସହଚରକଟାକ୍ଷଂ ଵିଦଧତେ ।
ସଦା ଶ୍ରୀମଦ୍ଵୃଂଦାଵନଵସତିଲୀଲାପରିଚୟୋ
ଜଗନ୍ନାଥଃ ସ୍ଵାମୀ ନୟନପଥଗାମୀ ଭଵତୁ ନେ ॥ 2 ॥

ମହାଂଭୋଧେସ୍ତୀରେ କନକରୁଚିରେ ନୀଲଶିଖରେ
ଵସନ୍ ପ୍ରାସାଦାଂତସ୍ସହଜ ବଲଭଦ୍ରେଣ ବଲିନା ।
ସୁଭଦ୍ରା ମଧ୍ୟସ୍ଥସ୍ସକଲସୁର ସେଵାଵସରଦୋ
ଜଗନ୍ନାଥଃ ସ୍ଵାମୀ ନୟନପଥଗାମୀ ଭଵତୁ ମେ ॥ 3 ॥

କୃପା ପାରାଵାରାସ୍ସଜଲ ଜଲଦ ଶ୍ରେଣିରୁଚିରୋ
ରମାଵାଣୀ ରାମସ୍ଫୁରଦମଲ ପଂକେରୁହମୁଖଃ ।
ସୁରେଂଦ୍ରୈରାରାଧ୍ୟଃ ଶ୍ରୁତିଗଣଶିଖା ଗୀତ ଚରିତୋ
ଜଗନ୍ନାଥଃ ସ୍ଵାମୀ ନୟନପଥଗାମୀ ଭଵତୁ ମେ ॥ 4 ॥

ରଥାରୂଢୋ ଗଚ୍ଛନ୍ ପଥି ମିଲିତ ଭୂଦେଵପଟଲୈଃ
ସ୍ତୁତି ପ୍ରାଦୁର୍ଭାଵଂ ପ୍ରତିପଦମୁପାକର୍ଣ୍ୟ ସଦୟଃ ।
ଦୟାସିଂଧୁର୍ବଂଧୁସ୍ସକଲ ଜଗତା ସିଂଧୁସୁତୟା
ଜଗନ୍ନାଥଃ ସ୍ଵାମୀ ନୟନପଥଗାମୀ ଭଵତୁ ମେ ॥ 5 ॥

ପରବ୍ରହ୍ମାପୀଡଃ କୁଵଲୟ-ଦଲୋତ୍ଫୁଲ୍ଲନୟନୋ
ନିଵାସୀ ନୀଲାଦ୍ରୌ ନିହିତ-ଚରଣୋଽନଂତ-ଶିରସି ।
ରସାନଂଦୋ ରାଧା-ସରସ-ଵପୁରାଲିଂଗନ-ସଖୋ
ଜଗନ୍ନାଥଃ ସ୍ଵାମୀ ନୟନପଥଗାମୀ ଭଵତୁ ମେ ॥ 6 ॥

ନ ଵୈ ୟାଚେ ରାଜ୍ୟଂ ନ ଚ କନକ ମାଣିକ୍ୟ ଵିଭଵଂ
ନ ୟାଚେଽହଂ ରମ୍ୟାଂ ନିଖିଲଜନ-କାମ୍ୟାଂ ଵରଵଧୂମ୍ ।
ସଦା କାଲେ କାଲେ ପ୍ରମଥ-ପତିନା ଗୀତଚରିତୋ
ଜଗନ୍ନାଥଃ ସ୍ଵାମୀ ନୟନପଥଗାମୀ ଭଵତୁ ମେ ॥ 7 ॥

ହର ତ୍ଵଂ ସଂସାରଂ ଦ୍ରୁତତରମସାରଂ ସୁରପତେ
ହର ତ୍ଵଂ ପାପାନାଂ ଵିତତିମପରାଂ ୟାଦଵପତେ ।
ଅହୋ ଦୀନୋଽନାଥେ ନିହିତଚରଣୋ ନିଶ୍ଚିତମିଦଂ
ଜଗନ୍ନାଥଃ ସ୍ଵାମୀ ନୟନପଥଗାମୀ ଭଵତୁ ମେ ॥ 8 ॥

ଜଗନ୍ନାଥାଷ୍ଟକଂ ପୁନ୍ୟଂ ୟଃ ପଠେତ୍ ପ୍ରୟତଃ ଶୁଚିଃ ।
ସର୍ଵପାପ ଵିଶୁଦ୍ଧାତ୍ମା ଵିଷ୍ଣୁଲୋକଂ ସ ଗଚ୍ଛତି ॥

ଇତି ଶ୍ରୀମଦ୍ ଶଂକରାଚାର୍ୟଵିରଚିତଂ ଜଗନ୍ନାଥାଷ୍ଟକଂ ସଂପୂର୍ଣଂ॥

6 months ago | [YT] | 30

DEV_visit

ହେ ମହାପ୍ରଭୁ ଜଗତର ଠାକୁର ଜଗନ୍ନାଥ ପରମେଶ୍ୱର କୃପାକର ପ୍ରଭୁ କୃପାକର ⭕❗⭕🙏🚩🚩🚩

6 months ago | [YT] | 55