ହର ହର ମହାଦେବ🙏, ମୁଁ ଦେବାଶିଷ ଏହି ଚ୍ୟାନେଲ କୁ ଆପଣଙ୍କୁ ସ୍ୱାଗତ କରୁଛି, ଏହି ଚ୍ୟାନେଲ ମାଧ୍ୟମରେ ମୁଁ ଯୁଆଡେ ବି ବୁଲିବାକୁ ଯିବି କିଛି ଭିଡ଼ିଓ ବନେଇ ତାହାକୁ ଆପଣମାନଙ୍କ ସହ ଶେୟାର କରିବି, ତାହା ସହିତ ଆମର ପର୍ବ ପର୍ବାଣି ଆଉ ଖାଦ୍ୟ,ଖେଳ କୁଦ ମଜା ମସ୍ତି କୁ ଶେୟାର କରିବି, ଆଶା କରେ ଆପଣମାନେ ମତେ ବହୁତ ଭଲପାଇବା ଦେବେ ଆଉ ସପୋର୍ଟ କରିବେ, ଯଦି ଭିଡ଼ିଓ ଭଲ ଲାଗେ like, share, coment କରିବେ ଆଉ ଏ ଚ୍ୟାନେଲ କୁ subscribe କରିବେ, ହର ହର ମହାଦେବ 🙏🙏🙏


DEV_visit

🙏 ବିଶ୍ୱକର୍ମା ପୂଜା ୨୦୨୬ 🙏
ଭଗବାନ ଶ୍ରୀ ବିଶ୍ୱକର୍ମାଙ୍କ ଆଶୀର୍ବାଦରେ
ଆପଣଙ୍କ ଜୀବନରେ ସଫଳତା, ସମୃଦ୍ଧି, ସୁଖ ଓ ଶାନ୍ତି ଭରିଯାଉ।
ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟ ଶୁଭ ଓ ସଫଳ ହେଉ।
ସମସ୍ତ ଇଞ୍ଜିନିୟର, କାରିଗର, ଶ୍ରମିକ ଓ କର୍ମଜୀବୀ ଭାଇଭଉଣୀଙ୍କୁ
ବିଶ୍ୱକର୍ମା ପୂଜାର ଅନେକ ଅନେକ ଶୁଭେଚ୍ଛା। 🌺🙏
Happy Biswakarma Puja 2026!
ଜୟ ଶ୍ରୀ ବିଶ୍ୱକର୍ମା 🙏🔧🏗️

5 days ago | [YT] | 64

DEV_visit

🕉️🙏 ଗଣେଶ ପୂଜା ୨୦୨୬ର ହାର୍ଦ୍ଦିକ ଶୁଭେଚ୍ଛା 🙏🕉️
🌺 ଗଣପତି ବାପ୍ପା ମୋରିଆ! 🌺
ମୋର ପ୍ରିୟ YouTube Familyର ସମସ୍ତ ସଦସ୍ୟଙ୍କୁ
ଗଣେଶ ପୂଜା ୨୦୨୬ର ଅନେକ ଅନେକ ଶୁଭେଚ୍ଛା ଓ ଭଲପାଇବା। ❤️
ପ୍ରଭୁ ଶ୍ରୀ ଗଣେଶଙ୍କ ଆଶୀର୍ବାଦରୁ ଆପଣମାନଙ୍କ ଜୀବନରୁ ସମସ୍ତ ବାଧା ଦୂର ହେଉ, ଘରେ ସୁଖ, ଶାନ୍ତି, ସମୃଦ୍ଧି ଓ ସଫଳତା ଭରିଯାଉ। 🪔🌸
ଆପଣମାନଙ୍କର ଭଲପାଇବା, ଆଶୀର୍ବାଦ ଓ ସମର୍ଥନ ମୋ ପାଇଁ ସବୁବେଳେ ବହୁତ ମୂଲ୍ୟବାନ। ❤️🙏
❤️✨
🌺 ଜୟ ଶ୍ରୀ ଗଣେଶ 🌺
From — DEV_visit / କେନ୍ଦ୍ରାପଡ଼ା ଟୋକା -01 📺❤️

1 week ago | [YT] | 54

DEV_visit

ଆପଣ ସମସ୍ତଙ୍କୁ ପବିତ୍ର ଜନ୍ମାଷ୍ଟମୀ ରେ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ Happy Janmastami to all my YOUTUBE family.

2 weeks ago | [YT] | 26

DEV_visit

ପବିତ୍ର ରକ୍ଷା ବନ୍ଧନ ର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ❤️🫶🫶🫶👫🍁🍁🍁🖤🤍💚

3 weeks ago | [YT] | 53

DEV_visit

HAPPY 80TH INDEPENDENCE DAY 🇮🇳🇮🇳🇮🇳 TO ALL MY YOUTUBE FAMILY 🧡🤍💚 THANK YOU FOR YOUR SUPPORT, LOVE,WELL WISHES AND BLESSINGS......

1 month ago | [YT] | 84

DEV_visit

ଶ୍ରୀ ଶ୍ରୀ ବାବା ଗଜାନନ ବିଘ୍ନହର୍ତ୍ତା ଶ୍ରୀ ଗଣେଶ ସମସ୍ତଙ୍କର ବିଘ୍ନ ଦୁର କରନ୍ତୁ 🙏🙏🙏🚩

1 year ago | [YT] | 79

DEV_visit

ଶ୍ରାବଣ ମାସ ପାଇଁ ଆମ ଗାଁ ସ୍ଵପ୍ନେଶ୍ଵର ମହାଦେବ ଠୁ ମହାବିନାୟକ ଚଣ୍ଡିଖୋଲ ପର୍ଯ୍ୟନ୍ତ ପାଣି ଭରା ନେଇକି ଯାଉଛୁ, ମହାଦେବ ସମସ୍ତ ଙ୍କୁ ଆଶ୍ରିବାଦ ପ୍ରଦାନ କରନ୍ତୁ। ହର ହର ମହାଦେବ 🔱🔱🔱🙏🚩

1 year ago | [YT] | 102

DEV_visit

Jay Jagannath // ଜୟ ଜଗନ୍ନାଥ ⭕❗⭕🙏🚩

1 year ago | [YT] | 58

DEV_visit

🙏🙏🙏⭕❗⭕🙏🙏🙏

1 year ago | [YT] | 38

DEV_visit

ଦୁର୍ଲଭ ରଘୁନାଥ ବେଶ ର ଦର୍ଶନ ବଡ଼ବାଡ଼
ସାମନ୍ତ ମଣିମା ମହାପ୍ରଭୁ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉ ⭕❗⭕🙏🚩💐💐💐 ତୁଳସୀ କ୍ଷେତ୍ର, କେନ୍ଦ୍ରାପଡ଼ା।

1 year ago | [YT] | 39