ଜୟ ଜଗନ୍ନାଥ ସ୍ଵାମୀ ⭕❗⭕
Welcome to my humble corner of divine vibrations.
Here, you'll find soulful Jagannath bhajans, heart-touching katha reels, and devotional content made with love and surrender. Each video is a humble offering at the lotus feet of Mahaprabhu Jagannath.
Whether you're here to chant, meditate, or simply immerse yourself in divine stories — you're not here by accident. The Lord has brought you.
Subscribe and walk this path of bhakti together.
Stay connected
INSTAGRAM : / p_d16108
ମୋର ଏହି ଛୋଟ ଉପସ୍ଥାନକୁ ଆପଣଙ୍କୁ ସ୍ଵାଗତ।
ଏଠି ଆପଣ ପାଇବେ ଭକ୍ତିମୟ ଶ୍ରୀଜଗନ୍ନାଥଙ୍କର ଭଜନ, ଶ୍ରଦ୍ଧା ଓ ପ୍ରେମରେ ପରିପୂର୍ଣ୍ଣ କଥା ଭିଡିଓ ଓ ରୀଲ୍ସ। ପ୍ରତ୍ୟେକ ଭିଡିଓ ମୋର ତରଫରୁ ନୀଳାଚଳ ନାଥଙ୍କ ଚରଣତଳକୁ ଏକ ଭକ୍ତିମୟ ଅର୍ପଣ।
ଆପଣ ଯଦି ଚାହାନ୍ତି ନାମ ଜପ କରିବା, ଧ୍ୟାନ କରିବା, କିମ୍ବା ମହାପ୍ରଭୁଙ୍କ ଗଳ୍ପରେ ଡୁବିଯିବା — ତେବେ ଏଠି ଆସିବା କୌଣସି ଦୁରଘଟନା ନୁହେଁ। ମହାପ୍ରଭୁ ନିଜେ ଆପଣଙ୍କୁ ଏଠିକୁ ଆଣିଛନ୍ତି।
p_d Leela 💙
🌹 ଜୟ ଜଗନ୍ନାଥ 🙏
🙏 जय जगन्नाथ 🙏
*ସବୁବେଳେ ଭୁଲ ଓ ବିଫଳତା ମଧ୍ୟରେ ଭଗବାନଙ୍କ କୃପା ଆମକୁ ଧିରେ ଧିରେ ତାଙ୍କ ଆଡକୁ ନେଇଥାଏ l ବିଶ୍ୱାସ ହରାନ୍ତୁ ନାହିଁ l ଯେତେଥର ବିଫଳ ହେଲେ ବି ସାଧନା ଜାରି ରଖନ୍ତୁ l*
🌿 Bhakti | Sanatan Dharma | Spiritual Motivation
ଜୟ ଜଗନ୍ନାଥ ସ୍ବାମୀ 🙏
#igreels #trendingnow❤️ #pd💙
#explorepage✨ #postoftheday
🔔 Don't forget to LIKE 👍, LOVE ❤️, COMMENT 💬, SHARE 🔁, SAVE 📌, CLICK 🔗, PLAY ▶️.
💬Share your thoughts
Jay Jagannath 🙏
2 weeks ago | [YT] | 3
View 1 reply
p_d Leela 💙
🌹 ଜୟ ଜଗନ୍ନାଥ 🙏
🙏 जय जगन्नाथ 🙏
ଏ ଶରୀର ହୋଇଅଛି ଅଣାକାରୁ ଜାତ, ବିରାଟର ଦେହକୁ ସେ ଘେନିଣ ସମ୍ଭ୍ରୁତ, ବିରାଟର ମୂଳଦେହ ଅଟଇଟି ସେହି, ଜୀବନର ଅନ୍ତେ ତହିଁଂ ଏ ଦେହ ଗଢ଼ଇ.
- ବ୍ରହ୍ମ ବିଦ୍ୟା.
🌿 Bhakti | Sanatan Dharma | Spiritual Motivation
ଜୟ ଜଗନ୍ନାଥ ସ୍ବାମୀ 🙏
#igreels #trendingnow❤️ #pd💙
#explorepage✨ #postoftheday
🔔 Don't forget to LIKE 👍, LOVE ❤️, COMMENT 💬, SHARE 🔁, SAVE 📌, CLICK 🔗, PLAY ▶️.
💬Share your thoughts
Jay Jagannath 🙏
2 weeks ago | [YT] | 4
View 1 reply
p_d Leela 💙
🌹 ଜୟ ଜଗନ୍ନାଥ 🙏
🙏 जय जगन्नाथ 🙏
*ସମୟ ଆସିଲେ ସବୁ ସମସ୍ୟାର ସମାଧାନ ଆପେ ଆପେ ହୁଏ, ସେ ପର୍ଯ୍ୟନ୍ତ ପ୍ରତୀକ୍ଷା କରିବା ଉଚିତ l ବିଶ୍ୱାସ ନଥିଲେ ଆଧ୍ୟାତ୍ମିକ ଅଗ୍ରଗତି ହୋଇପାରିବ ନାହିଁ l*
🌿 Bhakti | Sanatan Dharma | Spiritual Motivation
ଜୟ ଜଗନ୍ନାଥ ସ୍ବାମୀ 🙏
#igreels #trendingnow❤️ #pd💙
#explorepage✨ #postoftheday
🔔 Don't forget to LIKE 👍, LOVE ❤️, COMMENT 💬, SHARE 🔁, SAVE 📌, CLICK 🔗, PLAY ▶️.
💬Share your thoughts
Jay Jagannath 🙏
3 weeks ago | [YT] | 2
View 1 reply
p_d Leela 💙
आप सभी को इस पवन दिवस के हार्दिक शुभकामनाएं 🙏
Jay Jagannath 🙏
#baisakhi #vishu #puthandu #sankranti #bihu
1 month ago | [YT] | 4
View 1 reply
p_d Leela 💙
🌹 ଜୟ ଜଗନ୍ନାଥ 🙏
🙏 जय जगन्नाथ 🙏
*-ଆମ ଭିତରେ ଭଗବାନଙ୍କୁ ପାଇବାର ତୀବ୍ର ଅଭୀପସା ସହିତ ତାଙ୍କ ପ୍ରତି ପୂର୍ଣ୍ଣ ସମର୍ପଣ, ବିଶ୍ୱାସ, ନିଶ୍ଛଳ ପ୍ରେମ ରହିବା ଉଚିତ, ତେବେ ଯାଇ ଆମେ ନିଜର ଅଭୀଷ୍ଟଙ୍କୁ ପ୍ରାପ୍ତ କରିପାରିବା ।*
🌿 Bhakti | Sanatan Dharma | Spiritual Motivation
ଜୟ ଜଗନ୍ନାଥ ସ୍ବାମୀ 🙏
#igreels #trendingnow❤️ #pd💙
#explorepage✨ #postoftheday
🔔 Don't forget to LIKE 👍, LOVE ❤️, COMMENT 💬, SHARE 🔁, SAVE 📌, CLICK 🔗, PLAY ▶️.
💬Share your thoughts
Jay Jagannath 🙏
1 month ago | [YT] | 8
View 0 replies
p_d Leela 💙
🌹 ଜୟ ଜଗନ୍ନାଥ 🙏
🙏 जय जगन्नाथ 🙏
*ଗ୍ରହ ରୁପି ଜନାର୍ଦ୍ଦନ 😊*
ମହାପ୍ରଭୂ ଦର୍ଶନ ମାତ୍ରେ ସମସ୍ତ ଗ୍ରହ ଦଶା ଖଣ୍ଡନ ହୋଇଥାଏ
🌿 Bhakti | Sanatan Dharma | Spiritual Motivation
ଜୟ ଜଗନ୍ନାଥ ସ୍ବାମୀ 🙏
🔔 Don't forget to LIKE 👍, LOVE ❤️, COMMENT 💬, SHARE 🔁, SAVE 📌, CLICK 🔗, PLAY ▶️.
💬Share your thoughts
Jay Jagannath 🙏
1 month ago | [YT] | 4
View 1 reply
p_d Leela 💙
🌹 ଜୟ ଜଗନ୍ନାଥ 🙏
🙏 जय जगन्नाथ 🙏
ଜୀବନ ସାରା ଆମକୁ ନିଜ ଦୁଇ ଗୋଡ଼ରେ ଠିଆ କରି
ଚଳେଇଥାଏ ଜୀବନ...... କିନ୍ତୁ ମୃତ୍ୟୁ ର ଅଳି ଅର୍ଦ୍ଧଳି
ତ ଦେଖନ୍ତୁ।
ଆସିବା କ୍ଷଣୀ ହିଁ ଚାରି କାନ୍ଧ ଖୋଜିଥାଏ 🌹❤️🙏
🌿 Bhakti | Sanatan Dharma | Spiritual Motivation
ଜୟ ଜଗନ୍ନାଥ ସ୍ବାମୀ 🙏
#igreels #trendingnow❤️ #pd💙
#explorepage✨ #postoftheday
🔔 Don't forget to LIKE 👍, LOVE ❤️, COMMENT 💬, SHARE 🔁, SAVE 📌, CLICK 🔗, PLAY ▶️.
💬Share your thoughts
Jay Jagannath 🙏
1 month ago | [YT] | 2
View 1 reply
p_d Leela 💙
🌹 ହର ହର ମହାଦେବ 🙏
🙏 हर हर महादेव 🔱 🙏
*ସବୁଠାରୁ ବଡ଼ ସୌଭାଗ୍ୟଶାଳୀ ସେହି ଅଟେ ଯାହାକୁ ଭଗବାନଙ୍କ କାର୍ଯ୍ୟ କରିବାକୁ ସୁଯୋଗ ମିଳିଥାଏ l*
🌿 Bhakti | Sanatan Dharma | Spiritual Motivation
ଜୟ ଜଗନ୍ନାଥ ସ୍ବାମୀ 🙏
🔔 Don't forget to LIKE 👍, LOVE ❤️, COMMENT 💬, SHARE 🔁, SAVE 📌, CLICK 🔗, PLAY ▶️.
💬Share your thoughts
Jay Jagannath 🙏
1 month ago | [YT] | 3
View 1 reply
p_d Leela 💙
🌹 ଜୟ ନାରାୟଣ 🙏
🙏 जय नारायण 🙏
*କର୍ତ୍ତବ୍ୟ- ଅକର୍ତ୍ତବ୍ୟର ଜ୍ଞାନ ସମସ୍ତଙ୍କର ଥାଏ ଏବଂ ଯେଉଁ ବ୍ୟକ୍ତି ନରକର ତିନି ଦ୍ୱାର- କାମ, କ୍ରୋଧ ଓ ମୋହର ବଶୀଭୂତ ନ ହୋଇ ସତକର୍ମର ଆଶ୍ରୟ ନିଏ, ସେ ହିଁ ସଦଗତିକୁ ପ୍ରାପ୍ତ ହୋଇଥାଏ ।*
🌿 Bhakti | Sanatan Dharma | Spiritual Motivation
ଜୟ ଜଗନ୍ନାଥ ସ୍ବାମୀ 🙏
🔔 Don't forget to LIKE 👍, LOVE ❤️, COMMENT 💬, SHARE 🔁, SAVE 📌, CLICK 🔗, PLAY ▶️.
💬Share your thoughts
Jay Jagannath 🙏
1 month ago | [YT] | 3
View 0 replies
p_d Leela 💙
🌹 ଜୟ ଶ୍ରୀ ରାଧାକୃଷ୍ଣ 🙏
🙏 जय श्री राधाकृष्ण 🙏
*କିଛି ନା କିଛି ସୁଖ ସୁବିଧା ଛାଡିବାକୁ ହେବ l ମନର ସବୁ ଇଚ୍ଛା ପୂରଣ କଲେ ଅଗ୍ରଗତି ହୋଇପାରିବ ନାହିଁ l ତ୍ୟାଗ ନ ଥିଲେ ସାଧନା ଓ ସେବା ପାଇଁ ସମୟ ବାହାରି ପାରିବ ନାହିଁ l*

Load more