This channel is provided Daily lifestyle Content in Odia language.This channel show different part of Life Like Fun, comedy, Happy , sad, and imotion.Also Shareing my personal journy.Please Do Sbscribe my channel and Hit the bell icon for more video.If you are enjoying my video then please like the video.


SBS VLOGS

ସମସ୍ତ କୁ କ।ର୍ତ୍ତିକ ପୂର୍ଣ୍ଣିମାର ଶୁଭେଚ୍ଛା ଓ ଶୁଭକ।ମନ। 🥰🥰ଜୟ ଜଗନ୍ନାଥ 🥰🥰

10 months ago | [YT] | 7

SBS VLOGS

ଏ ବର୍ଷ ର କାଳିଆ ର ଶେଷ ଦର୍ଶନ 🙏🥰

1 year ago | [YT] | 8

SBS VLOGS

Ganesh puja upalake samasta nku subhecha au subha kamana🥰🙏🙏🙏 Jay sri ganesh 🥰🥰

2 years ago | [YT] | 4

SBS VLOGS

ଗୁରୁଙ୍କୁ ନ ମଣିବ ନର, ଗୁରୁ ହିଁ ସାକ୍ଷାତ୍ ଇଶ୍ଵର 🥰 Happy Teacher's day 🥰

2 years ago | [YT] | 2

SBS VLOGS

ରସିକ ନାଗର କାଳିଆ ଠାକୁର,🙏
ତ ପ୍ରେମ ରେ ବନ୍ଧା ଏ ପୁରା ସଂସାର,🥰
କି ମାୟ ଲଗେଇଲୁ ଗୋପପୁର ରେ ||
କପଟୀ ଠାକୁର ତୁ ଗଳା ର ହାର,
ରସିକ ନାଗର କାଳିଆ ଠାକୁର,🙏🙏
ତୋ ପ୍ରେମ ରେ ବନ୍ଧା ଏ ପୁରା ସଂସାର ||🥰🥰
"ଜନ୍ମାଷ୍ଟମୀ ଉପଲକ୍ଷେ ସବୁ ଭାଇ ଓ ଭଉଣୀ ମାନଙ୍କୁ ମୋର ଶୁଭେଚ୍ଛା ଓ ଶୁଭକାମନା 🥰🥰"

2 years ago | [YT] | 2

SBS VLOGS

ରକ୍ଷା ବନ୍ଧନ ଉପଲକ୍ଷେ ସବୁ ଭାଇ ଆଉ ଭଉଣୀ ମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା 🥰

2 years ago | [YT] | 4

SBS VLOGS

ସ୍ୱାଧୀନତା ଦିବସର ଅନେକ ଶୁଭେଚ୍ଛା ଓ ଶୁଭକାମନା 🫡....
ବନ୍ଦେ ଉତ୍କଳ ଜନନୀ 🥰

2 years ago | [YT] | 8

SBS VLOGS

ବାହୁଡ଼ା ଯାତ୍ରା ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜୟ ଜଗନ୍ନାଥ 🙏🙏🙏🙏🙏🥰

2 years ago | [YT] | 15

SBS VLOGS

ଜୟ ଜଗନ୍ନାଥ ଭାଇ ଆଉ ଭଉଣୀ ମାନେ ରଥ ଯାତ୍ରା ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜୟ ଜଗନ୍ନାଥ 🤗

2 years ago | [YT] | 9